ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବରଗଡ଼,୨୦ା୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡ଼ିତା ଏବେ ମଧ୍ୟ ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସୋମବାର ବରଗଡ଼ ଟାଉନ…
‘ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ କୌଶଳର ଆବଶ୍ୟକତା ରହିଛି’
ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସେଥିମଧ୍ୟରେ ନିଜକୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନ କୌଶଳର ଆବଶ୍ୟକତା ରହିଛି ଯାହାକି ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓ ମହାବିଦ୍ୟାଳୟଗୁଡିକରେ ଆତ୍ମସୁରକ୍ଷା ପାଇଁ ତାଲିମ…
ଗୋଟିଏ ପ୍ଲେଟ ଖାଦ୍ୟର ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଟ୍ରମ୍ପଙ୍କ ‘ଡିନର ପଲିଟିକ୍ସ’କୁ ନେଇ ସାରା ବିଶ୍ୱ ଚକିତ
ଓ୍ବାଶିଂଟନ,୨୦।୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ (ସୋମବାର) ରେ ରାଷ୍ଟ୍ରପତି ଭାବରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ନେବାକୁ ଯାଉଛନ୍ତି।…
ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ବଡ଼ ରାୟ ଶୁଣାଇଲେ କୋର୍ଟ: ଅଭିଯୁକ୍ତ ସଞ୍ଜୟଙ୍କୁ ଦିଆଯିବ ଏପରି ଦଣ୍ଡ
କୋଲକାତା,୨୦।୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମାମଲାରେ ସୋମବାର ଦଣ୍ଡ ଘୋଷଣା କରାଯାଇଛି। କୋର୍ଟ ତାଙ୍କ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଏବଂ ଅନ୍ୟମାନଙ୍କ ଚୂଡ଼ାନ୍ତ ବୟାନ ଶୁଣିବା ପରେ ଏହି…
ଶପଥ ଗ୍ରହଣ ପୂର୍ବରୁ ଖୁବ ନାଚିଲେ ଟ୍ରମ୍ପ, ଭିଡିଓ ଭାଇରାଲ
ଓ୍ବାଶିଂଟନ,୨୦।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର (ଜାନୁଆରୀ ୨୦) ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଟ୍ରମ୍ପ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା। ସେହି ସମୟରେ, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତୀକାତ୍ମକ ନୃତ୍ୟ ବିଶ୍ୱରେ ପ୍ରସିଦ୍ଧ। ରବିବାର ଦିନ…
କ୍ରିକେଟ୍ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୦।୧: କ୍ରିକେଟରେ ଇତିହାସ କେବେ ବଦଳିଯାଏ ତାହା କେହି ଜାଣନ୍ତି ନାହିଁ। ଏବେ ନାଇଜେରିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ଓଲଟପାଲଟ ଦେଖି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଗଲା। ନାଇଜେରିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ରନରେ ବିଜୟୀ…
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା
ଓ୍ବାଶିଂଟନ,୨୦।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁହାଯାଉଛି ଯେ ମୃତ ଛାତ୍ର ଜଣକ ହାଇଦ୍ରାବାଦର ବାସିନ୍ଦା। ଯାହାଙ୍କ ନାମ ରବି ତେଜା…
ଗାଜାରେ ଯୁଦ୍ଧବିରତି ଲାଗୁ ହେବା ପରେ ଭାରତକୁ ପ୍ରଶଂସା କଲା ଇସ୍ରାଏଲ
ଜେରୁଜେଲମ,୨୦।୧: ଗାଜାରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ, ଇସ୍ରାଏଲୀ ରାଷ୍ଟ୍ରଦୂତ ରୁଭେନ ଆଜାର ରବିବାର ତାଙ୍କ ଦେଶର ଆତ୍ମରକ୍ଷାର ‘ଅଧିକାର’କୁ ସମର୍ଥନ କରିବା ପାଇଁ ନୂଆଦିଲ୍ଲୀକୁ ଧନ୍ୟବାଦ ଦେଇଛନ୍ତି। ଇସ୍ରାଏଲୀ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଆଜାର କହିଛନ୍ତି,…
ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ମଧ୍ୟାହ୍ନଭୋଜନରେ ଅତିଥି ଖାଇବେ ଏସବୁ ଖାଦ୍ୟ
ଓ୍ବାଶିଂଟନ,୨୦ା୧: ସୋମବାର ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଶପଥ ଗ୍ରହଣ ପରେ କ୍ୟାପିଟାଲର ଷ୍ଟାଚ୍ୟୁରୀ ହଲ୍ରେ ତାଙ୍କର ଉଦ୍ଘାଟନୀ ମଧ୍ୟାହ୍ନଭୋଜନରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବେ ଅତିଥି। ଏପରି ପରିସ୍ଥିତିରେ ଆସନ୍ତୁ ଦେଖିବା ମଧ୍ୟାହ୍ନଭୋଜନରେ…
‘ଖଣିଜ ସମ୍ପଦରେ ଭରପୂର ରାଜ୍ୟ, ବାସ୍ତବରେ ଓଡ଼ିଶା ରତ୍ନଗର୍ଭା’
ଭୁବନେଶ୍ୱର,୨୦ା୧: ଶନିବାର କୋଣାର୍କରେ ଆୟୋଜିତ ହୋଇଛି ଖଣିମନ୍ତ୍ରୀ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଖଣିଜ ସମ୍ପଦରେ ଆମ ରାଜ୍ୟ ଭରପୂର। ବାସ୍ତବରେ ଓଡ଼ିଶା ରତ୍ନଗର୍ଭା ବୋଲି କହିଛନ୍ତି। କେବଳ କେନ୍ଦୁଝର ନୁହେଁ, ଅନ୍ୟ ଅଞ୍ଚଳରେ ବି…
ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏଣିକି ୩ ମିନିଟ୍ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୨୦।୧: ଇନଷ୍ଟାଗ୍ରାମ କ୍ରିଏଟର୍ସମାନଙ୍କୁ ଏକ ବଡ଼ ଉପହାର ଦେଇଛି। ଏବେ କ୍ରିଏଟରମାନେ ଲମ୍ବା ରିଲ୍ସ ଅପଲୋଡ କରିବାର ସୁବିଧା ମଧ୍ୟ ପାଇବେ। ଏବେ ଇନଷ୍ଟାଗ୍ରାମରେ ୩ ମିନିଟ ପର୍ଯ୍ୟନ୍ତ ରିଲ ଅପଲୋଡ କରାଯାଇପାରିବ। ଏହା ବ୍ୟତୀତ, କମ୍ପାନୀ ଏବେ ୟୁଜର୍ସଙ୍କ ପ୍ରୋଫାଇଲ…
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହିଟ୍ମ୍ୟାନ୍ଙ୍କୁ ନେଇ ସୁରେଶ ରାଇନାଙ୍କ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୦।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଛି। ରୋହିତ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନିକଟରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ…
Archives


