Home

ଲରେନ୍ସଙ୍କ ଭାଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ, ୩।୧୧: ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍‌ ଶନିବାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରି ଆଣିବା ପ୍ରକ୍ରିୟା ଆରମ୍ଭ କରିଛି। ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ ପୋଲିସର ଓ୍ବାଣ୍ଟେଡ ତାଲିକାରେ ଅନ୍‌ମୋଲ…

କାନାଡା ସାଇବର ବିପଦ ତାଲିକାରେ ଭାରତ

ଓଟ୍ଟାଓ୍ବା,୩ା୧୧(ପି.ଟି.): କାନାଡା ଏହାର ସାଇବର ବିପଦ ଆଡଭାଇଜରି ତାଲିକାରେ ପ୍ରଥମ ଥର ପାଇଁ ଭାରତକୁ ଯୋଡ଼ିଛି। ଭାରତ ସରକାରଙ୍କ ପ୍ରାୟୋଜିତ ଆକ୍ଟରମାନେ କାନାଡା ବିରୋଧରେ ଗୁପ୍ତଚରଗିରି କରୁଥାଇପାରନ୍ତି ବୋଲି ଓଟ୍ଟାଓ୍ବା କହିଛି। ଜାତୀୟ ସାଇବର ଥ୍ରେଟ୍‌ ଆସେସ୍‌ମେଣ୍ଟ ୨୦୨୫-୨୬ ରିପୋର୍ଟରେ ଚାଇନା, ରୁଷିଆ,…

୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର କଟକଣା

ନୂଆଦିଲ୍ଲୀ,୩ା୧୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆମେରିକା କଟକଣା ଲଗାଇଛି। ପ୍ରମୁଖ ସାମରିକ ପ୍ରଯୁକ୍ତି ସଂସ୍ଥାଗୁଡ଼ିକରୁ…

ଏଇ ଭାରତରେ

କୃଷି ପାଇଁ ରସିକ ନାକୌମଙ୍କୁ ଶିକ୍ଷକ ଚାକିରି ଛାଡ଼ିବାକୁ ପଡ଼ିଛି। ସେ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ(ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରିବା ସହ ଗତ ୫ ବର୍ଷ ମଧ୍ୟରେ ୫୦୦୦ ଲୋକଙ୍କୁ ଏହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ସେ…

କଂଗ୍ରେସର ଖଟାଖଟ ଶାସ୍ତ୍ର ପାଇଁ ଖରାପ ହୋଇଛି ଏସବୁ ରାଜ୍ୟର ପରିସ୍ଥିତି, କାହିଁକି ଏମିତି କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨।୧୧: ଭାଜପା ନେତା ଗୌରବ ବଲ୍ଲଭ ବିଭିନ୍ନ ରାଜ୍ୟର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସରେ ଖଟାଖଟ ଶାସ୍ତ୍ର ଚାଲିଛି। କଂଗ୍ରେସରେ ପ୍ରଚଳିତ ଖଟାଖଟ ଶାସ୍ତ୍ର ଆଜି ଏହି ପରିସ୍ଥିତି ସୃଷ୍ଟି କରିଛି ଯେ ହିମାଚଳ ସରକାରଙ୍କ କର୍ମଚାରୀଙ୍କୁ…

ସବ ଇନ୍ସପେକ୍ଟରଙ୍କୁ ଗୁଳି କଲେ କନଷ୍ଟେବଳ

ଇମ୍ଫାଲ,୨।୧୧: ମଣିପୁର ଜିରିବମ ଜିଲାର ଜଣେ ପୋଲିସ କନଷ୍ଟେବଳ ଶନିବାର ତାଙ୍କ ବରିଷ୍ଠ ସହକର୍ମୀ, ସବ-ଇନ୍ସପେକ୍ଟର ର଼୍ୟାଙ୍କର ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ ଅନ୍ୟର କଥା ଶୁଣି ଏଭଳି କରିଥିବା କୁହାଯାଉଛି। କଳହର କାରଣ କ’ଣ…

ନିଜ୍ଜର ମାମଲାରେ ଅମିତ ଶାହାଙ୍କ ନାମ ନେବାରୁ ରାଗିଲା ଭାରତ, କହିଲା ଭୋଗିବାକୁ ପଡିବ ଏହାର ପରଣାମ

ନୂଆଦିଲ୍ଲୀ,୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଗମ୍ଭୀର ହେବାରେ ଲାଗିଛି। ନିକଟରେ କାନାଡାର ଉପ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ସଂସଦୀୟ କମିଟିରେ ଭାରତର…

ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା…

ମୋ ନାଁ ଦାଉଦ ସହ ଯୋଡିବ ତ…, କାହାକୁ ଏମିତି ଚେତାବନୀ ଦେଲେ ନଓ୍ବାବ ମଲିକ

ମୁମ୍ବାଇ,୨।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ଅଜିତ ପାୱାର ଦଳର ନେତା ନଓ୍ବାବ ମଲିକ ତାଙ୍କ ନାମ ଅଣ୍ଡରୱାଲର୍‌ଡ ଡନ ଦାଉଡ ଇବ୍ରାହିମଙ୍କ ସହ ଯୋଡଶ ଯାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ…

ଭାଜପା ନେତାଙ୍କୁ ଧମକ ଦେଲେ ନୀତୀଶ! ବିହାରରେ ଚାଲିବ ନାହିଁ ହିନ୍ଦୁ-ମୁସଲମାନ ଡ୍ରାମା

ପାଟନା,୨।୧୧: ବିହାର ଏନଡିଏରେ ଅନ୍ତର୍ଭୁକ୍ତ ପାଞ୍ଚଟି ଦଳର ମୁଖ୍ୟ, ସଂସଦର ଉଭୟ ଗୃହର ସଦସ୍ୟ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କ ବ୍ୟତିତ ଦଳର ଅଧିକାରୀ ତଥା ଜିଲା ମୁଖ୍ୟଙ୍କୁ ମଧ୍ୟ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ସଭା ସ୍ଥଳ ଥିଲା…

ସରଫରାଜଙ୍କ ପ୍ରତି ଅନ୍ୟାୟ କଲେ ରୋହିତ-ଗମ୍ଭୀର!

ମୁମ୍ବାଇ,୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜ ମଧ୍ୟରେ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ଏକ ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି। ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ ବିଶେଷଜ୍ଞମରାନ…

ପିନାରାଇ ବିଜୟନ ସବୁଠାରୁ ବଡ ଡନ୍‌, କାହିଁକି ଏତେବଡ଼ ଅଭିଯୋଗ ଆଣିଲେ ଶୋଭା ସୁରେନ୍ଦ୍ରନ

ଥିରୁଭାନନ୍ତପୁରମ,୨।୧୧: ଶନିବାର କେରଳର ଭାଜପା ନେତା ଶୋଭା ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ରାଜ୍ୟର ସବୁଠାରୁ ବଡ ଡନ୍‌ ବୋଲି ବର୍ଣ୍ଣନା କରିଛନ୍ତି। ଶୋଭା ସୁରେନ୍ଦ୍ରନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେରଳରେ ମୋର ଉପସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri