ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ
ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ଅମରପାଲି ଗ୍ରାମବାସୀ କାମକୁ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବିଭାଗୀୟ ଯନ୍ତ୍ରୀ…
ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ
ଢେଙ୍କାନାଳ ଅଫିସ, ୧୧ା୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଡଙ୍ଗାପାଳ ଗ୍ରାମରେ ୨୦୧୬ରେ ସଙ୍ଗଠିତ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ବିଚାରପତି ତଥା ଅତିରିକ୍ତ ଜିଲାଜଜ୍ ରାଜକିଶୋର ମହାପାତ୍ର ଅଭିଯୁକ୍ତ ସୁବାସ ସିଂଙ୍କୁ ଦୋଷୀ…
ଗାଧୋଇବାକୁ ଯାଉଥିବାବେଳେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ହାତୀ
ରାସୋଳ,୧୧।୭(ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅଧୀନ କାଦୁଆମଡା ଗ୍ରାମର ପ୍ରଫୁଲ ନାୟକ ଗୁରୁବାର ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେ ଅପରାହ୍ନରେ ଗ୍ରାମ ନିକଟସ୍ଥ ବେଗାନାଳକୁ ଗାଧୋଇବା ପାଇଁ ଯାଉଥିବାବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି…
୭ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଡାକ୍ତର, ୫ ପଞ୍ଚାୟତର ଲୋକେ ପାଉନାହାନ୍ତି ସ୍ବାସ୍ଥ୍ୟସେବା
ନାଉଗାଁ,୧୧ା୭(ସ୍ବ.ପ୍ର.): ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ପ୍ରତି ୫ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ୨୫ ହଜାର ଜନସଂଖ୍ୟାକୁ ଆଧାର କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ନିରାମୟ ଯୋଜନାରେ…
ସ୍ଲୁଇସ ଗେଟ୍ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ
ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗୋବରୀ ନଦୀରେ ସ୍ଲୁଇସ ଗେଟ୍ ନିର୍ମାଣ କରାଯାଇଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ…
ବର୍ଷା ଆଗମନରେ ଛତୁର ପସରା
କୋଳିମାଟି, ୧୧ା୭-(ଡି.ଏନ.ଏ.)-ବର୍ଷା ଦିନରେ ଆଗମନରେ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ସୁନ୍ଦର ହୋଇଥିବାଳେ ଖାଇବାକୁ ମଧ୍ୟ ସୁଆଦିଆ ହୋଇଥାଏ। ଗାଁରୁ ସହର ପର୍ଯ୍ୟନ୍ତ ଲୋକ ଏହି ଛତୁକୁ ବେଶ୍ ଆଗ୍ରହର ସହ କିଣିଥାନ୍ତି। କେନ୍ଦୁଝର ଜିଲା…
ଗୋଟିଏ ଦିନରେ ୩ ଘରୁ ଚୋରି: ପୋଲିସ, ସାଇଣ୍ଟିଫିକ ଟିମ୍ର ତଦନ୍ତ ଆରମ୍ଭ
ଚମ୍ପୁଆ, ୧୧ା୭(ଡି.ଏନ.ଏ)-ଦୁଇ ଦିନ ତଳେ ଚମ୍ପୁଆ ସଖି ପେଟ୍ରୋଲ ପମ୍ପ ନିକଟରୁ ତାଲାଭାଙ୍ଗି ହୋଇଥିବା ସିରିଜ ଚୋରିର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ଚମ୍ପୁଆ ପୋଲିସ ଏହାର ତନାଘନା କରିଛି। ସୂଚନା ଅନୁସାରେ ଚମ୍ପୁଆ…
ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା
ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ ଓ ଦୁଃଖୀ ମାନଙ୍କୁ ମାଗଣା ବସ୍ତ୍ର ଯୋଗାଇ ଦେବାକୁ ‘ହେଲପିଙ୍ଗ ହ୍ୟାଣ୍ଡ’ ନାମରେ ଏକ…
ଜାଡେଜାଙ୍କୁ କ୍ଷମା ମାଗିଲେ ମଞ୍ଜରେକର
ମାେଷ୍ଟେର,୧୧।୭(ପି.ଟି.)- ଶେଷରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ କ୍ଷମା ମାଗିଛନ୍ତି। ଜାଜେଡାଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ମଞ୍ଜରେକର ବେଶ୍ ବିବାଦୀୟ ହୋଇ ପଡିଥିଲେ। ଜାଜେଡା ଏକ ସମ୍ପୂର୍ଣ୍ଣ କ୍ରିକେଟର ନୁହଁନ୍ତି। ତାଙ୍କ ସ୍ଥାନରେ ଭାରତୀୟ ଟିମ୍…
ଧୋନୀଙ୍କୁ ଲତା ମଙ୍ଗେସ୍କରଙ୍କ ସମର୍ଥନ
ମୁମ୍ବାଇ,୧୧।୭ (ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏବେ କୋକିଳ କଣ୍ଠୀ ଲତା ମଙ୍ଗେସ୍କର ବାହାରିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଏବେ ଟିମ୍ ଇଣ୍ଡିଆ ଓ ଭାରତୀୟ କ୍ରିକେଟରଙ୍କୁ ସବୁ ମହଲରୁ ସମାଲୋଚନା କରାଯାଉଛି। ଧୋନୀଙ୍କୁ ମଧ୍ୟ କେତେକ…
ବର୍ଷରେ ଏହି ଦିନ ଗାଁରେ ରହିଲେ ମୃତ୍ୟୁ ହୁଏ ବୋଲି ବିଶ୍ୱାସ କରି ଘର ଛାଡନ୍ତି ଲୋକେ…
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍ ଜିଲା ବେଲଓ୍ବା ଚୌଧୁରୀ ଗାଁରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଏଠାରେ ବର୍ଷରେ ଗୋଟିଏ ଦିନ ବୁଦ୍ଧ…
ବିବାହ ସମୟରେ ପହଞ୍ଚିଲେ ପ୍ରେମିକା: ୨ଶହ ବରଯାତ୍ରୀ ସହ ବରଙ୍କୁ ଅଟକ ରଖିଲେ କନ୍ୟାପକ୍ଷ
ଭୋପାଳ,୧୧।୭: ଉତ୍ତରପ୍ରଦେଶରେ ଏକ ବିବାହ ଉତ୍ସବରେ ଅଘଟଣ ଘଟିଥିବା ପଦାକୁ ଆସିଛି। ବର ବିବାହ ହେବାକୁ ଯାଇଥିବା ବେଳେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ଅଟକ ରଖିଥିବା ଘଟଣା ସାମ୍ନାକୁ ଆସିଛି। ହେଲେ ଏହି ଘଟଣା କୌଣସି ଯୌତୁକ ପାଇଁ ନୁହେଁ, ବରଂ ବରର…

