ସ୍ବଚ୍ଛ ସମ୍ବଲପୁର ଏବେ ବି ବଡ଼ ଆହ୍ବାନ
ସମ୍ବଲପୁର,୨।୩(ଭବାନୀଶଙ୍କର ଭୋଇ): ସମ୍ବଲପୁର ମହାନଗର ନିଗମର ସ୍ବଚ୍ଛ ସମ୍ବଲପୁର ସ୍ଲୋଗାନ ସତ୍ତ୍ବେ ସହରରେ ସ୍ବଚ୍ଛତା ସବୁବେଳେ ଚିନ୍ତାର କାରଣ ପାଲଟିଛି। ମହାନଗର ନିଗମ ପକ୍ଷରୁ ଆବର୍ଜନ ପରିଚାଳନା ପାଇଁ ଅନେକ ବ୍ୟବସ୍ଥା ରହିଛି। ତଥାପି ମଧ୍ୟ ସ୍ବଚ୍ଛତା ନେଇ ଲୋକମାନଙ୍କ ଆପତ୍ତିି…
ନକଲି ଭୋଟର ପରିଚୟପତ୍ର ପ୍ରସଙ୍ଗ: ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ନିର୍ବାଚନ କମିଶନ
କୋଲକାତା,୨ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଦୁଇଟି ରାଜ୍ୟରେ ସମାନ ଭୋଟର ପରିଚୟପତ୍ର ନମ୍ବର ପ୍ରସଙ୍ଗ ଉଠାଇଥିଲେ। ସେ ନିର୍ବାଚନ କମିଶନ ଉପରେ ଭାଜପା ପାଇଁ ନକଲି ଭୋଟର ସୃଷ୍ଟି କରିବାର ଅଭିଯୋଗ ମଧ୍ୟ କରିଥିଲେ। ଏବେ ଏହି ମାମଲାରେ…
OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ
ଭୁବନେଶ୍ୱର,୨ା୩ : ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ…
ଶାଶୁଘରେ ମହାରାଣୀ ଭଳି ରହିଥାନ୍ତି ଏହି ୪ ରାଶିର ଯୁବତୀ; ଟଙ୍କାପଇସାର ଅଭାବ ନ ଥାଏ…
ନାରୀମାନେ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ଅଧିକ ଭଲ ପାଉଥିବା ଶାଶୁଘର ସାଙ୍ଗକୁ ସ୍ବାମୀ ମିଳୁ ବୋଲି ସେମାନଙ୍କର ଇଚ୍ଛା ଥାଏ। ବିବାହ ପରେ ଶାଶୁଘରେ ସେମାନେ ମହାରାଣୀ ହୋଇ ରୁହନ୍ତୁ, ପରିବାରରେ ତାଙ୍କ ସମ୍ମାନ ରହୁ, ଟଙ୍କାପଇସାର ଅଭାବ…
ହାତରେ ଏଭଳି ରେଖା ଅଛି କି? ବିବାହରେ ବିଳମ୍ବ ନଚେତ ଥାଇପାରେ ଦୁଇଟି ବିବାହ ଯୋଗ; ଜାଣନ୍ତୁ…
ହସ୍ତରେଖା ଶାସ୍ତ୍ର ଅନୁରେ ହାତର ରେଖା ଆମର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ପ୍ରାକ୍ ସୂଚନା ଦେଇଥାଏ। ହାତରେ ଭାଗ୍ୟ ରେଖା, ଜୀବନ ରେଖା, ହୃଦୟ ରେଖା ସହ ଆଉ ଏକ ବିବାହ ରେଖା ମଧ୍ୟ ଥାଏ। ଏହା କୌଣସି…
‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’
ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ…
ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ
ଛତ୍ରପୁର,୨ା୩ (ଦିଲ୍ଲୀପ ସାମଲ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲାକୁ ଦିନିକିଆ ଗସ୍ତରେ ଆସିଥିବାବେଳେ ଛତ୍ରପୁର ସ୍ଥିତ ସର୍କିଟ ହାଉସ୍ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…
ବିବାହ ଶୋଭାଯାତ୍ରାରେ ପହଞ୍ଚିଗଲେ କନ୍ୟାଙ୍କ ପ୍ରେମିକ, ବରଙ୍କ କଲାର ଧରି ନିର୍ଧୂମ ଛେଚିଲେ; Video ଦେଖିଲେ…
ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ସେଥିରୁ କିଚି ଚକିତ ମଧ୍ୟ କରେ। ଏହି କ୍ରମରେ ଏବେ ଏକ ବିବାହ ସମୟର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବର ବେଶରେ ସଜେଇ ହୋଇ ଜଣେ ଯୁବକ ବଧୂଙ୍କ…
୨ ବାଇକ୍ ସହ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ପୋଲିସ, ୩ ଗିରଫ
ବ୍ରହ୍ମପୁର,୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ରବିବାର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେଶନ ନିକଟ ନେହେରୁ ପାର୍କ କଡ଼ରୁ ୩ ଯୁବକଙ୍କୁ ଅଟକାଇ ସେମାନଙ୍କ ନିକଟରେ ଥିବା ଏୟାର ବ୍ୟାଗଗୁଡ଼ିକ ଯାଞ୍ଚ ବେଳେ ସେଥିରୁ ୧୧୦କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ…
ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍ରେ…
ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି ସ୍ବତନ୍ତ୍ର କରିପାରନ୍ତି ବୋଲି କୋହଲିଙ୍କ ପ୍ରଶଂସକ ଆଶା କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଫିଲ୍ଡର ଗ୍ଲେନ୍…
IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍ କହିଲେ…
ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍ ଜିତି ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।…
ବିଦର୍ଭ ହେଲା Ranji Trophy ଚାମ୍ପିଅନ୍, ବିଜୟର ହିରୋ ସାଜିଲେ କରୁଣ ନାୟର
ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ…
Archives


