ପିଲାଙ୍କୁ ଟିକା ନଦେଲେ ୨ଲକ୍ଷ ଟଙ୍କା ଜରିମାନା
ମ୍ୟୁନିକ୍,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍ ସଂସଦରେ ଆଗତ କରିଛନ୍ତି। ପିଲାମାନେ ସ୍କୁଲ୍ରେ ନାମ ଲେଖାଇବା ପୂର୍ବରୁ ମାତା ପିତା ସେମାନଙ୍କ ପିଲାଙ୍କ…
ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍
ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା, ଫୁଲବାଣୀ, କୋରାପୁଟ, ଦେଓଗଡ଼, ଜଗତ୍ସିଂହପୁର, ସମ୍ବଲପୁର, ଅନୁଗୋଳ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା, ଗଜପତି…
ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍ ଓ୍ବାଇନ୍
ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍ ଓ୍ବାଇନ୍ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଅଭାବରୁ ଅସ୍ଥି ଓ ମାଂସପେଶୀ ଦୁର୍ବଳ ହୋଇଯାଏ।…
ରାଜ୍ୟପାଳଙ୍କ ଦ୍ୱିତୀୟ ପ୍ରେମପତ୍ର ମୋତେ ଆଘାତ ଦେଇଛି: କୁମାରସ୍ବାମୀ
ବେଙ୍ଗାଲୁରୁ,୧୯।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି। ଗୁରୁବାର ଆସ୍ଥାଭୋଟ ହୋଇ ପାରି ନ ଥିବା ବେଳେ ଶୁକ୍ରବାର ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବା ପୁଣିଥରେ ଅଡୁଆ ବଢାଇ ଦେଇଛି। ଇତିମଧ୍ୟରେ ରାଜ୍ୟପାଳ ଭଜୁଭାଇ…
ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା
ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା ସହ ଉଦ୍ଦିଷ୍ଟ ଥିବା ଗାଇଡ୍ଲାଇନ୍ସକୁ ପଢ଼ିଥାନ୍ତି। ହେଲେ ଜଣେ ଯାତ୍ରୀ କାହାକୁ କିଛି ନ…
ପାଟକୁରାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍: ଆପଣଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଛି; ଅଞ୍ଚଳର ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ
ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଏହାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ପଟେ ଉକ୍ତ ଆସନକୁ ଭାଜପା ସ୍ବାଭିମାନ ଭାବେ ନେଇଥିବା ବେଳେ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ…
ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ
ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି ଭାଜପା ନେତାମାନେ ବିଧାନସଭା ଭିତରେ ହିଁ ରାତି କଟାଇଥିଲେ। ରାଜନୀତି ସରଗରମ ଥିବା ବେଳେ…
ସିଇଓଙ୍କୁ ଭାଜପାର ଫେରାଦ: ଡେରାବିଶ ବ୍ଲକରେ ହେଉଛି ମଦ କାରବାର; ଏବେ ବି ପାଟକୁରାରେ ବୁଲୁଛନ୍ତି ବିଜେଡି ବିଧାୟକ
ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରାରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଜେଡିର ବିଧାୟକ ତଥା ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଚାର ଅବଧି ଶେଷ ହୋଇଥିବା ବେଳେ ଏବେ ବି ବିଜେଡିର ନେତାମାନେ ସେଠାରେ…
ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ
ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍ ହେବ ନାହିଁ। ଏହାକୁ ନେଇ ୨ ଦିନ ହେବ ବିଧାନସଭାରେ ଚାଲିଥିବା ହଟ୍ଟଗୋଳ ଶେଷ ହେବାର ନାଁ…
ଶନିବାର ପାଟକୁରା ନିର୍ବାଚନ: ଭାଜପା ବୁଥ୍ ଦଖଲ କରିବା ଆଶଙ୍କାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ଭୋଟ ଗ୍ରହଣ କରାଯିବ। ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ସାରା ରାଜ୍ୟର ନଜର ଏବେ ଉକ୍ତ ଆସନ ଉପରେ ଥିବା ବେଳେ ବିଜେଡି ଏହାକୁ ହାତେଇବାକୁ ପୂରା ଦମ୍ରେ…
ଅରୁଣାଚଳ ପ୍ରଦେଶରେ ଭୂକମ୍ପ
ଇଟାନଗର,୧୯।୭: ଉତ୍ତରର୍ପୂବ ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ଏକ ଭୂକମ୍ପ ଅନୁମୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୫। ଆସାମରେ ମଧ୍ୟ ଏହା ସାମାନ୍ୟ ଅନୁଭୂତ ହୋଇଥିବା କୁହାଯାଉଛି। ପୂର୍ବ କାମେଙ୍ଗରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଏଥିରେ କୌଣସି…
ଶିଶୁଙ୍କ ନାମକରଣ କରୁଥିଲେ ଧ୍ୟାନଦିଅନ୍ତୁ ଏହି କଥା ପ୍ରତି
ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ନାମ ରହିଛି। ଏହି ନାମ ତାଙ୍କୁ ଅନ୍ୟ ନିକଟରେ ପରିଚିତ କରାଇଥାଏ। ଯେତେବେଳେ ଘରକୁ ଶିଶୁଟିଏ ଆସିଥାଏ ତାହାର ନାମକରଣରେ ପରିବାରର ସମସ୍ତ ସଦସ୍ୟ ଲାଗିପଡ଼ିଥାନ୍ତି। ବେଳେବେଳେ ନାମ ଚୟନରେ ବହୁ ଅସୁବିଧା ମଧ୍ୟ…

