ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ
ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର ମ୍ୟୁନିସିପାଲ କମିଶନର ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି, ଏବେ ଭିକାରିମାନଙ୍କୁ ଚିହ୍ନଟ କରିବାକୁ ଏକ ସର୍ଭେ…
ପାଟକୁରା ନିର୍ବାଚନ; ବିଜେଡି-ଭାଜପା ଫ୍ରେଣ୍ଡଲି ଲଢୁଛନ୍ତି : ତାରା
ଭୁବନେଶ୍ୱର,୭।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ପୁଣି ଓଡ଼ିଶା ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ଅପରପକ୍ଷେ ରାଜ୍ୟ ସଭା ଆସନ ଲାଗି ବିଜେଡି-ଭାଜପା ବୁଝାମଣା ପରେ ଉଭୟ ଦଳକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି କଂଗ୍ରେସ ନେତା।…
୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ରୋପଣ
ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ରବିବାର ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରାରୋପଣ କରାଯାଇଛି। ବର, ଅଶ୍ବତ୍ଥ, ଚାକୁଣ୍ଡା,…
ମାଓବାଦୀ ନେତା ନବୀନ ସଂଗଠନରୁ ବହିଷ୍କୃତ
ମାଲକାନଗିରି,୭।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଉଥିବା ଗାଳିକୋଣ୍ଡା ମାଓବାଦୀ ସଂଗଠନର ସମ୍ପାଦକ ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ଆନ୍ଧ୍ର ଓ ଓଡ଼ିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ନବୀନ ମାଓବାଦୀ…
ଝିଅ ସହ ନାଚିଲେ ଧୋନୀ
ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡରେ ଥିବା ଧୋନୀ ନିଜର ସହ-ଖେଳାଳି, ସ୍ତ୍ରୀ ସାକ୍ଷୀ ଓ ଝିଅ ଜିଭା ସହ…
ବର୍ଜ୍ୟବସ୍ତୁ ଜମା କଲେ ମିଳିବ ସ୍ମାର୍ଟଫୋନ୍-ଗ୍ରାଇଣ୍ଡର-ଓ୍ବାଶିଂ ମେସିନ୍ ପୁରସ୍କାର
ରୁଦ୍ରପ୍ରୟାଗ,୭।୭: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ସ୍ବଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ଅଭିନବ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ ମଙ୍ଗେଶ୍ ଘିଲ୍ଡିୟାଲ୍ ବର୍ଜ୍ୟବସ୍ତୁ ଜମା କରୁଥିବା ଲୋକଙ୍କୁ ସ୍ମାର୍ଟଫୋନ୍-ଗ୍ରାଇଣ୍ଡର-ଓ୍ବାଶିଂ ମେସିିନ୍ ଆଦି ବିଭିନ୍ନ ପୁରସ୍କାର ଦେବା…
ଖାଲି ପଡ଼ିଛି ୫ ଲକ୍ଷ ୨୮ ହଜାରରୁ ଅଧିକ ପୋଲିସ ପଦବୀ: ଉତ୍ତରପ୍ରଦେଶରେ ଏକ ଲକ୍ଷ; ଓଡ଼ିଶାରେ ୧୦ ହଜାର
ନୂଆଦିଲ୍ଲୀ, ୭।୭: ଦେଶରେ ୫ ଲକ୍ଷ ୨୮ ହଜାର ୩ ଶହ ୯୬ ପୋଲିସ ପଦବୀ ଖାଲି ପଡ଼ିଛି। ସେଥି ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ଏକ ଲକ୍ଷ ୨୮ ହଜାର ୯ଶହ ୫୨ ଥିବା ବେଳେ ବିହାରରେ ୫୦ ହଜାର ୨ଶହ…
କମଲନାଥ ଆରମ୍ଭ କଲେ ସ୍କୁଲ୍ ଚଲୋ ଅଭିଯାନ
ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ ବଞ୍ଚିତ ନ କରାଇବା ପାଇଁ କମଲନାଥ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।…
ଲୋପ ପାଇବାକୁ ବସିଲେଣି ଘରଚଟିଆ,ଚିନ୍ତାରେ ପରିବେଶବିତ୍
ଭବାନୀପାଟଣା,୭।୭(ଡି.ଏନ୍.ଏ.): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ…
୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍ ଆମେରିକାରେ ସର୍ବାଧିକ
ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍ ଏମ୍ବଲେମ୍ କ୍ୟାମ୍ପେନ୍(ପିଇସି)ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ତେବେ ଲାଟିନ୍ ଆମେରିକାରେ…
୧୨୫ ବର୍ଷ ଧରି ଏହି ଗାଁରେ ଅନୁଷ୍ଠିତ ହୋଇଆସୁଛି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ
ଭୋପାଳ,୭।୭: ମଧ୍ୟପ୍ରଦେଶ ଦମୋହ ଜିଲାରେ ଗତ ୧୨୫ ବର୍ଷ ଧରି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ବକାୟନ ଗାଁରେ ଏହି ଉତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ୨୦୦୪ ପର୍ଯ୍ୟନ୍ତ ଗତ ୧୧୦ ବର୍ଷ ଧରି ଗାଁର ମରାଠି ମାଫିଦାର…
୧୪ ବର୍ଷରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ; ୨୮ ଶହ କୋଟି ଖର୍ଚ୍ଚ ପରେ ବି ମାୟାନଗରୀ ବର୍ଷାରେ ହେଉଛି ଉବୁଟୁବୁ
ମୁମ୍ବାଇ,୭।୭: ମୌସୁମୀକୁ ଦେଶସାରା ଅପେକ୍ଷା କରୁଥିବାବେଳେ ଏହାକୁ ନେଇ ମାୟାନଗରୀ ମୁମ୍ବାଇର ଲୋକେ ଭୟ କରିଥାନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ପାଣିରେ ଏହି ସହର ଉବୁଟୁବୁ ହୋଇଥାଏ। ଗତ ୧୪ ବର୍ଷ ମଧ୍ୟରେ ଏହା ଯୋଗୁ ଏଠାରେ ୨ ହଜାରରୁ ଅଧିକ…
Archives


