Home

କଖାରୁ ଚାଷ ଜମିରେ ନାଲି ପତାକା ଲଗାଇଲା ରାଜସ୍ବ ବିଭାଗ

ପାଟଣା,୬ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆର.ଆଇ ସର୍କଲ ଟାଙ୍ଗରପଡ଼ା ମୌଜାରେ ଥିବା ମୂଲ୍ୟବାନ ସରକାରୀ ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରି କଖାରୁ ଚାଷ କରିଥିବାର ଅଭିଯୋଗ ପାଇ ମଙ୍ଗଳବାର ସନ୍ଧ୍ୟାରେ ପାଟଣା ତହସିଲ ପ୍ରଶାସନ ପକ୍ଷରୁ…

ଭାଜପା ମୁଖପାତ୍ର ବମ୍ବେ ହାଇକୋର୍ଟ ବିଚାରପତି ନିଯୁକ୍ତ: ତେଜିଲା ରାଜନୀତି

ମୁମ୍ବାଇ,୬ା୮ :ଆଇନଜୀବୀ ଆରତୀ ସାଠେଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ନିଯୁକ୍ତ କରାଯାଇଛି। ତେବେ ପୂର୍ବରୁ ସେ ମହାରାଷ୍ଟ୍ର ଭାଜପାର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବାରୁ ବିଚାରପତି ଭାବେ ତାଙ୍କର ନିଯୁକ୍ତିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ନେତାମାନେ ଆରତୀଙ୍କ…

ପୋଲିସ ଗାଡ଼ିକୁ ଅଟକ ରଖିଲେ ଶତାଧିକ ମହିଳା

ପାଟଣା,୬ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୂଷାପଡ଼ା ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ସାର୍ଟିଫିକେଟ ଜାଲ୍‌ ଓ ନିଯୁକ୍ତିରେ ଅନିୟମିତତା ପ୍ରତିବାଦରେ ବୁଧବାର ଗ୍ରାମର ଶତାଧିକ ମହିଳା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ…

UPIର ନୂଆ ରେକର୍ଡ: ଗୋଟିଏ ଦିନରେ ୭୦ କୋଟି ଟଙ୍କା କାରବାର

ନୂଆଦିଲ୍ଲୀ,୬।୮: ଭାରତରେ UPIର ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଭାରତରେ ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। ୨୦୨୪ ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ ୩୪୧.୨ ନିୟୁତ ଥିଲା, କିନ୍ତୁ ଭାରତରେ, ୨…

ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେ ରଚନା ବାନାର୍ଜୀ, ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ/କୋଲକାତା,୬ା୮: ବହୁ ଚର୍ଚ୍ଚିତ ବିବାହ ପରେ ଦିଲ୍ଲୀରେ ଏମ୍‌ପି ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜେଡି ଏମ୍‌ପି ପିନାକୀ ମିଶ୍ର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଭଗଓ୍ବନ୍ତ ମାନ, ଡିମ୍ପଲ ଯାଦବ…

ଦିନିକିଆରୁ ହଟିବେ ରୋହିତ, ଗିଲ୍‌ ନେବେ ସ୍ଥାନ: ପୂର୍ବତନ କ୍ରିକେଟର୍‌ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ଟେଷ୍ଟ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଭାବରେ ଶୁବମନ ଗିଲ ପ୍ରସ୍ତୁତ। ଏହି ଦାବି କରିଛନ୍ତି,ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ। ଇଂଲଣ୍ଡ ଗସ୍ତରେ ସେ ଗିଲଙ୍କ ଅଧିନାୟକତ୍ୱରେ ବହୁତ ପ୍ରଭାବିତ ହୋଇଥିଲେ। କୈଫ କହିଛନ୍ତି, ଲର୍ଡସରେ…

ଏଣିକି ଗୋଟିଏ ଛାତ ତଳୁ ଚାଲିବ ଦେଶର ସରକାର, ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୬ା୮: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ କର୍ତ୍ତବ୍ୟ ଭବନ-୩ ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହାକୁ ଉଦଘାଟନ କରିଛନ୍ତି। ଏହି କୋଠାର ଉଦ୍ଦେଶ୍ୟ ହେଉଛି ଅନେକ ମନ୍ତ୍ରଣାଳୟ ଏବଂ ବିଭାଗକୁ ଗୋଟିଏ ଛାତ ତଳେ ଆଣିବା। ଦିଲ୍ଲୀର ବିଭିନ୍ନ…

ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍‌ ଅଫିସର, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ, ଜାଣନ୍ତୁ କେଉଁଠି…

ସମ୍ବଲପୁର,୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍‌ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ…

ମୋ ସ୍ତ୍ରୀଙ୍କୁ ବଞ୍ଚାଅ…ବନ୍ୟାରେ ଫସିଥିବା ଦମ୍ପତ୍ତିଙ୍କ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ଚାଇନାରେ ଭୟଙ୍କର ବନ୍ୟା ମଧ୍ୟରେ ଇଣ୍ଟରନେଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ବନ୍ୟାରେ ଫସି ରହିଥିବା ଜଣେ ବ୍ୟକ୍ତି ନିଜ ଜୀବନର ଚିନ୍ତା ନ କରି ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳକୁ ଅନୁରୋଧ କରୁଥିବାର…

ବାଇକ୍‌ରେ ମା-ବାପାଙ୍କ ସହ ଆସୁଥିଲେ ଝିଅ, କଣ୍ଟେନର ଧକ୍କା ଦେବାରୁ ରାସ୍ତା ଉପରେ ଛିଟିକି ପଡ଼ିଲେ, ଆଉ ତା’ ପରେ…

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସକାଳେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ବାଇକ୍‌ରେ କେନ୍ଦୁଝର ଆଡ଼କୁ ଆସୁଥିବା…

ଶୋଇଥିବାବେଳେ ଶିଶୁକୁ ଦଂଶନ କଲା ବିଷାକ୍ତ ସାପ, ଚାଲିଗଲା ଜୀବନ

ଖଡ଼ିଆଳ,୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ବୋଡ଼େନ ବ୍ଲକ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ, ମା ଗିନତି ମାଝୀଙ୍କ ସାଢ଼େ ୪ ବର୍ଷର ପୁଅ ଦେବାଶିଷକୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ଘଟିଛି। ମା’ ଗିନତିଙ୍କ ସହ ତଳେ ଶୋଇଥିବା…

ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେଲା RBI: ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌କୁ ୫.୫%ରେ ଅପରିବର୍ତ୍ତିତ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ ଯୋଗୁ ଟଙ୍କା ଚାପରେ ରହିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?