Home

ତୃତୀୟଥର ମା’ ହେବେ କି କରିନା: ଫଟୋ ବଢାଉଛି ସସ୍ପେନ୍ସ

ଅଭିନେତ୍ରୀ କରିନା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। କରିନା ନିକଟରେ ତାଙ୍କ ଛୁଟିର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ମୋନୋକିନି ପିନ୍ଧିଥିବାର ଦେଖାଯାଉଛି। କରିନାଙ୍କ ଫଟୋ ସୋସିଆଲ ମିଡିଆରେ…

ଷ୍ଟିୟରିଂ ଛାଡ ଆନ୍ଦୋଳନ: ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, ୯।୭(ପ୍ରେମାନନ୍ଦ ଖମାରୀ)-ଓଡ଼ିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବୁଧବାର ସକାଳୁ ବରଗଡ଼ ହଲଦୀପାଲି ଛକରେ ଡ୍ରାଇଭରମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାଶର୍‌ବରେ ବହୁସଂଖ୍ୟକ ଯାନବାହାନ…

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା: ୪ ଗେଟ୍‌ ବନ୍ଦ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଉଭୟ ପାଶର୍‌ବର ୨ଟି ଲେଖାଏ ମିଶି ମୋଟ ୪ଟି ସ୍କୁଇସ ଗେଟ୍‌କୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ…

ଚକା ଜାମ୍‌: ରାଜପଥରେ ଅଟକିଛି ଶହ ଶହ ଗାଡ଼ି

ଭଦ୍ରକ,୯। ୭(ସନାତନ ରାଉତ)- କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ…

ପାନୀୟଜଳ ସମସ୍ୟା ଉତ୍କଟ: ସରପଞ୍ଚ, ପିଇଓଙ୍କୁ ତାଲା ପକାଇଲେ ଗ୍ରାମବାସୀ

କେସିଙ୍ଗା,୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମପଞ୍ଚାୟତର ଡଙ୍ଗରମୂର୍ଲ୍ଲି ଗ୍ରାମର ୯, ୧୦ ନମ୍ବର ୱାର୍ଡରେ ୩୦ଟି ପରିବାର ବସବାସ କରୁଛନ୍ତି। ଏହି ୱାର୍ଡବାସୀ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। ବର୍ତ୍ତମାନ ନଳକୂପରେ ପାଣି ବାହାରିବା…

ବିଦ୍ୟୁତ କର୍ମଚାରୀଙ୍କୁ କଚାଡ଼ି ଦେଲା ପାଗଳ ଷଣ୍ଢ: ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୯/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଏକ ପାଗଳ ଷଣ୍ଢ ଲୋକଙ୍କୁ ଦେଖିଲେ ଗୋଡାଇ ଗୋଡାଇ ଆକ୍ରମଣ କରୁଛି। ବୁଧବାର ସକାଳ ସମୟରେ ଜଣେ ବୃଦ୍ଧ ନାଥ ମାଝୀ ସକାଳ…

୧୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ: କଳାବ୍ୟାଚ୍‌ ପିନ୍ଧି ରାଜସ୍ବ ଅମଲା ସଂଘର ବିକ୍ଷୋଭ

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ)-ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ବ ଅମଲା ସଂଘ ଗତ ୭ ତାରିଖରୁ କଳାବ୍ୟାଚ ପିନ୍ଧି ଆନ୍ଦୋଳନ ଚଳାଇଛି। ଏହି ଆନ୍ଦୋଳନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୩ ତାରିଖ ସୁଦ୍ଧା ସରକାର ଦାବିଗୁଡ଼ିକ ପୂରଣ ନ କଲେ…

ଭାରତ ବନ୍ଦ ଡାକରା: ପ୍ରଭାବିତ ହେବ ଏସବୁ ସେବା

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା…

କମୁନି ବର୍ଷା, ଥମୁନି ଯନ୍ତ୍ରଣା: ମରଣଯନ୍ତା ପାଲଟିଛି ପଞ୍ଚାୟତ ରାସ୍ତା

ଦାରିଙ୍ଗବାଡି, ୯।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡି ରାସ୍ତା ପାଲଟିଛି ମରଣଯନ୍ତା। ଉକ୍ତ ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଦୀର୍ଘ…

ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡଯନ୍ତ୍ର: ଏହି ଦେଶ ସହ ମିଶି କରୁଛି ବଡ଼ ପ୍ଲାନ୍‌

ଇସଲାମାବାଦ୍‌,୯।୭: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଏବଂ ଏଥିରେ ଚାଇନା ମଧ୍ୟ ଭୂମିକା ଗ୍ରହଣ କରିଛି। ପାକିସ୍ତାନ ଏବଂ ଚାଇନା ପରସ୍ପରକୁ ଭେଟିବା ଭାରତର ସୁରକ୍ଷା ପାଇଁ ବିପଦ ହୋଇପାରେ। ସେନା ମୁଖ୍ୟ ସିଡିଏସ ଅନିଲ…

କାଙ୍ଗାଳ ହୋଇଯିବ ବାଂଲାଦେଶ, ଭାରତ ହେବ ମାଲାମାଲ

ନୂଆଦିଲ୍ଲୀ,୯।୭: ସମ୍ପ୍ରତି ଆମେରିକା ବଡ଼ ବଡ଼ ନିଷ୍ପତ୍ତି ନେଇଛି। ଏହା ଯୋଗୁ ବିଶ୍ୱର ଦେଶମାନଙ୍କ ସମ୍ମୁଖରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସେହି ନିଷ୍ପତ୍ତି ମଧ୍ୟରୁ ଗୋଟିଏ ହେଉଛି ବାଂଲାଦେଶର ରପ୍ତାନି ଉପରେ ୩୫ ପ୍ରତିଶତର ଏକ ବଡ଼ ଟାରିଫ୍‌।…

୮୦ ପ୍ରତିଶତ ଅଣସଙ୍ଗଠିତ

ଖୋର୍ଦ୍ଧା ବାଲିପାଟଣା ବ୍ଲକ୍‌ ବେଙ୍ଗବତୀ ଗାଁରେ ନିକଟରେ ଶ୍ରମିକମାନେ ଡ୍ରେନ୍‌ ଖୋଳୁଥିବା ବେଳେ ବେଙ୍ଗବତୀ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଶ୍ରମିକ କେନ୍ଦୁଝର ଜିଲାର। ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?