Home

ବନ୍ୟା ପୀଡିତ ପରିବାରଙ୍କୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କଲେ ନୀତୀଶ

ପାଟନା,୧୯।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର ସଚିବାଳୟରେ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ନୀତୀଶ ସୂଚନା ଦେଇଛନ୍ତି କି ବନ୍ୟା…

ପ୍ରିୟଙ୍କାଙ୍କ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ନିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବିବାହ ପରେ ଶାଶୁଘର ଲୋକଙ୍କ ସହ ପ୍ରଥମ ଜନ୍ମଦିନ ଖୁବ୍‌ ଧୁମ୍‌ଧାମରେ ପାଳିଥିଲେ ପ୍ରିୟଙ୍କା। ଏହି ଅବସରରେ ସ୍ବାମୀ ନିକ୍‌ ଜୋନାସ୍‌ ପ୍ରିୟଙ୍କାଙ୍କୁ ସର୍‌ପ୍ରାଇଜ୍‌ ଗିଫ୍ଟ ଦେବାସହ ‘ତୁମେ…

ନିଆଁ ଜଳାଇ ଆତ୍ମଦାହ କରୁଥିଲେ ମହିଳା, ଲୋକେ ମାତିଥିଲେ ଭିଡିଓ ଶୁଟିଂରେ

ରାଞ୍ଚି, ୧୯।୭: ଝାଡଖଣ୍ଡର ହଜାରିବାଗ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଭାଇଙ୍କ ମୃତ୍ୟୁ ପରେ ଗାଁ ମଝିରେ ନିଆଁ ଜଳାଇ ଆତ୍ମଦାହ କରିବାକୁ ପ୍ରସ୍ତୁତ ହେଉଥିଲାବେଳେ ସ୍ଥାନୀୟ ଲୋକେ ମୋବାଇଲରେ ଭିଡିଓ ଶୁଟିଂ କରୁଥିଲେ, ତାଙ୍କୁ ରୋକିବାକୁ କେହି…

ପୋଟଳରେ ରହିଛି ଏହିସବୁ ଔଷଧୀୟ ଗୁଣ

୧. ପୋଟଳ ଖାଇଲେ ପେଟ ଦରଜ ଭଲ ହେବା ସହ ପାଣି ଜମିବା ସମସ୍ୟାରୁ ମୁକ୍ତି ମିଳିଥାଏ। ୨. ଏଥିରେ ମ୍ୟାଗ୍ନେସିୟମ, ଫସଫରସ୍‌ ଭଳି ପୋଷକତତ୍ତ୍ୱ ରହିଛି ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ୩. ପୋଟଳ ଖାଇଲେ ରକ୍ତ…

ରାସ୍ତା ଖରାପ ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି,୧୯।୭(ସ୍ବ.ପ୍ର.): ଦୁର୍ଗମ ଗ୍ରାମକୁ ନାହିଁ ରାସ୍ତା। ଫଳରେ ଖଟିଆରେ ବୁହା ହେଲେ ପ୍ରସୂତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ବେଙ୍ଗପାଣି ଗ୍ରାମରେ। ଉକ୍ତ ଗ୍ରାମର ମଙ୍ଗଳା ପାଙ୍ଗିଙ୍କ ସ୍ତ୍ରୀ ସୁରିଆଙ୍କୁ ଖଟିଆରେ…

ଧାର୍ଯ୍ୟ ସମୟରେ ହୋଇ ପାରିଲାନି ଆସ୍ଥା ଭୋଟ: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ବେଙ୍ଗାଲୁର,୧୯।୭: ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହୋଇ ପାଲିଲାନି ଆସ୍ଥା ଭୋଟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ କହିଲେ ଆସନ୍ତା ସୋମବାର ଅବା ମଙ୍ଗଳବାର ପର୍ଯ୍ୟନ୍ତ ଏହା ଚାଲିପାରେ। ଏଥିରୁ ଆଲୋଚନା ହେଉଛି କି ପୁଣି ଥରେ ଉଭୟ ଶାସକ…

୩୦ ଫୁଟ ଲମ୍ବ ଲୁଣାଘେରି ବନ୍ଧରେ ଘାଇ: ଶତାଧିକ ଚାଷଜମିରେ ଧାନ ନଷ୍ଟ

ମହାକାଳପଡ଼ା,୧୯।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଖରିନାସୀର ୮ଶହ ଏକର ଅଞ୍ଚଳରେ ଲୁଣାଘେରି ବନ୍ଧରେ ତିରିଶ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶତାଧିକ ଏକର ଚାଷଜମିରେ ସମୁଦ୍ର ଜୁଆର ଲୁଣିପାଣି…

କାବୁଲ ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୯ଛାତ୍ର ମୃତ, ୩୩ ଆହତ

କାବୁଲ,୧୯।୭: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ହୋଇଥିବା ଏକ ଆତଙ୍କବାଦୀ ବିସ୍ଫୋରଣ ପୁଣି ଥରେ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଏଠାରେ ଥିବା ବିଶ୍ୱବିଦ୍ୟାଳୟ ନିକଟରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…

ଉତ୍ତରପ୍ରଦେଶରେ ବିକ୍ରି ହେଉଛି ମୋଦି ଯୋଗୀଙ୍କ ଫଟୋ ଥିବା କାଉଡିଆ ପୋଷାକ

ବାରଣାସୀ,୧୯।୭: କାଉଡି ଯାତ୍ରା ପୂର୍ବରୁ ଉତ୍ତରପ୍ରଦେଶର ବାରଣାସୀର ଦୋକାନଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ରଙ୍ଗବେରଙ୍ଗର ପୋଷାକ ମିଳୁଥିବା ଦେଖିବାକୁ ମିଳିଛି। କାଉଡି ଯାତ୍ରା ୧୭ ଜୁଲାଇକୁ ଆରମ୍ଭ ହୋଇଥିବା ବେଳେ ୧୫ ଅଗଷ୍ଟରେ…

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା କରାନ୍ଦଲଜ୍‌ ମହୀଶୂର ପ୍ରସିଦ୍ଧ ଚାମୁଣ୍ଡେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ…

ସାପକାମୁଡାରେ ବୃଦ୍ଧଙ୍କ ଜୀବନଗଲା

ରାଜନଗର,୧୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଓଲସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସାପକାମୁଡାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଫକୀର ଚରଣ ରାଉତ (୬୦)। ଗୁରୁତର ଅବସ୍ଥାରେ ଫକୀରଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।…

ମିସେସ୍‌ ଇଣ୍ଡିଆ ପାଇଁ ଭୁବନେଶ୍ୱର ଚୟନ ପ୍ରକ୍ରିୟା ୨୧ରେ

ଭୁବନେଶ୍ୱର,୧୯।୭(ବ୍ୟୁରୋ) : ମିସେସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା ପାଇଁ ଭୁବନେଶ୍ୱରରେ ଅଡିସନ ବା ଚୟନ ପ୍ରକ୍ରିୟା ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାଶନାଲ (ଏଚ୍‌ଏଚ୍‌ଆଇ) ଠାରେ ଆସନ୍ତା ଜୁଲାଇ ୨୧ରେ ଅପରାହ୍ନ ୧୨.୩୦ରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଏଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?