Home

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ବିମାନ ଭିତରେ ତାପମାତ୍ରା ବୃଦ୍ଧି ପାଇବା ସହ…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ଜଣେ ମୃତ

ସାକ୍ଷୀଗୋପାଳ,୧୧।୭(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ରେଳଷ୍ଟେଶନରେ ନୟାଗଡ଼ – ପୁରୀ ପାସେଞ୍ଜର ଟ୍ରେନରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ଼ ଥାନା ବେଗୁନିଆ ପାଟଣା ଗ୍ରାମର ଗାଣ୍ଡୁ ବାରିକ। ମୃତ ଗାଣ୍ଡୁ ପୁରୀରେ ରହୁଥିବାରୁ ଗାଁକୁ ଯାଇ…

ସଂସଦ ଭବନ ପରିସରରେ ଫୁଟବଲ ଖେଳିଳେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ୍‌ ଏମ୍‌ପି ପ୍ରସୁନ ବାନାର୍ଜୀ ଗୁରୁବାର ସଂସଦ ଭବନ ପରିସରରେ ଯେତେବେଳେ ଫୁଟବଲ ଖେଳିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବାନାର୍ଜୀ ଅନ୍ତର୍ଜାତୀୟ ସ୍ତରର ଫୁଟବଲ ଖେଳାଳି ହୋଇଥିବା ବେଳେ ଏହି ଖେଳକୁ ପ୍ରମୋଟ କରିବା ପାଇଁ…

ମସ୍କୋ ଥର୍ମାଲ ପାଓ୍ବାର ଷ୍ଟେଶନରେ ଭୟାବହ ଅଗ୍ନିକାଣ୍ଡ: ୫୦ ମିଟର ଉଚ୍ଚକୁ ଉଠିଲା ନିଆଁ

ମସ୍କୋ,୧୧।୭: ରୁଷ ରାଜଧାନୀ ମସ୍କୋର ମିଟିଶ୍ଚି ନିକଟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ୫୦ ମିଟର ଉଚ୍ଚ ଉପରକୁ ଏହାର ଧଁାସ ଉଠିଥିଲା। ଏହି…

ନକଲି ଡିଗ୍ରୀ ମାମଲା: ଅଭିଷେକ ବାନାର୍ଜୀଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ ଏମ୍‌ପି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ନୋଟିସ ଜାରି କରିଛନ୍ତି। ନକଲି ଡିଗ୍ରୀ ମାମଲାରେ କୋର୍ଟ ଏହି ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟର ଓକିଲ…

କଦଳୀ ଚାଷ କରି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି ମାନସିକ ଅସୁସ୍ଥ ବ୍ୟକ୍ତି

ନାଗପୁର,୧୧।୭: ମହାରାଷ୍ଟ୍ର ନାଗପୁରରେ ଥିବା ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଥିବା ମାନସିକ ଅସୁସ୍ଥ ରୋଗୀମାନେ କଦଳୀ ଚାଷ କରି ପ୍ରାୟ ୧ ଲକ୍ଷ ୩୪ ହଜାର ଟଙ୍କା ରୋଜଗାର କରିଥିବା ଜଣାପଡିଛି। ସ୍କିଲ ଡେଭଲପ୍‌ମେଣ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ଏମାନେ ହସ୍ପିଟାଲ ପରିସର…

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର ଦାମ୍‌ ଏବେ ଚର୍ଚ୍ଚାରେ। ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଦାମ୍‌…

ଭାରତୀୟ କ୍ରିକେଟ ଟିମ୍‌ର ପରାଜୟ ପରେ କଶ୍ମୀରଘାଟିରେ ଉତ୍ସବ ମନାଇଲେ ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୧୧।୭: ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ଜମ୍ମୁ କଶ୍ମୀର ଅଞ୍ଚଳରେ ଉତ୍ସବ ପାଳନ କରାଯାଇଛି। କଶ୍ମୀର ଘାଟିରେ କେତେକ ବିଚ୍ଛିନ୍ନତାବାଦୀ ରାସ୍ତା ଉପରେ ବାଣ ଫୁଟାଇବା ସହ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଶ୍ରୀନଗର ସହିତ…

ବଢ଼ିଲା ବସ୍‌ ଭଡ଼ା: କିମି ପିଛା ୧, ୨ ପଇସା, ଯାତ୍ରୀ ଅସନ୍ତୋଷ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପୁଣି ବସ୍‌ ଭଡ଼ା ବଢ଼ିଲା। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍‌ ଭଡ଼ା ବୃଦ୍ଧି କରିଥିବା କୁହାଯାଉଛି। ଡିଜେଲ ଦର ବୃଦ୍ଧି ପାଇବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଭଡ଼ା ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ…

୧୯ ଯାଏ ସ୍ବଳ୍ପ ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଜୁନ୍‌ ପହିଲାରୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୯ ପ୍ରତିଶତ ବର୍ଷା କମ୍‌ ହୋଇଛି। ଆସନ୍ତା…

ଶ୍ରୀରାମପୁର ଷ୍ଟେଟ୍‌ବ୍ୟାଙ୍କରୁ ସଶସ୍ତ୍ର ଡକାୟତି : ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

ବସ୍ତା,୧୧।୭(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟ୍‌ବ୍ୟାଙ୍କରେ ଗୁରୁବାର ସଶସ୍ତ୍ର ଡକାୟତି ହୋଇଛି। ୬ ଜଣ କଲେଜ ପୋଷାକରେ ଥାଇ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ) : ପାଟକୁରା ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ପ୍ରକାଶ ପାଇଛି। ଏହି ତାଲିକାରେ ୪୦ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଅରୁଣ ସିଂ, ଜୁଏଲ ଓରାମ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?