ଏଇ ଭାରତରେ
ପେସାରେ ଡାକ୍ତର, କିନ୍ତୁ ସେ ରହୁଥିବା ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର କଲୋନିକୁ ବର୍ଜ୍ୟମୁକ୍ତ କରିପାରିଛନ୍ତି। ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡା. ରୁବି ମାଖିଜା। ସେହି କଲୋନିରେ ୨୮୦ ପରିବାର ରହୁଛନ୍ତି। ସେମାନେ ଘର ସାମ୍ନାରେ ବର୍ଜ୍ୟବସ୍ତୁ ଠୁଳକରି…
ଭବିଷ୍ୟତ କେତେ ସୁରକ୍ଷିତ
ଆମେ ସଭିଏଁ ଜାଣୁ ବୃଦ୍ଧି ଓ ବିକାଶ ସଜୀବର ଏକ ଲକ୍ଷଣ। ପ୍ରାଣୀ ହେଉ କି ଉଦ୍ଭିଦ ଏମାନେ ଛୋଟରୁ ବଡ଼ ହୁଅନ୍ତି। କିନ୍ତୁ ନିର୍ଜୀବର ଏ ଲକ୍ଷଣ ନ ଥାଏ। ଛୋଟ ପଥରଟିଏ ସମୟ କ୍ରମରେ ବଡ଼ ଶିଳା ଖଣ୍ଡରେ…
ଆମେରିକାରେ ହଟହଟା ହେଲେ ମୁନୀର: ଏମିତି କରିବାକୁ ପଡ଼ିଲା ସାମ୍ନା, କେବେ ଭୁଲିପାରିବେନି
ଓ୍ବାଶିଂଟନ,୧୮ା୬:ପାକିସ୍ତାନ ସେନାମୁଖ୍ୟ ଜେନେରାଲ ସୟେଦ ଅସିମ୍ ମୁନୀର ଆମେରିକା ଗସ୍ତରେ ଯାଇଥିବାବେଳେ ଓ୍ବାଶିଂଟନରେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ସେ ରହୁଥିବା ହୋଟେଲ ନିକଟରେ ପାକିସ୍ତାନୀ ନାଗରିକ ଓ ମୂଳବାସିନ୍ଦାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନରେ ମୁକ୍ତ ଗଣତନ୍ତ୍ର ପୁନଃସ୍ଥାପନା…
ସମବାୟରେ କୃଷିର ବିକାଶ
ସ୍ବାଧୀନତା ପରେ ଭାରତ ଖାଦ୍ୟଶସ୍ୟରେ ନିଅଣ୍ଟ ଥିବାରୁ ସମସ୍ତଙ୍କୁ ଦୁଇଓଳି ଖାଦ୍ୟ ଦେବା ପାଇଁ ସରକାର ‘ମାର୍ଶାଲ’ ଯୋଜନାରେ ‘ପିଏଲ୍ଏ ୪୮୦’ ଚୁକ୍ତି ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ବିନିମୟରେ ଆମେରିକାରୁ ବାର୍ଷିକ ୨୦ରୁ ୫୦ ଲକ୍ଷ ଟନ୍ ଚାଉଳ ଓ…
ଆଉ ମାତ୍ର ୯୦୦ ଦିନ ପରେ ପୃଥିବୀରେ ଘଟିବ ଏମିତି: ବାବା ଭେଙ୍ଗାଙ୍କ ଚାଞ୍ଚଲ୍ୟକର ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୮ା୬: ଭାଙ୍ଗେଲିଆ ପାଣ୍ଡେଭା ଦିମିତ୍ରୋଭା ଓରଫ ବାବା ଭେଙ୍ଗା ତାଙ୍କ ଜୀବନକାଳରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ମଧ୍ୟ ହୋଇଛି। ଏହିପରି ଭାବରେ, ସେ ୨୦୨୮ବର୍ଷ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି, ଆଜିଠାରୁ ୯୦୦…
ଆଇଏଏସ୍ ଧିମାନ ଚକମାଙ୍କୁ ମିଳିଲାନି ଜାମିନ, ପୁଣି ଗଲେ ଭବାନୀପାଟଣା ଜେଲ୍
ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଗତ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ…
ଅଭିଶପ୍ତ ୨୦୨୫? ୧୯୪୧ରୁ ହୋଇଯାଇଥିଲା ପୂର୍ବାନୁମାନ, କ୍ୟାଲେଣ୍ଡର ଦେଖିଲେ ଚମକି ପଡିବେ
