ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା
ଲକ୍ଷ୍ନୌ, ୧୬।୫: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡି ଦେଇଛନ୍ତି ପିତା। ସୌଭାଗ୍ୟବଶତଃ ଝିଅକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତକୁ ଚିୟର୍ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର
ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି…
କଲାମଙ୍କ ଜନ୍ମଦିବସକୁ ‘ନ୍ୟାଶନାଲ ଷ୍ଟୁଡେଣ୍ଟସ୍ ଡେ’ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଲେ ଆନନ୍ଦ ଭାସ୍କର
ନୂଆଦିଲ୍ଲୀ,୧୬।୬: ପୂର୍ବତନ ରାଜ୍ୟ ସଭା ଏମ୍ପି ତଥା ଭାଜପା ନେତା ଆନନ୍ଦ ଭାସ୍କର ରାପୋଲୁ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିବସକୁ ‘ନ୍ୟାଶନାଲ ଷ୍ଟୁଡେଣ୍ଟସ୍ ଡେ’ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଛନ୍ତି। ସେ ଏସମ୍ପର୍କରେ କେନ୍ଦ୍ର ମାନବ…
ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ
ଓ୍ବିଲିଂଟନ୍,୧୬।୬: ନ୍ୟୁଜିଲାଣ୍ଡ୍ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ୪ ଜଣ ଲୋକ ଧକ୍କା ଲାଗିବା ପୂର୍ବରୁ ପାରାଚୁଟ୍ରେ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ…
ଜୁନ୍ ୨୧ରେ କାହିଁକି ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ
ନୂଆଦିଲ୍ଲୀ,୧୬।୬: ଜୁନ୍ ୨୧ରେ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥାଏ। ଏହି ଦିନକୁ ଚୟନ କରିବା ପଛରେ ରହିଛି ଏକ କାରଣ। ଏହି ଦିନ ଉତ୍ତରଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୋଇଥାଏ। ଏହି…
ବିଶ୍ୱକପ୍କୁ ନେଇ ଉତ୍ସାହିତ ଯବାନ
ଶ୍ରୀନଗର,୧୬।୬: ବିଶ୍ୱ କପ୍ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ପୂର୍ବରୁ ଜମ୍ମୁ-କଶ୍ମୀର ସୀମାରେ ଥିବା ବିଏସ୍ଏଫ୍…
ରାମମନ୍ଦିର ନିର୍ମାଣ ପାଇଁ ସରକାର ଆଣନ୍ତୁ ଅଧ୍ୟାଦେଶ: ଉଦ୍ଧବ ଠାକ୍ରେ
ଅଯୋଧ୍ୟା,୧୬।୬: ରାମମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ରବିବାର କହିଛନ୍ତି। ସେ ଦଳର ନବନିର୍ବାଚିତ ୧୮ ଜଣ ଏମ୍ପି ସହିତ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରି ଏଭଳି କହିଛନ୍ତି। ରାମମନ୍ଦିର କୌଣସି ରାଜନୈତିକ…
ମନମୋହନଙ୍କୁ ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସର ଉଦ୍ୟମ ଆରମ୍ଭ
ନୂଆଦିଲ୍ଲୀ,୧୬।୬: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ ୨୮ ବର୍ଷ ଧରି ନିର୍ବାଚିତ ହୋଇ ଆସୁଥିଲେ। ତେବେ ମନମୋହନଙ୍କ ଭଳି ଅନୁଭବି ନେତାଙ୍କୁ…
ସାରସ୍ବତ ସମ୍ମାନରେ ସମ୍ମାନିତ ହେଲେ କବି ହୁସେନ୍ ରବି ଗାନ୍ଧୀ
ଛତ୍ରପୁର,୧୬ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସଂସ୍କୃତି ଭବନ ପାଠାଗାରରେ ରବିବାର ଓଡ଼ିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପକ୍ଷରୁ କବି ଡ. ହୁସନେ୍ ରବି ଗାନ୍ଧୀଙ୍କୁ ବିଶିଷ୍ଟ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମାବେଶକୁ ବରିଷ୍ଠ ଶିକ୍ଷାବିତ୍…
ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ବିରୋଧୀଙ୍କ ସହଯୋଗ ଲୋଡିଲେ ସରକାର
ନୂଆଦିଲ୍ଲୀ,୧୬।୬: ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ତିନି ତଲାକ୍ ବିଲ୍ ସମେତ ଅନ୍ୟ କେତେକ ବିଲ୍ ପାସ୍ ପାଇଁ ସରକାର ବିରୋଧୀ ଦଳଙ୍କ…
ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି
ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ମହାରାଷ୍ଟ୍ରରେ ଏଭଳି ଚିକିତ୍ସା ପ୍ରତି ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଥାଏ।…
ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍ଇନ୍ରେ ରହୁଥିବା ମାତାପିତା କଲେ ବିବାହ
ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ଏଠାରେ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍ଇନ୍ରେ ରହୁଥିବା ମାତାପିତା ବିବାହ କରିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।…

