ସରକାରୀ କ୍ୱାର୍ଟର୍ସ କଞ୍ଜରଭେନ୍ସିରେ ବେଆଇନ ନିର୍ମାଣ
ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସହର ସଫେଇ ଉପରେ ବେଶି ଗୁରୁତ୍ୱ ଦେଉଥିବା ନେଇ ସାମାଜିକ ଗଣମାଧ୍ୟମ ‘ଟୁଇଟର’ରେ ଦୈନିକ ଫଟୋ ଛାଡୁଛି। ସରକାରୀ କ୍ୱାର୍ଟର୍ସ ମଝିରେ ଥିବା କଞ୍ଜରଭେନ୍ସିକୁ ସଫା କରାଯାଉଛି ବୋଲି ବିଏମ୍ସି ଶନିବାର ଫଟୋ…
ଚନ୍ଦ୍ରାୟନ-୨: ଉତ୍କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ
ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ ୩ ମାସ ପରେ ହେବ ବୋଲି କୁହାଯାଉଛି। ଏଥି ପାଇଁ ପୁଣି ନୂଆ ତାରିଖ…
ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍ ଦ୍ୱାରା ୬ ମାସରେ ୬ ଶହ ଗିରଫ
ଲିଓ,୧୫।୭: ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍ ଏବଂ ଓ୍ବାଲର୍ଡ କଷ୍ଟମ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଅପରେଶନ୍ ଜାରି ରହିଛି। ଏହି ଅପରେଶନ୍ରେ ୧୦୯ଟି ଦେଶ ସାମିଲ୍ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ…
ଦୃଷ୍ଟିବାଧିତଙ୍କ ପାଇଁ ଆର୍ବିଆଇର ନୂଆ ଆପ୍;ନୋଟ ଚିହ୍ନିବା ହେବ ସହଜ
ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ। ବର୍ତ୍ତମାନ ନେଣଦେଣ କ୍ଷେତ୍ରରେ କ୍ୟାଶ ସିଂହଭାଗ ହାସଲ କରିଛି। ୧୦,୨୦,୫୦,୧୦୦, ୨୦୦,୨୦୦, ୫୦୦…
‘ବିଜୟ ଜ୍ୟୋତି’ ଜଳାଇଲେ ରାଜନାଥ
ନୂଆଦିଲ୍ଲୀ,୧୫ା୭(ପି.ଟି.): ଅପରେଶନ୍ ବିଜୟର ୨୦ତମ ବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ‘ବିଜୟ ଜ୍ୟୋତି’ ଜଳାଇଛନ୍ତି। ଏହି ବିଜୟ ଜ୍ୟୋତିକୁ ସେନାର ଏକ ମୋଟରସାଇକ୍ଲିଷ୍ଟ ଟିମ୍ ୧୧ଟି ସହର ଓ ମହାନଗର ପରିକ୍ରମା କରାଇ…
ଜେଲ୍ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ
ବରଗଡ଼ ଅଫିସ,୧୫।୭: ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ ଦୋକାନଟିଏ ମଧ୍ୟ ମିଳୁ ନାହିଁ । ଏଥିପାଇଁ କାହାକୁ ହାତଗୁଞ୍ଜା ଦେବାକୁ ପଡ଼ୁଥିବାବେଳେ ଦୋକାନ…
ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି
ଭବାନୀପାଟଣା,୧୫ା୭ (ଡି.ଏନ୍.ଏ.): ଆଧୁନିକତାର ଛାପ୍ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍ବାକେ ମିଲୁଛେ। ଆଘ ଲୋକ୍ କୃଷି କାଯ୍ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି ବେଭାର କରୁଥିଲେ। ହେଲେ ଆଧୁନିକ୍ ଯନ୍ତ୍ରପାତି ଆଏଲାଦିନୁ କୃଷି କାଯ୍ରେ ଖେତ୍ ଜୁତା, କାଦୋକରା,…
ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ
ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ ଏଚ୍.ଡି.…
ପାର୍କରେ ଦୁର୍ଘଟଣା: ୩ ମୃତ, ୩୧ ଆହତ
ଅହମଦାବାଦ,୧୫ା୭(ଆଇଏଏନ୍ଏସ୍): ଅହମଦାବାଦର ଏକ ମନୋରଞ୍ଜନ ପାର୍କରେ ରବିବାର ଦୋଳି ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୩୧ ଜଣ ଆହତ ହୋଇଛନ୍ତି। କଙ୍କରିଆ ଆଡ୍ଭେଞ୍ଚର ପାର୍କରେ ‘ଡିସ୍କଭରି’ ରାଇଡରେ ପାଖାପାଖି ୪୦ ଜଣ ଭାଗ ନେଇଥିଲାବେଳେ ତାହା ଭୁଶୁଡ଼ି…
ଦୁଇମାସ ବିତିଲା, ସରିଲାନି ଡ୍ରେନ୍ କାମ
ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଡ୍ରେନେଜ୍ ବିଭାଗର ଅଧିକାରୀମାନେ ସକ୍ରିୟ ହୋଇପଡ଼ନ୍ତି। ଡ୍ରେନ ପୁନରୁଦ୍ଧାର, ନୂଆ ଡ୍ରେନ ନିର୍ମାଣ ନେଇ ଟେଣ୍ଡର ଆଦି କଥା ସେମାନଙ୍କର ମନେପଡ଼େ। କାମ ଆରମ୍ଭ ହେଲେ…
ଆଜି ଉଦ୍ଘାଟନ ହେବ ମେଡିକାଲର ୨ ୱାର୍ଡ
ଅନୁଗୋଳ ଅଫିସ, ୧୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଜେରିଆଟିକ୍ ଓ ଚକ୍ଷୁ ବିଭାଗର ଦୁଇଟି ୱାର୍ଡ ଉଦ୍ଘାଟନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏହାର ଉଦ୍ଘାଟନ କରିବେ। ତେବେ ନାମ…
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୫ା୭(ଏଏଫ୍ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ ଘରୁ ବାହାରି ରାସ୍ତାକୁ ପଳାଇଆସିଥିଲେ। ତେବେ ସୁନାମୀ ସତର୍କ ସୂଚନା ଜାରି କରାଯାଇନାହିଁ। ଉତ୍ତର…