ନୂଆଦିଲ୍ଲୀ: ୨୦୨୫ ଆରମ୍ଭରୁ ହିଁ ବିଶ୍ୱବ୍ୟାପୀ ଘଟଣାବଳୀ ଯେପରିକି ବିମାନ ଦୁର୍ଘଟଣା, ଭୂ-ରାଜନୈତିକ ଉତ୍ତେଜନା ଓ ଅନିଶ୍ଚିତତା ଲୋକଙ୍କୁ ଅସ୍ଥିର କରିଛି। ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ୨୦୨୫ର କ୍ୟାଲେଣ୍ଡର ପୁରା ୧୯୪୧ ସହିତ ମେଳ…
ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଲେ ଭାରତକୁ ଲାଭ ହେବ ନା କ୍ଷତି? ଜଣାପଡିଲା…
ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶେୟାର ବଜାରରେ ଉତ୍ଥାନ-ପତନ ଦେଖାଯାଉଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ହେଉଛି। ଯଦି ଏହି ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଶୀଘ୍ର ସାଧାରଣ…
ପ୍ଲେନକ୍ରାଶ୍ ହେବା ପୂର୍ବରୁ ପାଇଲଟ୍ ଟିପିଥିଲେ ଏହି ବଟନ୍? ସାଂଘାତିକ ଖୁଲାସା…
ଅହମଦାବାଦ,୧୭।୬: ଗତ ଜୁନ ୧୨ରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋୟିଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ନମ୍ବର AI-171) ଟେକଅଫ ପରେ ମାତ୍ର ୬୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ…
ଆମେରିକା ସହ ସବୁଠାରୁ ବଡ଼ ଡିଲ୍ କଲା ପାକିସ୍ତାନ, ଇରାନକୁ ଜୋରଦାର ଝଟ୍କା
ଇସଲାମବାଦ,୧୭।୬: ଗୋଟିଏ ପଟେ ପାକିସ୍ତାନୀ ନେତା ଏବଂ ଧାର୍ମିକ ଗୋଷ୍ଠୀ ଇରାନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ନିଆଁ ଲଗାଉଛନ୍ତି, ଅନ୍ୟପଟେ ପାକିସ୍ତାନ ସରକାର ନୀରବରେ ୱାଶିଂଟନ ସହିତ ବଡ଼ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାରେ…
ଆମେରିକାକୁ ଆଖି ଦେଖାଇଲା ପାକିସ୍ତାନ! କହିଦେଲା ବଡ଼କଥା…
ନୂଆଦିଲ୍ଲୀ,୧୭।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅନେକ ମୁସଲିମ ଦେଶ ଇରାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସରକାର ଅନେକ ଥର କହିଛନ୍ତି ଯେ ସମସ୍ତ ମୁସଲିମ ଦେଶ ଇସ୍ରାଏଲ ବିରୁଦ୍ଧରେ ଇରାନକୁ ସମର୍ଥନ କରିବା ଉଚିତ। ଏହି ସମୟରେ, ପାକିସ୍ତାନ ଇସ୍ରାଏଲ…
ବିଦେଶରେ ଖୋଲା ଖୋଲି ପାକିସ୍ତାନ ଆର୍ମି ଚିଫଙ୍କୁ କରାଗଲା ବେଇଜ୍ଜତ, ମୁନିରଙ୍କୁ ଦେଖି ଚିତ୍କାର କଲେ ଲୋକେ
ଓ୍ବାଶିଂଟନ,୧୭।୬: ‘ପାକିସ୍ତାନୀଙ୍କ ହତ୍ୟାକାରୀ’, ‘ତୁମକୁ ଲଜ୍ଜା, ଏକଛତ୍ରବାଦୀ’, ଏହି ସ୍ଲୋଗାନଗୁଡ଼ିକ ଆମେରିକାରେ ରହୁଥିବା ପାକିସ୍ତାନୀମାନେ ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଜେନେରାଲ ସୟଦ ଅସୀମ ମୁନିରଙ୍କ ବିରୁଦ୍ଧରେ ଉଠାଇଛନ୍ତି। ରବିବାର (ଜୁନ ୧୫, ୨୦୨୫) ପାଞ୍ଚ ଦିନିଆ ସରକାରୀ…
Archives


