Home

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ର ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋର୍ଡିଂ…

Cash Withdrawal Limit: ଦୈନିକ ATMରୁ ଉଠାଇପାରିବେ କେତେ ଟଙ୍କା? କ୍ଷତିରେ ପଡ଼ିବାକୁ ଚାହୁଁ ନ ଥିଲେ ଜାଣିନିଅନ୍ତୁ ଏହି ନିୟମ

ନୂଆଦିଲ୍ଲୀ,୧୧।୨: ଭାରତରେ ଅନଲାଇନ୍‌ ପେମେଣ୍ଟ ଯୁଗରେ ମଧ୍ୟ, ଆମକୁ ନଗଦ ଟଙ୍କା ଆବଶ୍ୟକତା ପଡ଼ୁଛି। କିନ୍ତୁ ପ୍ରତିଦିନ ATMରୁ ଟଙ୍କା ଉଠାଇବାର ଏକ ସୀମା ଅଛି। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ATM ରୁ ଟଙ୍କା ଉଠାଇବା ପାଇଁ ଅନେକ ନିୟମ ଏବଂ…

ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ….କାହିଁକି ଏଭଳି କହିଲେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳରେ ସୁଯୋଗ ମିଳୁନାହିଁ। ତଥାପି ଜାତୀୟ ଦଳରୁ  ଖେଳିବା ଲାଗି ଆଶାବାଦୀ ଅଛନ୍ତି ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ ଠାକୁର। ରଣଜୀ ଟ୍ରଫିର କ୍ୱାଟର ଫାଇନାଲରେ ମୁମ୍ବାଇ ପକ୍ଷରୁ ଦମ୍‌ଦାର ପ୍ରଦର୍ଶନ କରିବା ପରେ ସେ ସର୍ବଦା ରେସ୍‌ରେ ଥିବା…

JEE Main Result 2025: ପ୍ରକାଶ ପାଇଲା ଜେଇଇ ମେନ୍‌ ସେଶନ ୧ ରେଜଲ୍ଟ, ଏଭଳି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୧୧।୨: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ୍‌ ପାଇଁ ଅନୁଷ୍ଠିତ JEE ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ JEE ମୁଖ୍ୟ ୱେବସାଇଟ୍‌ – jeemain.nta.nic.in ରେ ନିଜର ଫଳାଫଳ ଦେଖିପାରିବେ। ଫଳାଫଳ…

ଆଦାନୀଙ୍କୁ ବଡ଼ ଉପହାର ଦେବେ ଟ୍ରମ୍ପ! ବଡ଼ ଘୋଷଣା…

ଓ୍ବାଶିଂଟନ୍‌,୧୧।୨: ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ତାଜୁବ କରିଦେବା ଭଳି ନିଷ୍ପତ୍ତି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରାୟ ୫୦ବର୍ଷ ପୁରୁଣା ଆଇନକୁ…

ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ, ଶହୀଦ ହୋଇଗଲେ ୨ ଯବାନ

ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ୍‌) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା…

ଭାରତୀୟ ଖେଳାଳିଙ୍କ କ୍ୟାରିୟରର ଦୁଃଖଦ ଅନ୍ତ, ମାରିଥିଲେ ୩୧ ଶତକ

ନୂଆଦିଲ୍ଲୀ,୧୧।୨: ୨୦୨୪ ମସିହାରେ ଅନେକ ଲୋକପ୍ରିୟ କ୍ରିକେଟର ନିଜର କ୍ୟାରିୟରରେ ବ୍ରେକ୍‌ ଲଗାଇଥିଲେ। ଏବେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ କ୍ୟାରିୟରର ଅନ୍ତ ହୋଇଛି। ଏହି ଖେଳାଳି ତାଙ୍କ କ୍ୟାରିୟରରେ ୩୧ଟି ଶତକ ମାରିଥିଲେ। କିନ୍ତୁ ତାଙ୍କୁ ସେପରି ବିଦାୟ ମିଳି…

୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ରୋହିତ ଶର୍ମା? ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ…

ନୂଆଦିଲ୍ଲୀ,୧୧।୨: ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ରୋହିତ ଶର୍ମା ଜଣେ କି ଦୁଇ ପାଇଁ ନୁହେଁ ବରଂ ୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି। କଟକରେ…

No 1 Electric Scooter: ରେଞ୍ଜ ମାମଲାରେ ସବୁଠୁ ଆଗରେ ଏହି ଇଲେକ୍ଟିକ୍‌ ସ୍କୁଟର, ଥରେ ଚାର୍ଜ କଲେ ଗଡ଼ିବ ୨୪୮ କିମି; ରହିଛି ଏଭଳି ଫିଚର୍ସ

ନୂଆଦିଲ୍ଲୀ,୧୧।୨: ଯଦି ଆପଣ ନିଜ ପାଇଁ ଏକ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। କାରଣ ପୁରୁଣା ମୂଲ୍ୟରେ ଅପଗ୍ରେଡ୍‌ ସହିତ ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁଯୋଗ ମିଳୁଛି। ବେଙ୍ଗାଲୁରୁର ଇଲେକ୍ଟ୍ରିକ ଦୁଇଚକିଆ ଷ୍ଟାର୍ଟ-ଅପ…

ରାଜ୍ୟ ସଭାରେ ମୋଦିଙ୍କୁ ସୁଲତା କହିଲେ, ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ…

ନୂଆଦିଲ୍ଲୀ,୧୧।୨: ସଂସଦରେ ବଜେଟ ଅଧିବେଶନ ଜାରି ରହିଛି। ଏହାକୁ ନେଇ ବିରୋଧୀ-ଶାସକ ମଧ୍ୟ ମୁହାଁମୁହିଁ ହେଉଛନ୍ତି। ତେବେ ଏହାରି ଭିତରେ ରାଜ୍ୟ ସଭା ମଧ୍ୟ ସରଗରମ ହୋଇ ଉଠିଛି। ସବୁ ବିରୋଧୀ ଦଳ ପରି ବିଜେଡି ମଧ୍ୟ କେନ୍ଦ୍ର ବଜେଟକୁ ସମାଲୋଚନା…

ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି

କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି ଟେଷ୍ଟ ଏବଂ ଦିନିକିଆରେ ଏହାର ପରିସଂଖ୍ୟାନ ଲଜ୍ଜାଜନକ ରହିଥିଲା। ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ…

ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ବଡ଼ ଖୁଲାସା କଲେ ଭାଗବନ୍ତ ମାନ: କେଜ୍‌ରିଓ୍ବାଲ୍‌ଙ୍କ ସହ…

ନୂଆଦିଲ୍ଲୀ,୧୧।୨: ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ବୈଠକ କରିବା ପାଇଁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ଏବଂ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପଞ୍ଜାବର ସମସ୍ତ କ୍ୟାବିନେଟ ମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri