Home

୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ ଛାତ୍ର, ଡାକ୍ତର ପାରିଲେନି, ନିଜେ ରସର୍ଚ୍ଚ କରି ହେଲେ ଭଲ

ଆମେରିକାର ଡାଉ ଲିଣ୍ଡ୍‌ସେ ନାମକ ଜଣେ ଛାତ୍ର ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ତାଙ୍କୁ ଭଲ କରିବା ପାଇଁ ସମସ୍ତ ଡାକ୍ତର ଲାଗିଥିଲେ ମଧ୍ୟ ବିଫଳ ହୋଇଥିଲେ। ସେ ଥାଏରଏଡ୍‌ ରୋଗରେ ପୀଡ଼ିତ ବୋଲି ଯଦିଓ ଡାକ୍ତର କହିଥିଲେ ତଥାପି…

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ ଟିକ୍‌ଟକ୍‌ ଭିଡିଓ ଏବେ ଭାଇରାଲ ହେଉଛି। କାର୍ଯ୍ୟରତ ଦୁଇ କର୍ମଚାରୀ ପୋଲିସ୍‌ ବର୍ଦ୍ଦିରେ ଏକ…

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର ଦୁଇ ଦିନ ପରେ ବୁଧବାର କର୍ଣ୍ଣାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ସକାଳ…

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ ଅମିତ୍‌ ଶ୍ରାବଣ ମାସରେ ଏହା ଗ୍ରହଣ କରିବାକୁ ମନା କରିଥିଲେ। ଏନେଇ ଅମିତ୍‌ ଜୋମାଟୋକୁ…

କେଳୁଣୀ ମୁହାଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତାରେ ୪ଫୁଟର ପାଣି

କାକଟପୁର, ୩୧।୭(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ…

ବିପଦ ସଙ୍କେତ ଟପିଲା ଗୋଦାବରୀ ଜଳସ୍ତର: ୨୬ ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ

ହାଇଦ୍ରାବାଦ୍‌,୩୧।୭: ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ଜଳସ୍ତର ବିପଦ ସଙ୍କେତ ଟପିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ବନ୍ୟା ଜଳ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ପ୍ରବେଶ କରିଛି। ଫଳରେ ୨୬ଟି ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହୋଇପଡ଼ିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ…

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ଏକ ପତ୍ର ଲେଖିଥିବା ଘଟଣା ସାମ୍ନାକୁ ଆସିଛି। କିନ୍ତୁ ପତ୍ରଟି ମୋତେ ନ ମିଳିବା…

ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର

ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ ଜିଲାର ଅନ୍ୟ କେତେକ ଦର୍ଶନୀୟସ୍ଥଳ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ସେମାନେ ଘରୋଇ ଟୁର୍‌ ଅପରେଟର…

ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: କର୍କଟ ରୋଗୀଙ୍କ ଗୋଡ଼ ଓ ଗୁପ୍ତାଙ୍ଗ ଖାଇଗଲେ ମୂଷା

ଧାନବାଦ୍‌,୩୧।୭: ଛତିଶଗଡ଼ରେ ସାଧାରଣ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ପାଟଳିପୁତ୍ର ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ କର୍କଟ ରୋଗୀଙ୍କ ଗୋଡ଼ ଓ ଗୁପ୍ତାଙ୍ଗ ମୂଷା ଖାଇଦେଇଛନ୍ତି। କକର୍ଟରେ ପୀଡ଼ିତ ହୋଇଥିବା ୭୩ ବର୍ଷ ବୟସ୍କ ଶମିମ୍‌ ମଲ୍ଲିକ୍‌ ରାତିରେ…

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…

ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା : ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି…

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: ୩୪ ମୃତ

କାବୁଲ,୩୧।୭: ଆଫଗାନିସ୍ତାନରେ ବୋମା ବିସ୍ଫୋରଣରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ହେରାତ୍‌-କନ୍ଧାହର ଜାତୀୟ ରାଜପଥ ନିକଟରେ ଏହି ବିସ୍ଫୋରଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଶିଶୁ ରହିଥିବା କୁହାଯାଉଛି। ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?