Home

ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ

ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ ମେ ମାସରେ ଏହା ଚାଇନା ଏବଂ ଦୁବାଇକୁ ୯୭ଟି ହାତୀ ବିକ୍ରି କରିଥିଲା। ଏଥିରେ…

ଖାପ୍‌ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍‌

ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍‌ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ ନାଁରେ ଜାତିକୁ ଦର୍ଶାଉଥିବା ଶଦ୍ଦକୁ ବ୍ୟବହାର କରିପାରିବେନି। ଭୂଷାଲା ଗାଁରେ ହୋଇଥିବା ଖାପ୍‌ ପଞ୍ଚାୟତ…

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଡାକ୍ତର ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୯ରେ…

କର୍ନାଟକ କଂଗ୍ରେସକୁ ଲାଗିଲା ଝଟ୍‌କା: ଇସ୍ତଫା ଦେଲେ ବିଧାୟକ ଆନନ୍ଦ ସିଂ

ବେଲ୍ଲାରୀ,୧।୭: କଂଗ୍ରେସରେ ଇସ୍ତଫା ପର୍ବ ଚାଲିଥିବା ବେଳେ କର୍ନାଟକ ବେଲ୍ଲାରୀ ଜିଲା ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧ୍ୟକ୍ଷ କେଆର୍‌ ରମେଶ କୁମାରଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ଆଲୋଚନା ହେଉଛି…

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ ଚୋରା ସୁନା ପହଞ୍ଚିବା ପରେ ଏହାକୁ ନାଗାଲାଣ୍ଡର ଦିମାପୁର ଏବଂ ଆସାମର ସିଲଚର ପଠାଯାଇଥାଏ।…

ଶେଷ ୩୦ ବଲରେ ମାତ୍ର ୪୦ ରନ୍‌:ଧୋନୀ, ଯାଦବଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ଖେଳାଳି

ବର୍ମିଂହାମ, ୧।୭:୨୦୧୯ ଆଇସିସି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ଯଦିଓ ଏହି ପରାଜୟ ଦଳ ପାଇଁ ବେଶୀ କିଛି ପ୍ରଭାବ ପକାଇ ନାହିଁ ତଥାପି ଶେଷ ଓଭର ଆଡକୁ ଭାରତୀୟ ଦଳର ସ୍ଲୋ ବ୍ୟାଟିଂକୁ ପୂର୍ବତନ ଖେଳିମାନେ ନାପସନ୍ଦ…

ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି ‘ଗୋଲଡେନ ମ୍ୟାନ’

ମୁମ୍ବାଇ,୧।୭: ସୁନାରେ ଛାଇଁ ହୋଇଥିବା ବ୍ୟକ୍ତିଙ୍କ କଥା ଯଦି ଭାବିବେ ତାହେଲେ ମନରେ ପପୁଲାର ସଙ୍ଗୀତଜ୍ଞ ବାପି ଲେହରିଙ୍କ ଛବି ଆସେ। ହେଲେ ଏହି ସମୟରେ ଇଣ୍ଟରନେଟ ଜଣେ ବ୍ୟକ୍ତି ପୁରା ଛାଇଯାଇଛନ୍ତି, ଯିଏ ନିଜ ଶରୀରରେ ବାପି ଲେହରୀଙ୍କଠାରୁ ମଧ୍ୟ…

ସୀମାବର୍ତ୍ତୀ ଅଞ୍ଚଳରେ ଚାଇନା ଭାଷା କହୁଥିବା ଲୋକଙ୍କ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୧।୭: ନେପାଳ ତଥା ଉତ୍ତରାଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ଯାଞ୍ଚ୍‌ ପାଇଁ ଭାରତ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଅଞ୍ଚଳରେ ଚାଇନା ଭାଷା କହୁଥିବା ଳୋକଙ୍କ ସଂଖ୍ୟା ଧିରେ ଧୀରେ ବଢ଼ିବାରେ ଲାଗିଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ…

ସଂଘର ଡିଜିଟାଲ ଅବତାର: ମୋହନ ଭାଗବତଙ୍କ ସମେତ ୬ ନେତା ଆସିଲେ ଟୁଇଟରରେ

ନୂଆଦିଲ୍ଲୀ,୧।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଓ ଅନ୍ୟ ୬ ଜଣ ଜାୟୀୟ ସ୍ତରର ନେତା ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଆସିଛନ୍ତି। ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସୁରେଶ ଯୋଶୀ, ସୁରେଶ ସୋନି,…

ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଜନା

ନୂଆଦିଲ୍ଲୀ,୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ପାକିସ୍ତାନ ପରେ ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରାଯାଇଥିଲା। ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦ୍ୱାରା ରଚିତ ପୁସ୍ତକରେ…

ଅଧିନାୟକ ଭାବେ କୋହଲି ହାସଲ କଲେ ଏହି ‘ବିରାଟ’ ରେକର୍ଡ

ବର୍ମିଂହାମ, ୧।୭: ଚଳିତ ଆଇସିସି ବିଶ୍ୱକପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ‘ବିରାଟ’ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ ବିଶ୍ୱକପରେ ଲଗାତାର ପାଞ୍ଚଟି ଅର୍ଦ୍ଧଶତକ ମାରିବାରେ ସେ ବିଶ୍ୱର ପ୍ରଥମ ଅଧିନାୟକ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ୫୯ ବଲରେ…

ଝିଅବିଦା ପୂର୍ବରୁ ବରଙ୍କୁ ହେଲମେଟ୍‌ ପିନ୍ଧାଇଲେ କନ୍ୟା

ମିରଟ,୧।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚିଥିବା ପରି ମନେହେଉଛି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?