Home

ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ ଦେଇଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆସ୍ଥିତ ୟୁନିଭର୍ସିଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆର ବିଶେଷଜ୍ଞ ଦାବି କରିଛନ୍ତି, କ୍ୟାଲୋରୀ…

ଯେଉଁଠି ପୁରୁଷଙ୍କୁ ପରଦା ପଛରେ ଲୁଚି ରହିବାକୁ ପଡେ

ଶୀର୍ଷକ ପଢ଼ି ଚିନ୍ତାରେ ପଡ଼ିଯିବେଣି।କାହିଁ କେଉଁ କାଳରୁ ପୁରୁଷ ପ୍ରଧାନ ସମାଜକୁ ସମସ୍ତେ ମାନିଆସିଛନ୍ତି। ଏବେ ବି ଅଧିକାଂଶ ସ୍ଥାନରେ ପୁରୁଷଙ୍କ ଦବଦବା ରହିଆସିଛି। ମହିଳା ତ କେବଳ ନାମକୁ ମାତ୍ର ଚରିତ୍ର। ମହିଳା ଯେତେ ସଫଳତାର ପାହାଚ ଅତିକ୍ରମ କଲେ…

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲଜିପି)ଏମ୍‌ପି ଚିରାଗ ପାଶଓ୍ବାନ। ଚିରାଗ ହୋଟେଲରେ ମସ୍ତି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ବଦଳିଲା ‘ବାୟୁ’ର ଗତିପଥ: ଆଶ୍ୱସ୍ତ ହେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ,୧୮।୬: ଗୋଟିଏ ପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ତା’ର ଗତିପଥ ବଦଳାଇ ପୁଣି ଗୁଜରାଟ ମୁହାଁ ହୋଇଥିବା ବେଳେ ଅନ୍ୟପଟେ ଏହାର ପ୍ରଭାବରେ ଦେଶର କିଛି ଅଂଶରେ ବର୍ଷା ହୋଇ ଯାଇଛି। ପ୍ରବଳ ଗ୍ରୀଷ୍ମରେ ଆଉଟୁ ପାଉଟୁ ହେଉଥିବା ରାଜଧାନୀବାସୀ ମଧ୍ୟ…

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ୪ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ଦୋଷମୁକ୍ତ…

ବିରାଟ କୋହଲିଙ୍କ ଦରମା ଯେତିକି, ୩୨ ଜଣ ପାକିସ୍ତାନ ଖେଳାଳିଙ୍କ ଦରମା ସେତିକି

ନୂଆଦିଲ୍ଲୀ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ବୃହତ୍‌ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହଁି ପାକିସ୍ତାନ। ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିଙ୍କ ପର୍ଯ୍ୟନ୍ତ ସମେସ୍ତ ଦଳ ଉପରେ କ୍ଷୁବ୍ଧ…

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ସେ ସଂସଦୀୟ…

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀ ହାଣ ମୁହଁରେ ପଡ଼ିଛନ୍ତି। ସେମାନଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେଟିଭ୍‌ ରିଫର୍ମ…

କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ ଓ ପୁତୁରା ପୋଲିସ କର୍ମଚାରୀଙ୍କୁ କଲେ ଗୁଳି

ଭୋପାଳ,୧୮।୬: ମଧ୍ୟପ୍ରଦେଶ ନରସିଂହପୁର ଜିଲା ଗୋଟେଗାଓ୍ବଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପୁଅ ଏବଂ ପୁତୁରା ଗୁଳି କରିଛନ୍ତି। ମନ୍ତ୍ରୀଙ୍କ ପୁଅ ପ୍ରବଳ ପଟେଲ ଏବଂ…

କଂଗ୍ରେସର ନୂଆ ରଣନୀତି: ଅଧିର ରଞ୍ଜନ ଚୌଧୁରୀ ଲୋକ ସଭା ନେତା ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ପକ୍ଷରୁ ଲୋକ ସଭାରେ ନେତା ପାଇଁ ପଶ୍ଚିମବଙ୍ଗର ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଏହି ପଦ ନେବାକୁ ମନା କରିବାରୁ କଂଗ୍ରେସ ବୈଠକରେ ଅଧିରଙ୍କ ନାମ ନେଇ ଚର୍ଚ୍ଚା…

ମସ୍ତିଷ୍କ ଜ୍ୱର ୮ ବର୍ଷରେ ନେଇଛି ଦେଶର ୧୧ ହଜାର ଶିଶୁଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୧୮।୬: ମସ୍ତିଷ୍କ ଜ୍ୱରରେ ପୃଥିବୀର ୨୪ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର ୩ ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର ଆଶଙ୍କ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି।…

ସପ୍ତାହରେ ଦାନରେ ମିଳୁଛି ୧୪ ଲକ୍ଷ ଟଙ୍କା କଏନ୍‌: ଚିନ୍ତାରେ ଶିରିଡ଼ି ସାଇ ଟ୍ରଷ୍ଟ୍‌

ଶିରିଡ଼ି,୧୮।୬: ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ୍‌ ଏବେ ଚିନ୍ତାରେ ପଡ଼ିଛନ୍ତି। ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍‌ ମିଳୁଛି। ତେବେ ଏତେ ସଂଖ୍ୟକ କଏନ୍‌ ବଦଳାଇବା କାଠିକର ପାଠ ହେଉଛି। ମନ୍ଦିର ସିଇଓ ଦୀପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?