Home

ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୭ା୫: ଶିଳ୍ପ ପାଇଁ ଜମି ନେଇ କାମ କରୁ ନ ଥିବା ଶିଳ୍ପାନୁଷ୍ଠାନକୁ ୨ୟ ସୁଯୋଗ ରହିଛି। ଏହା ପରେ ଯଦି ସୁଯୋଗରେ କାମ ନ କରିବ ତେବେ କମ୍ପାନୀକୁ ଜମି ଫେରାଇବା ପାଇଁ କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ପୂର୍ବରୁ…

କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ

ଭୁବନେଶ୍ୱର,୧୭ା୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି…

ଶିକ୍ଷକଙ୍କୁ ଦରମା ପ୍ରଦାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ଦେବଗଡ଼,୧୭ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଗତ ମାସର ଦରମା ପ୍ରଦାନ କରାଯାଇ ନ ଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବାରେ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଦରମା…

ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆପଡ଼ା,୧୭।୫(ମକାରୁ ବେମାଲ): ନୂଆପଡା ଜିଲା ଲଖନା ଥାନା କୁରୁମପୁରି ଓ ଠାକୁରପାଲି ଗାଁ ମଝି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହା ସହ ୧୫ ଜଣଙ୍କୁ ଗିରଫ କରାଯାଇ ୨୮ ହଜାର ଟଙ୍କା, ୯ଟି ବାଇକ,…

ମୁଁ ପଛକୁ ହଟିବି ନାହିଁ…ମୋଦିଙ୍କଠାରୁ ବଡ଼ ଦାୟିତ୍ୱ ମିଳିବା ପରେ କାହିଁକି ଏମିତି କହିଳେ ଶଶି ଥରୁର

ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ ମଧ୍ୟ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଏବେ ଭାରତର ୭ଟି ପ୍ରତିନିଧିମଣ୍ଡଳୀ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ। ଏଥିରେ ବରିଷ୍ଠ କଂଗ୍ରେସ…

ବିସ୍କୁଟ୍‌ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

କଟକ,୧୭ା୫: ଜଗତପୁରସ୍ଥିତ ଏକ ବିସ୍କୁଟ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ କାରଖାନା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଅସ୍ତ୍ରବିରତି ପରେ ଅମ୍ବାନୀ-ଆଦାନୀଙ୍କ ଭାଗ୍ୟ ପରିବର୍ତ୍ତନ: ୫ ଦିନରେ ଏତିକି ବଢିଲା ସମ୍ପତ୍ତି

ନୂଆଦିଲ୍ଲୀ,୧୭।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ, ଏସିଆର ଦୁଇ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ଭାଗ୍ୟ ବଦଳିଥିବା ପରି ମନେ ହେଉଛି। ବିଶେଷ କଥା ହେଉଛି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଟଙ୍କା କିମ୍ବା…

ସାଉଦି ଆରବକୁ ହାତ ଯୋଡ଼ି ଗୁହାରି କଲା ପାକିସ୍ତାନ: କହିଲା, ଆମର ଭୁଲ୍‌ ହୋଇଯାଇଛି ଦୟାକରି…

ଇସଲାମାବାଦ୍‌,୧୭।୫: ଭାରତଠାରୁ ନୂଆ ରାଜନୈତିକ ଝଟକା ପାଇବା ପରେ, ପାକିସ୍ତାନକୁ ଏବେ ସାଉଦି ଆରବରୁ ମଧ୍ୟ ଝଟକା ଲାଗିଛି। ଏଥର ହଜ ଯାତ୍ରା ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ୨୦୨୫ ହଜ ପାଇଁ ଘରୋଇ ହଜ କୋଟା ପୁନଃସ୍ଥାପିତ କରିବା ପାଇଁ ପାକିସ୍ତାନ…

ଶଶି ଥରୁରଙ୍କୁ ଦାୟିତ୍ୱ ଦେଇ ବଡ଼ ଗେମ୍‌ ଖେଳିଦେଲେ ମୋଦି: ଏବେ ପାକିସ୍ତାନ ପାଇବ ପାନେ

ନୂଆଦିଲ୍ଲୀ,୧୭।୫: ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଅପରେଶନ ସିନ୍ଦୂର ପରେ, ଭାରତର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ଏହି ମାସ ଶେଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟକ୍ରମ…

ଆଗକୁ ସାବିତ୍ରୀ: ବଢୁଛି ଲିଚୁକୋଳିର ଚାହିଦା, ଚାଷ କରି ମାଲମାଲ ଚାଷୀ

ଦାରିଙ୍ଗବାଡ଼ି,୧୭ା୫(ଅରୁଣ ସାହୁ): ଆଉ କିଛି ଦିନ ପରେ ଆସୁଛି ସାବିତ୍ରୀ। ଏଥିପାଇଁ ବିଭିନ୍ନ ପ୍ରକାର ଫଳଆମ୍ବ, ପଣସ , ଲିଚୁ, କାକୁଡ଼ି, ତାଳର ଆବଶ୍ୟକ ରହିଛି । ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ, ପଣସ, ଲିଚୁ ଫଳର ଅଭାବ…

ବାଇକ୍‌ରେ ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼

ରାଉରକେଲା,୧୭ା୫(ସଙ୍ଗୀତା ଜେନା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ…

‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ

ଓ୍ବାଶିଂଟନ୍‌, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri