Home

ନୀଳଗିରି ବିଧାୟକଙ୍କ ନାମରେ ଏତଲା ଦେଲେ ଲେଖାଶ୍ରୀ, ଆଣିଲେ ସାଂଘାତିକ ଅଭିଯୋଗ !

ଭୁବନେଶ୍ୱର,୪ା୭(ସତ୍ୟଜିତ୍‌ ରାଉତ) – ବିଜେଡି ମୁଖପାତ୍ର ତଥା ବାଲେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରେ ସନ୍ତୋଷଙ୍କ…

ଆଉ ୩ ଦିନ ତୁହାକୁ ତୁହା ବର୍ଷା , ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର,୪ା୭(ଅନୁରାଧା ମହାରଣା ) – ଉତ୍ତର ଓଡିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଅଧିକାଂଶ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଶନିବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାରେ ମଧ୍ୟ…

ରାଗ ଏମିତି ଯେ ରାତି ଅଧରେ ଉଲଗ୍ନ ହୋଇ କରିଥିଲେ ଏଭଳି କାଣ୍ଡ, ସୁବ୍ରତ ଦଳେଇଙ୍କୁ ବାନ୍ଧିଲା…

ବୈଶିଙ୍ଗା,୪।୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବଡଗୁମା ବଜାରଠାରେ ଥିବା ସପନ କୁମାର ସାନ୍ତରାଙ୍କ ଔଷଧ ଦୋକାନରେ ଗତ ସୋମବାର ରାତି ଗୋଟାଏ ସମୟରେ ଅଜ୍ଞାତ ବ୍ୟକ୍ତି ଭଙ୍ଗାରୁଜା କରିଥିଲେ। ଏଥିସହ ଉଲଗ୍ନ ହୋଇ ବାଇକ ଓ ଚେୟାର…

କଂଗ୍ରେସରେ ମିଶିଲେ ସୋରଡ଼ା ବିଜେଡି ନେତା, କହିଲେ ଏମିତି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ବିଜେଡି କ୍ଷମତାରୁ ଯିବା ପରେ ଗଞ୍ଜାମ ଜିଲାରେ ଦିନକୁ ଦିନ ବିଜେଡି ସ୍ଥିତି ଦୁର୍ବଳ ହେଉଛି। ପୂର୍ବଭଳି ଆଉ ବିଜେଡି ପ୍ରତି ନେତା, କର୍ମୀଙ୍କ ଆଗ୍ରହ ନାହିଁ। ତେଣୁ ସେମାନେ ଦଳରୁ ମୁହଁ ଫେରାଇ ଅନ୍ୟ ଦଳକୁ ଚାଲିଯାଉଛନ୍ତି।…

ଗିଲଙ୍କ ଉପରେ ଟଙ୍କା ବର୍ଷା! ଦ୍ୱିଶତକ ମାରିବା ପାଇଁ ଏତିକି ଟଙ୍କା ଦେବ BCCI…

ନୂଆଦିଲ୍ଲୀ,୪।୭: ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଶୁଭମନ ଗିଲ ତାଙ୍କ କ୍ୟାରିୟରର ଏକ ଅବିସ୍ମରଣୀୟ ଇନିଂସ ଖେଳିଥିଲେ। ଗିଲ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିଲେ ଏବଂ ୨୬୯ ରନ କରିଥିଲେ। ଗିଲ ଏହି ଇନିଂସ ସହିତ…

ଚାଲିଥିଲା ଟ୍ରେଡ ଡିଲ୍‌, ହେଲେ ଆମେରିକାକୁ ଜୋରଦାର ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୪।୭: ଜାତୀୟ ସୁରକ୍ଷା ଆଧାରରେ ଅଟୋମୋବାଇଲ କ୍ଷେତ୍ର ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ଶୁଳ୍କ ପ୍ରତି ଜବାବରେ ଭାରତ ଶୁକ୍ରବାର ବିଶ୍ୱ ବାଣିଜ୍ୟ ସଂଗଠନ (WTO)ରେ ଆମେରିକା ବରୋଧରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ସରକାରଙ୍କ…

ସମ୍ପତ୍ତି ବିବାଦରୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ୨ ଭାଇ ଗଲେ ଜେଲ୍‌

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ସମ୍ପତ୍ତି ମାଲିକାନା ବିବାଦରୁ ତାଙ୍କ ସମ୍ପର୍କୀୟ ୨ ଭାଇ ସୁରେନ୍ଦ୍ର ପ୍ରଧାନ ଏବଂ ପଞ୍ଚାନନ ପ୍ରଧାନ ଗତ ଜୁନ ୧୭ ତାରିଖ ସନ୍ଧ୍ୟାରେ ଛଣମେରି ଗ୍ରାମ…

ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା

କର୍ଲାମୁଣ୍ଡା/ରିଷିଡ଼ା,୪ା୭(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପୌରକେଲା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଏହି ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯାଇ ଖାଲଖମା ସୃଷ୍ଟି…

ଓକିଲମାନଙ୍କୁ ବିଚାରପତି କରିବାର ନିୟମ କ’ଣ? ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟରେ ନିଯୁକ୍ତିକୁ କରିଛି ଅନୁମୋଦନ 

ନୂଆଦିଲ୍ଲୀ,୪।୭: ସୁପ୍ରିମକୋର୍ଟ କଲେଜିୟମ ଦେଶର ଅନେକ ହାଇକୋର୍ଟରେ ନୂତନ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶକୁ ଅନୁମୋଦନ କରିଛି। ଏହା ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟର ତିନି ଜଣ ବିଚାରପତି, ପଞ୍ଜାବ-ହରିୟାଣା ହାଇକୋର୍ଟର ୧୦ ଜଣ ବିଚାରପତି ଏବଂ ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ…

ଗୋରୁଙ୍କୁ ଖାଇବାକୁ ଦେଉଥିବାବେଳେ ଗୁହାଳ ଉପରେ ଉପୁଡ଼ି ପଡ଼ିଲା ଗଛ, ପ୍ରଚଣ୍ଡ ଶବ୍ଦ ଶୁଣି ବୃଦ୍ଧ…

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ବୃନ୍ଦାବନ ପଲ୍ଲୀ ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ଗୁହାଳ ଉପରେ ଶୁକ୍ରବାର ଅପରାହ୍ନରେ ବହୁ ପୁରୁଣା କଇଥ ଗଛ ଉପୁଡ଼ି ପଡ଼ିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।…

ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ…

ଆନନ୍ଦପୁର,୪ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରାରେ ଗୁଳି ଫୁଟିବାରୁ ଜଣେ ଯୁବତୀ ଆହତ ହୋଇଛନ୍ତି। ମେଡିକାଲ ରୋଡ୍‌ରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ୟାନ୍‌ର ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟିଥିଲା। ତେବେ…

ୟୁନୁସ ସରକାରଙ୍କ ଏକଛତ୍ରବାଦୀ ଶାସନ, ଗଣମାଧ୍ୟମ ଉପରେ ଲଗାଇଲେ ଅଙ୍କୁଶ

ଢାକା,୪।୭: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରରେ ଗଣମାଧ୍ୟମ ସ୍ବାଧୀନତା ଉପରେ କଟକଣା ଲଗାଯାଇଛି। ପ୍ରତିବନ୍ଧକ ଆଇନ ଏବଂ ରାଜନୈତିକ ଚାପ ଦ୍ୱାରା ଦେଶରେ ଗଣମାଧ୍ୟମ ସ୍ବାଧୀନତା ସୀମିତ ହୋଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଏବଂ UNESCOର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?