ମାର୍ଚ୍ଚ ୫ରେ ସ୍କୁଲ ଛୁଟି ନା ଖୋଲା, ସରକାର ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୪।୩: ଆସନ୍ତାକାଲି ଅର୍ଥାତ୍ ୫ ତାରିଖରେ ସବୁ ସ୍କୁଲ ଖୋଲା ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସମସ୍ତ ସରକାରୀ ଓ ସରକାରୀ…
ବାବର ଆଜମ ଦଳରୁ ବିଦା, ରିଜଓ୍ବାନଙ୍କ ପଦ ଗଲା: ପାକିସ୍ତାନ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ
ଇସଲାମାବାଦ୍,୪।୩: ନିଜସ୍ବ ଆୟୋଜକ ଦଳ ଅଧୀନରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଏହି ଟୁର୍ନାମେଣ୍ଟରେ ପାକିସ୍ତାନର ଅଭିଯାନ ଶେଷ ହୋଇଛି, କିନ୍ତୁ ଏବେ ଦଳ ଏହାର ପରବର୍ତ୍ତୀ ସିରିଜ ପାଇଁ…
ପୋତି ହୋଇଛି ମାଛଧରା ଜେଟି ମୁହାଣ: ଗାଁ ଆଡକୁ ମାଡି ଆସୁଛି ସମୁଦ୍ର
ଛତ୍ରପୁର, ୪।୩(ସନ୍ତୋଷ ପାଢ଼ୀ/(ଦିଲ୍ଲୀପ ସାମଲ)): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ମସ୍ଥ୍ୟ ବିଭାଗର ମାଛଧରା ଜେଟିର ସମୁଦ୍ର ମୁହାଣ ପୋତି ହୋଇଯାଇଛି । ଦୀର୍ଘବର୍ଷ ଧରି ଏପରି ସ୍ଥିତି ଲାଗି ରହିଛି । ଏଥିଲାଗି ମତ୍ସ୍ୟଜୀବୀମାନେ ମଧ୍ୟ…
ମ୍ୟାଚ୍ ଆରମ୍ଭ ପୂର୍ବରୁ ବଡ଼ ରେକର୍ଡ କରିଦେଲେ ଏହି ୨୧ ବର୍ଷୀୟ କ୍ରିକେଟର୍
ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିୟ ଖେଳାଳି କୁପର କନୋଲି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ…
ସବୁଠି ଭକ୍ତିମୟ ପରିବେଶ: ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ରାଇକିଆ
ରାଇକିଆ,୪।୩(ପ୍ରଦୀପ ବେହେରା):ଆଜି ଠାରୁ ୭ ଦିନବ୍ୟାପି କନ୍ଧମାଳ ଜିଲା ରାଇକିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇକିଆ ସହର। ମଙ୍ଗଳ ବାର ଅନୁଷ୍ଠିତ କଳସ ଯାତ୍ରାରେ ମହିଳାମାନେ ନଗର…
କଳାବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି
ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ରେ ଭାରତୀୟ ଦଳର ପ୍ଲେଇଂ-୧୧ରେ…
ପ୍ରତିଶୋଧ ନେଲା ଚାଇନା: ଟ୍ରମ୍ପକୁ ଦେଲା ମୁହଁତୋଡ଼ ଜବାବ
ଓ୍ବାଶିଂଟନ୍,୪।୩: ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ନୂତନ ଶୁଳ୍କ ଲାଗୁ କରିବା ପରେ, ବେଜିଂ ମଧ୍ୟ ପ୍ରତିଶୋଧ ନେଇଛି। ଆମେରିକୀୟ କୃଷି ଏବଂ ଖାଦ୍ୟ…
ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚରେ କିଏ ଜିତିବ, ପୁଣି ଭବିଷ୍ୟବାଣୀ କରି ଚମକାଇଲେ IIT ବାବା
ଜୟପୁର,୪।୩: ଅସୁବିଧାର ସମ୍ମୁଖୀନ ହେଉଥିବା ଆଇଆଇଟି ବାବା ଅଭୟ ସିଂ ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଇଙ୍ଗିତ ମାଧ୍ୟମରେ କହିଛନ୍ତି ଯେ ଏହି ମ୍ୟାଚରେ କିଏ ଜିତିବ। ତଥାପି, ଖୋଲାଖୋଲି ଭାବରେ କିଛି କହିନାହାନ୍ତି।…
Semi-Final Champions Trophy: ଭାରତ ବନାମ ଅଷ୍ଟ୍ରେଲିଆ: ଟସ୍ ଜିତିଲା…
ଦୁବାଇ,୪ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ଆମନ୍ତ୍ରଣ ପାଇ ଫିଲ୍ଡିଂ କରିବ। ଉଭୟ ଦଳ ସେମାନଙ୍କ…
ସିଂହ ଛୁଆକୁ କୋଳରେ ଧରି କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାନ୍ତରାରେ…
ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ଚାଇନା: ଭାରତକୁ ସତର୍କ ଘଣ୍ଟି
ବେଜିଂ,୪।୩: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ହେବ ଗୃହଯୁଦ୍ଧରେ ଫସିଛି। ଯୁଦ୍ଧ କ୍ଷେତ୍ରରେ ଆରାକାନ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟ ପାର୍ଶ୍ୱରେ, ଜୁଣ୍ଟା ଶାସନର ସେନା ଅଛି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ…
Dhananjay Munde Resign: ସରପଞ୍ଚ ହତ୍ୟାକାଣ୍ଡ ମାମଲାରେ ଫସିଲେ କ୍ୟାବିନେଟ ମନ୍ତ୍ରୀ: ଶେଷରେ ଦେଲେ ଇସ୍ତଫା
ପୁଣେ,୪।୩: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଧନଞ୍ଜୟଙ୍କ ପିଏ ପ୍ରଶାନ୍ତ ଜୋଶୀ ଇସ୍ତଫାପତ୍ର ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବାସଭବନରେ ପହଞ୍ଚିଥିଲେ। ଫଡନବୀସ କହିଛନ୍ତି, ଧନଞ୍ଜୟ ମୋତେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ…
Archives


