ଗଞ୍ଜାମରେ ଲଘୁଚାପ ବର୍ଷା: ବିଲରେ ପଡ଼ିଛି କଟା ଧାନ, ଚିନ୍ତାରେ ଚାଷୀ
ଗଞ୍ଜାମ,୨୦ା୧୨(ବିଦ୍ୟାଧର ସାହୁ): ଦୁଇଦିନ ଧରି ମେଘୁଆ ପାଗ ଥିବା ବେଳେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳ ଚାଷୀ। ପ୍ରାୟ ଜମିରେ ଧାନ ସବୁ ପାଚି ଯାଇଥିବା ବେଳେ ତାହା…
ଚାଷୀଙ୍କ ପାଇଁ କାଳ ସାଜିଛି ଲଘୁଚାପ ବର୍ଷା: ଖଳାରେ ଭିଜୁଛି ପାଚିଲା ଧାନ
ବାଲିଗୁଡ଼ା,୨୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡ଼ି ରହିଥିବାରୁ ଅଦିନିଆ ବର୍ଷାରେ…
୮୨ ବର୍ଷରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଏହି ମୁଖ୍ୟମନ୍ତ୍ରୀ, ରଖିଥିଲେ ଏତିକି ନମ୍ବର
ଚଣ୍ଡିଗଡ଼,୨୦ା୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମ୍ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି। କିନ୍ତୁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଏତେ ଥିଲା ଯେ, ସେ ୮୨ ବର୍ଷରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଇଥିଲେ।…
୨୦୧୪ରୁ ୨୦୨୪ ଭିତରେ ରାହୁଲଙ୍କ ବିରୋଧରେ ରୁଜୁ ହୋଇଛି ଏତିକି ମାମଲା, ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୧୨:ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହାକୁ ନେଇ ଗୁରୁବାର ସଂସଦରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ସ୍ଥିତି ଏମିତି ହୋଇଛି ଯେ, ଶାସକ ଓ ବିରୋଧୀ ଦଳ ଏମପି ପରସ୍ପର ମଧ୍ୟରେ ଠେଲାପେଲା…
ଅମିତ ଶାହାଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ
ବଲାଙ୍ଗୀର,୨୦ା୧୨(ସୁନୀଲ କୁମାର ମହାନ୍ତି): କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ଯିବାବେଳେ ଭାଜପା ଦଳର ଏମ୍ପିମାନେ ପ୍ରତିରୋଧ କରିବା ଅଭିଯୋଗ ନେଇ ଶୁକ୍ରବାର ବଲାଙ୍ଗୀର ଜିଲାପାଳଙ୍କ…
ଏହି ୫ କ୍ରିକେଟର୍ ଖୋଲିଛନ୍ତି ୟୁଟ୍ୟୁବ ଚ୍ୟାନେଲ: ସବସ୍କ୍ରାଇବର୍ ସଂଖ୍ୟା ଜାଣିଲେ ଉଡିଯିବ ହୋଶ୍
ଭାରତୀୟ କ୍ରିକେଟରମାନେ ସାଧାରଣତଃ ବିସିସିଆଇ, ପ୍ରାୟୋଜକ କାରବାର ଏବଂ ନିବେଶ ସହିତ ଅନେକ ଉତ୍ସରୁ ରୋଜଗାର କରନ୍ତି। କିଛି ଖେଳାଳି ୟୁଟ୍ୟୁବ ଚ୍ୟାନେଲରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଆକାଶ ଚୋପ୍ରା ଅଗଷ୍ଟ ୨୦୧୧ରେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ।…
ଆମେରିକାରେ ହେବ ଶଟ୍ଡାଉନ୍ ! ସରକାର ଅଫିସ୍ ହୋଇଯିବ ବନ୍ଦ…
ଓ୍ବାଶିଂଟନ୍, ୨୦।୧୨: ଆମେରିକା ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବାକି ନାହିଁ। ପରିସ୍ଥିତି ଶଟ୍ଡାଉନ୍ ହେବାକୁ ଯାଉଛି। ପାଣ୍ଠି ସଂଗ୍ରହ ପାଇଆମେରିକା ସଂସଦରେ ଏକ…
ଟିକେଟ୍ ଯାଞ୍ଚ କରୁଥିବାବେଳେ ହଠାତ୍ ଟଳିପଡ଼ିଲେ ଟିଟିଇ, ଜିଆରପି ପହଞ୍ଚିଲା ବେଳକୁ…
ଟିଟିଲାଗଡ଼,୨୦ା୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ୍ଦେ ଭାରତ ଏକ୍ସପ୍ରେସରୁ ଶୁକ୍ରବାର ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତଦେହ ଜବତ କରିଛି ଟିଟିଲାଗଡ଼ ଜିଆରପି। ଟିଟିଇ ଜଣକ ଛତିଶଗଡ଼ ଅଞ୍ଚଳର ରାଜେନ୍ଦ୍ର କୁମାର ନିର୍ମଳ କର ବୋଲି ଜଣାପଡ଼ିଛି। ପ୍ରତ୍ୟେକ ଦିନ ଭଳି…
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ
ଚଣ୍ଡିଗଡ଼,୨୦ା୧୨: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ପ୍ରକାଶ ଚୌତାଲାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ସେ ଆଜି ତାଙ୍କ ଗୁରୁଗାଓଁସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ…
ରାହୁଲଙ୍କୁ ନୀଳ ଟି-ଶର୍ଟରେ ଦେଖି ରାଗିଗଲେ ମାୟାବତୀ, ଦେଲେ ଏହି ପରାମର୍ଶ
ଲକ୍ଷ୍ନୌ,୨୦ା୧୨: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କଂଗ୍ରେସ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନୀଳ ଟି-ଶର୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି। ମାୟାବତୀ ରାହୁଲଙ୍କ ନୀଳ ଟି-ଶର୍ଟ ପିନ୍ଧାକୁ ଶସ୍ତା ରାଜନୀତି ବୋଲି…
ହୃଦୟବିଦାରକ ଘଟଣା: ମାଆଙ୍କୁ ଘରେ ପୋତିଦେଲେ ପୁଅ
କୋଚି,୨୦ା୧୨:କେରଳର କୋଚି ଅନ୍ତର୍ଗତ ବେନ୍ନାଲାରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଏବଂ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ମାଆଙ୍କୁ ନିଜ ଘର ଅଗଣାରେ ପୋତିଦେବା ଘଟଣାକୁ ନେଇ ପଡୋଶୀମାନେ ସନ୍ଦେହ ପ୍ରକାଶ କରିଥିଲେ। ପ୍ରଦୀପ ନିଶାଗ୍ରସ୍ତ ଏବଂ ମାନସିକ ଭାବେ ଅସ୍ଥିର ଥିଲେ।…
ଭଗବାନ ଶିବ ବି ଦିନେ ପିଇଥିଲେ ବିଷ…କାହିଁକି ଏମିତି କହିଲେ ଦିଲଜିତ ଦୋସାଞ୍ଜ
ଦିଲଜିତ ଦୋସାଞ୍ଜ ଆଜିକାଲି ତାଙ୍କ ଦିଲ ଲୁମିନାଟି ଟୁର୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟ ପରିଦର୍ଶନ କରି ଦିଲଜିତ୍ ତାଙ୍କ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତେବେ ଏସବୁ ପରେ ମଧ୍ୟ ଗାୟକ ବିବାଦ ଘେରରେ ରହିଛନ୍ତି।…
Archives


