ଆକାଶରୁ ଖସିଲା ୧୩ କିଗ୍ରା ଓଜନର ରହସ୍ୟମୟ ପଥର
ପାଟନା,୨୪।୭: ବିହାର ମଧୁବାନି ଅଞ୍ଚଳରେ ଆକାଶରୁ ୧୩ କିଗ୍ରା ଓଜନର ଏକ ରହସ୍ୟମୟ ପଥର ଖସିଛି। ଏନେଇ ଜିଲାପାଳ ଶିର୍ସତ୍ କପିଲ୍ ଅଶୋକ ବୁଧବାର ସୂଚନା ଦେଇଛନ୍ତି। ସ୍ଥାନୀୟ ମହାଦେବ ଗାଁର କିଛି ଲୋକ ଜମିରେ କାମ କରୁଥିବାବେଳେ ଅକାଶରୁ ତଳେ…
ପିସିଏସ୍ ପରୀକ୍ଷାର ପ୍ରଥମ ଦୁଇ ସ୍ଥାନରେ ରହିଲେ ସ୍ତ୍ରୀ,ସ୍ବାମୀ: ସରକାରୀ ଚାକିରି ଛାଡି କରୁଥିଲେ ପ୍ରସ୍ତୁତି
ରାୟପୁର, ୨୪।୭: ଛତିଶଗଡ ଲୋକସେବା ଆୟୋଗ(ପିସିଏସ୍) ପରୀକ୍ଷାରେ ସ୍ତ୍ରୀସ୍ବାମୀ ପ୍ରଥମ ଦୁଇ ସ୍ଥାନରେ ରହି ଇତିହାସ ରଚିଛନ୍ତି। ଏହି ପରୀକ୍ଷାରେ ସ୍ମାମୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୁଚନାଯୋଗ୍ୟ, ରାୟପୁରର ଅନୁଭବ ସିଂ ଏବଂ ତାଙ୍କ…
ପାଟକୁରା ନିର୍ବାଚନ Live Updates: ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୨୩୪ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଥିବା ବେଳେ ବିଜେଡି ସବୁଠାରୁ ଆଗରେ ରହିଛି। ୧୬ ରାଉଣ୍ଡ ସୁଦ୍ଧା ୧୭,୨୩୪ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୮୯,୩୮୯ ଖଣ୍ଡ ଭୋଟ…
ଋଷିକୁଲ୍ୟାରୁ ଜଳ ଯୋଗାଣ ବନ୍ଦ: ୫ ଦିନ ହେଲା ମିଳୁନି ପିଇବା ପାଣି
ବ୍ରହ୍ମପୁର ଅଫିସ,୨୪ା୭: ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅଦୂରଦର୍ଶିତା ଯୋଗୁ ବ୍ରହ୍ମପୁର ସହରରେ ଶ୍ରାବଣ ମାସରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ କି ଦୁଇଟି ସାହି ନୁହଁ, ପ୍ରାୟ ଅଧା ବ୍ରହ୍ମପୁରରେ ଏବେ ପିଇବା ପାଇଁ ପାଣି…
ହୋଟେଲରେ ଦୁଇଟି କଦଳୀର ବିଲ୍ ଆସିଲା ୪୪୨ଟଙ୍କା, ଚକିତ ହେଲେ ରାହୁଲ ବୋଷ
ମୁମ୍ବାଇ: ବଲିଉଡ୍ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ସମୟରେ ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। କଥାଟି ଏପରି। ଫିଲ୍ମର ଶୁଟିଂ ଚାଲୁଥିବା…
ଆଖି ଗାଏବ, ନାବାଳିକା ବଳାତ୍କାର ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ
ଅନୁଗୋଳ ଅଫିସ,୨୪।୭: ଅନୁଗୋଳ ଜିଲାରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ମୃତଦେହରୁ ଆଖି ଗାଏବ ଏବଂ ଜଣେ ଆଠ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣା ପ୍ରତିବାଦରେ ବୁଧବାର ଭାଜପା ଅନୁଗୋଳ ନଗର ମଣ୍ଡଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର…
ଅବୈଧ ସମ୍ପର୍କ ରଖିବାରୁ କୁକୁରକୁ ଘରୁ ବିଦା କଲେ ମାଲିକ
ଥିରୁଭାନନ୍ତପୁରମ୍, ୨୪।୭: ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବାରୁ ପୋଷା କୁକୁରକୁ ଘରୁ ବିବା କରିଦେଇଛନ୍ତି ମାଲିକ। ଏଭଳି ଘଟଣା ଘଟିଛି କେରଳର ଥିରୁଭାନନ୍ତପୁରମ୍ରେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସମ୍ପୃକ୍ତ ମାଲିକ ଜଣଙ୍କ କୁକୁର ପିଠିରେ ଏକ ଚିଠି…
ଭିଡ଼ ହିଂସା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୪୯ ଖ୍ୟାତି ସମ୍ପନ୍ନ ବ୍ୟକ୍ତି
ନୂଆଦିଲ୍ଲୀ,୨୪।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ଏହା ଦ୍ୱାରା ଜାତୀୟ ସଂହତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଏନେଇ ୪୯ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଏକ୍ଷେତ୍ରରେ ଉପଯୋଗୀ…
ପାଟକୁରା ନିର୍ବାଚନ Live Updates: ୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୩୩୪ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଛି। ୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୩୩୪ ଖଣ୍ଡ ଭୋଟରେ ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୭୯,୭୨୨ ଭୋଟ ମିଳିଛି। ଭାଜପା ପ୍ରାର୍ଥୀ…
ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍
ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ ୧୫ ବର୍ଷ ଧରି ଆମେରିକାକୁ କୌଣସି ସୂଚନା ଦେଇ ନ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ…
ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି
ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଏୟାରପୋର୍ଟ ରହିଛି ସ୍କଟ୍ଲାଣ୍ଡର ‘ବାରା’ ଦ୍ୱୀପରେ। ଏହି ଏୟାରପୋର୍ଟର କିଛି ବିଶେଷତ୍ୱ ରହିଛି। ଉତ୍ତର…
ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଗିରଫ
ସରଜେଭୋ, ୨୪।୭: ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୟୁରୋପ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୯.୩୨ କୋଟି ଟଙ୍କା ହେରଫେର ମାମଲା ରହିଛି। ସୂଚନାଯୋଗ୍ୟ, ୨୦୦୪ରେ ପ୍ରମୋଦ ମିତ୍ତଲ ଲୁକାବାକ୍ରେ ଏକ କୋକିଂ ପ୍ଲାଣ୍ଟ…

