Home

ପରୀକ୍ଷାମୂଳକ ଭାବେ ମହିପୁରକୁ ଗଡ଼ିଲା ରେଳଇଞ୍ଜିନ, ଖୁବ୍‌ଶୀଘ୍ର ଗଡ଼ିବ ଟ୍ରେନ୍‌

ନୟାଗଡ଼ ଅଫିସ,୨୦ା୭- ନୟାଗଡ଼ ଟାଉନ ଷ୍ଟେଶନରୁ ନୂଆଗାଁ ବ୍ଳକ ମହିପୁର ପର୍ଯ୍ୟନ୍ତ ୧୨ କିମି ପରୀକ୍ଷାମୂଳକ ଭାବେ ଶନିବାର ରେଳ ଇଞ୍ଜିନ ଗଡ଼ିଛି। ରେଳ ବିଭାଗର ଅଧିକାରୀମାନେ ପରୀକ୍ଷାମୂଳକ ଭାବେ ଏହି ରେଳ ଇଞ୍ଜିନ ଗଡ଼ାଇଛନ୍ତି। ମଧ୍ୟାହ୍ନ ୧୨ଟା ୧୫ ସମୟରେ…

ପାଟକୁରା ନିର୍ବାଚନ: ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଚାଲୁରହିଛି। ଦିନ ୧୦ଟା ସୁଦ୍ଧା ଡେରାବିଶ ବ୍ଲକରେ ମତଦାନ ଆଖିଦୃଶିଆ ହୋଇ ନାହିଁ। ସକାଳ ୮ଟାରୁ ବର୍ଷା ହେବାରୁ ମତଦାନ ହାର କମ୍‌ ରହିଥିବା ଜଣାପଡ଼ିଛି। ତେବେ ପୂର୍ବାହ୍ନ…

ଦଙ୍ଗା ଓ ଭିଡ଼ ହିଂସାରେ ମୁତୟନ ମହିଳା ସୁରକ୍ଷାକର୍ମୀଙ୍କୁ ମିଳିବ ବଡ଼ି ଗିୟର

ନୂଆଦିଲ୍ଲୀ,୨୦।୭: ଦଙ୍ଗା ଏବଂ ଭିଡ଼ ହିଂସା ଆଦି ପାଇଁ ନିୟୋଜିତ ହେଉଥିବା ମହିଳା ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଚିନ୍ତା ଏବେ ସରକାରଙ୍କୁ ଘାରିଛି। ସେମାନଙ୍କୁ ବଡ଼ି ଗିୟର ଯୋଗାଇ ଦିଆଯିବ। ଜମ୍ମୁ-କଶ୍ମୀରର ଶ୍ରୀନଗରରେ ମୁତୟନ ଥିବା ସିଆର୍‌ପିଏଫ୍‌ର ୩ଶହ ମହିଳା ସୁରକ୍ଷାକର୍ମୀଙ୍କୁ ବଡ଼ି…

ନିର୍ମାଣ ହେବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ: ଦାଣ୍ଡିଆପାଲ୍ଲୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ରାଉରକେଲା ଅଫିସ,୨୦।୭: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲ୍ଲୀଠାରେ ଶନିବାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ତେବେ ପ୍ରାୟ ୮ ଏକର ଜମି ଅଧିଗ୍ରହଣ…

ଶିଶୁକନ୍ୟାର ମୃତଦେହରୁ ଆଖି ଗାଏବ ଘଟଣା: ଖୋଳତାଡ଼ ଆରମ୍ଭ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଚାଲିଛି ଆଲୋଚନା

ଅନୁଗୋଳ ଅଫିସ,୨୦।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଜଣେ ୪ ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତଙ୍କ ମୃତଦେହରୁ ଦୁଇ ଆଖି ଗାଏବ ହେବା ନେଇ ଶୁକ୍ରବାର ଅଭିଯୋଗ ହୋଇଥିଲା। ତେବେ ଶନିବାର ଚିକିତ୍ସାଳୟରେ ସ୍ବାସ୍ଥ୍ୟ ଓ ପରିବାର…

ଖବରଦାତାଙ୍କୁ ଆକ୍ରମଣ ଘଟଣା: ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିନ୍ଦା

ବ୍ରହ୍ମପୁର ଅଫିସ,୨୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଖବରଦାତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏହାକୁ ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କଲେ ଅମରିନ୍ଦର

ଚଣ୍ଡିଗଡ଼,୨୦।୭: ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀଥିବା ଭାରତର ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରବକ୍ତା ଶନିବାର ଏହି ସୂଚନା ଦେଇଛନ୍ତି। ଗତ ପ୍ରାୟ ୨ଦିନ ହେବ ଅମରିନ୍ଦର…

ଇନ୍ଦିରାଙ୍କ ପଦାନୁସରଣ କରୁଛନ୍ତି ପ୍ରିୟଙ୍କା: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ,୨୦।୭: ଜମି ବିବାଦରେ ଗୋଣ୍ଡ ଜନଜାତି ସମ୍ପ୍ରଦାୟର ୧୦ ଜଣ ମହିଳା-ପୁରୁଷଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ସୋନଭଦ୍ର ଜିଲାରେ ଏଭଳି ଘଟଣା ଘଟିଛି। ୩୨ଟି ଟ୍ରାକ୍ଟରରେ ୩ଶହ ଲୋକ ଆସି ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ପୀଡ଼ିତ ପରିବାର ସଦସ୍ୟଙ୍କୁ ଭେଟିବାକୁ…

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ମାଓବାଦୀ। ଏନେଇ ଗୋଇନ୍ଦା ସୂଚନା ମିଳିଥିବା କୁହାଯାଉଛି।…

ଚାଇନା ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ: ୧୦ ମୃତ

ହେନାନ୨୦।୭: ଚାଇନାର ହେନାନରେ ଥିବା ଏକ ଗ୍ୟାସ ପ୍ଲାଣ୍ଟରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହତ ହୋଇଥିବା ସୂଚନା ମିଳିଛି। ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା…

ପରକୀୟାପ୍ରୀତିରୁ ସିଙ୍ଗାରମୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା, ୨ ଅଟକ

ବଡ଼ଗାଁ, ୨୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ସିଙ୍ଗାରମୁଣ୍ଡା ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଦଧି ସାରପଟିଆ(୩୮)। ଗୁରୁତର ଅବସ୍ଥାରେ ଦଧିଙ୍କୁ ବଡଗାଁ ଡାକ୍ତରଖାନାରେ…

ଯୁବକ ଦେଖୁଛନ୍ତି ପରିଣତ ବୟସର ମୁହଁ

ନୂଆଦିଲ୍ଲୀ, ୨୦ା୭: ବର୍ତ୍ତମାନ ଫେସ୍‌ଆପ୍‌ ଭଳି ଏକ ସବୁଠୁ ଲୋକପ୍ରିୟ ଅପ୍ସନ୍‌ ବ୍ୟବହାର କରି ଲୋକେ ଖୁସି ମନାଉଛନ୍ତି। ରୁଷିଆରେ ବିକଶିତ ଏହି ଆପ୍ଲିକେଶନ ଚଳିତ ସପ୍ତାହରେ ପ୍ରତ୍ୟେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଖେଳର ଖୋରାକ ହୋଇଛି। ତେବେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?