ପ୍ରୋତ୍ସାହନ ଅଭାବ: କଳାହାଣ୍ଡିରେ ତେନ୍ତୁଳି ବଜାର ବ୍ୟବସ୍ଥା ମାନ୍ଦା
ଭବାନୀପାଟଣା, ୬ା୫ (ଉତ୍ତମ କୁମାର ଦାଶ):ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି) ତଥା ରାଜ୍ୟ ସରକାର ତେନ୍ତୁଳି ସଂଗ୍ରହ ପାଇଁ ଯେତିକି ତତ୍ପରତା ଦେଖାଇବା କଥା ତାହା ନ ହେବା କାରଣରୁ କଳାହାଣ୍ଡି ଜିଲାର ହିତାଧିକାରୀ ବାହାରିଆ ବେପାରୀଙ୍କ ଉପରେ ନିର୍ଭରଶୀଳ…
ଚାକିରି ବଦଳାଇଛନ୍ତି ହେଲେ ଏଯାଏ PF Transfer କରିନାହାନ୍ତି କି? ହୋଇଯିବ ବଡ଼ କ୍ଷତି, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୬।୫: ଘରୋଇ ଚାକିରି କରୁଥିବା ଲୋକଙ୍କ ପାଇଁ EPF ଏକ ନିର୍ଭରଯୋଗ୍ୟ ଯୋଜନା। ଏହା ଅବସର ପରେ ବହୁତ ସାହାଯ୍ୟ କରେ। ଇପିଏଫ୍ରେ ଜମା ହୋଇଥିବା ଟଙ୍କା ଉପରେ ଟିକସ ଛାଡ଼ ଏବଂ ଭଲ ସୁଧ ମଧ୍ୟ ଉପଲବ୍ଧ ହୋଇଥାଏ। ଏଭଳି…
ପୁରୀ ବିମାନ ବନ୍ଦରକୁ ମିଳିଲା କେନ୍ଦ୍ରର ମଞ୍ଜୁରୀ
ଭୁବନେଶ୍ୱର,୬।୫: ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏକ ବଡ଼ ପ୍ରୋତ୍ସାହନ ସ୍ବରୂପ, କେନ୍ଦ୍ର ସୋମବାର ପ୍ରସ୍ତାବିତ ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ…
ଯୁଦ୍ଧ ହେବା ନିଶ୍ଚିତ! ପାକିସ୍ତାନ ସଂସଦରେ ଗୃହୀତ ହେଲା ଏମିତି ପ୍ରସ୍ତାବ
ଇସଲାମାବାଦ୍,୬।୫: ଭାରତ ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ସାରା ବିଶ୍ୱରେ ଚିନ୍ତା ରହିଛି ଯେ ଏହି ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇପାରେ, କିନ୍ତୁ ଏପରି କିଛି ଘଟଣା ଘଟୁଛି ଯାହା ପରେ ‘ଯୁଦ୍ଧ’ ଆରମ୍ଭ ହେବା ନିଶ୍ଚିତ ହୋଇଯାଇଛି। ପାକିସ୍ତାନ ସଂସଦରେ…
ପାକିସ୍ତାନର ହଜିବ ନିଦ! ଆସୁଛି INS ତମାଳ
ନୂଆଦିଲ୍ଲୀ,୬।୫: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଯୁଦ୍ଧର ଭୟରେ ଅଛି। ପାକିସ୍ତାନ ସବୁବେଳେ ଭୟରେ ରହିଥାଏ ଯେ ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ପାକିସ୍ତାନର ନୌସେନା ସମୁଦ୍ର ପଥ ଦେଇ ସମଗ୍ର ଦେଶକୁ ଘେରି ରହିଛି। ପାକିସ୍ତାନ ଭାରତ ବିରୁଦ୍ଧରେ…
Supreme Court Judges Property: ଶେୟାର, ସୁନା, ଘର, CJIଙ୍କ ସମେତ ୩୩ ଜଜଙ୍କର କ’ଣ ରହିଛି ସମ୍ପତ୍ତି ଜଣାପଡିଲା ସତ
ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟର ବିଚାରପତିମାନେ ସେମାନଙ୍କର ସମ୍ପତ୍ତି ବିବରଣୀ ସାର୍ବଜନୀନ କରିଛନ୍ତି। ଏପ୍ରିଲ ୧ ତାରିଖରେ ସମସ୍ତ ବିଚାରପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ପରବର୍ତ୍ତୀ ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ…
ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ: ଏଣିକି ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ
ଦାରିଙ୍ଗବାଡି,୬/୫(ଅରୁଣ ସାହୁ): ବେଶି ହେଇଗଲା ଆଉ ନୁହେଁ, ଏଣିକି ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବା ନିଶ୍ଚିତ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେ ତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତିକମରେ ୫ ହଜାର ଟଙ୍କା…
ଚାଲିଲା ୬ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍: ମହିଳାଙ୍କୁ ୫୦ପ୍ରତିଶତ ରିହାତି
ପଦ୍ମପୁର,୬.୫(ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳର ଦୀର୍ଘଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ସୋମବାର ପଦ୍ମପୁର ୟୁନିଟକୁ ୬ଟି ଶୀତତାପ ନିୟନ୍ତ୍ରିତ (ଏସି) ସରକାରୀ ବସ ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ପଦ୍ମପୁରରୁ କଟକ…
ଧାନ ଅମଳବେଳେ କାଳବୈଶାଖୀ: ଜୋର୍ ଧରିଲା କ୍ଷତିପୂରଣ ଦାବି
ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। ଜିଲାର ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳର ଜମିରେ ବର୍ତ୍ତମାନ ରବିଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କାର୍ଯ୍ୟକୁ ଆରମ୍ଭ ମଧ୍ୟ କରି ଦେଇଛନ୍ତି। କିନ୍ତୁ…
ନାଲି ଆଖି ଦେଖାଇଲେଣି ମମତା, ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ
କୋଲକାତା,୬।୫: ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାହ ଥମିବାରେ ନାଁ ନେଉନି। ଏବେ ଦୀଘା ମନ୍ଦିର ସାମ୍ନାରେ ଲାଗିଛି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ। ଇଂରାଜୀରେ ବଡ ବଡ ଅଡ଼ରରେ ‘ଜଗନ୍ନାଥ ଧାମ’ ଲେଖାଥିବା ହୋର୍ଡିଂ ଲାଗିବା…
ମାଓବାଦୀଙ୍କ ବର୍ବର କାଣ୍ଡ: ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା
ସୁକମା/ମାଲକାନଗିରି,୬।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ ସୁକୁମା ଜିଲାରେ ମାଓବାଦୀ ମାନେ ବର୍ବର କାଣ୍ଡ ଭିଆଇଛନ୍ତି। ସୁକୁମା ଜିଲାର ତାର୍ଲବେଡା ନାଏବ ସରପଂଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରରେ କେତେଜଣ ସଶସ୍ତ୍ର ମାଓବାଦୀ…
ଭାରତ-ପାକ ଉତ୍ତେଜନାକୁ ନେଇ ହେଲା Close Door ବୈଠକ, ପାକିସ୍ତାନ କହିଲା ପୂରଣ ହେଲା ଇଚ୍ଛା
ନୂଆଦିଲ୍ଲୀ,୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ରୁଦ୍ଧଦ୍ୱାର ବା Close Door ବୈଠକ ଅନୁଷ୍ଠିତ ହୋଇଥିଲା। ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଜାତିସଂଘର ମହାସଚିବ…
Archives


