ଭାଇଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଲେ ମାୟାବତୀ: ପ୍ରଥମେ ନିଜ ୨ହଜାର କୋଟିର ହିସାବ ଦେଉ ଭାଜପା
ଲକ୍ଷ୍ନୌ,୧୯।୭: ବହୁଜନ ସମାଜ ପାର୍ଟି(ବିଏସ୍ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ତଥା ଦଳର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଗୁରୁବାର ଆନନ୍ଦ କୁମାର ଓ ଉତ୍ତରପ୍ରଦେଶ ନୋଏଡାରେ ଥିବା ସ୍ତ୍ରୀ ବିଚିତ୍ର ଲତାଙ୍କ ବେନାମୀ ଫ୍ଲାଟକୁ ଆୟକର…
ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ
ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ନରେ…
ଅଗ୍ନିକାଣ୍ଡ: ୬ ଗୋରୁ ଜୀବନ୍ତ ଦଗ୍ଧ
ଧାମନଗର, ୧୯।୭(ଡି.ଏନ୍.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦେଉଳଡ଼ିହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବୈଷ୍ଣବ ଜେନାଙ୍କ ଗୁହାଳ ସଂପୂଣ୍ଣ ଜଳିଯାଇଛି। ଗୁହାଳରେ ଥିବା ୪ ଦୁଧିଆଳି ଗାଈ ଏବଂ ୨ ବଡ଼ ଅଣ୍ଡିରା ବାଛୁରୀ ଜୀବନ୍ତ ଦଗ୍ଧ…
ଅଧାପନ୍ତରିଆ ହୋଇ ପଡ଼ିରହିଛି ପାଇଖାନା, ବିଲ୍ କରି ନେଇଛନ୍ତି ସ୍ବେଚ୍ଛାସେବୀ
ନାଉଗାଁ,୧୯।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତର ଦହିପାଳ ହରିଜନ ସାହିରେ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମାଣ କରାଯାଇଛି ପାଇଖାନା। ମାତ୍ର ପାଇଖାନା ନିର୍ମାଣ କରିଥିବା ସ୍ବେଚ୍ଛାସେବୀ ବିଲ୍ କରି ନେଇଥିବାବେଳେ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସ୍ବଚ୍ଛ ଭାରତ…
ଚିକତ୍ସିତ ହେଉଥିବା ବିଧାୟକଙ୍କୁ ଭେଟିବାକୁ ଗଲା ବେଙ୍ଗାଲୁରୁ ପୋଲିସ: ରୋକିଲା ମୁମ୍ବାଇ ପୋଲିସ
ମୁମ୍ବାଇ, ୧୯।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଥିବାବେଳେ ଆସ୍ଥା ଭୋଟକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ପାଟିତୁଣ୍ଡ ଲାଗିରହିଛି। ଗୁରୁବାର ଆସ୍ଥାଭୋଟ ଉପରେ ବିଧାନସଭାରେ ହଟ୍ଟଗୋଳ ଲାଗିରହିଥିବାବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିବାର ସମ୍ଭାବନା ରହିଛି।…
ଯୋଗୀଙ୍କୁ ଅନୁରୋଧ କଲେ ପ୍ରିୟଙ୍କା: ‘ମୁଁ ଲୋକଙ୍କ ସେବକ, ମୋତେ ଅଧିକ ସୁରକ୍ଷା ଆବଶ୍ୟକ ନାହିଁ’
ଲକ୍ଷ୍ନୌ, ୧୯।୭: କଂଗ୍ରେସ ମହାସଚିବ ପ୍ରିୟକଙ୍କା ଗାନ୍ଧୀ ଉତ୍ତରପ୍ରେrଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ମୁଁ ଲୋକଙ୍କ ସେବକ ମୋତେ ଅଧିକ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ନାହିଁ। ଅଦତ୍କ ପୋଲିସ ସୁରକ୍ଷା ଯୋଗାଇଦିଆଯାଉଥିବାରୁ ଲୋକଙ୍କୁ ଭେଟିବାରେ…
ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍
କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍ସିବି ମେଡିକାଲକୁ ଆସିଥିବା ଲିଭର୍ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା ଜଣାପଡ଼ିଛି। ବର୍ଷଓ୍ବାରୀ ଦେଖିଲେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାରଣ ୨୦୧୬-୧୭ରେ ୩୫୨…
ଆମେରିକାର ପ୍ରତିଶୋଧ: ଇରାନ ଡ୍ରୋନକୁ ଧ୍ୱସଂ କଲା
ଓ୍ବାଶିଂଟନ, ୧୯।୭: ହରମୁଜଠାରେ ଏକ ଇରାନ ଡୋନ୍କୁ ଧ୍ୱସଂ କରି ଆମେରିକା ପ୍ରତିଶୋଧ ନେଇଛି। ନୌସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି। କିନ୍ତୁ ଏଭଳି କୌଣସି ଘଟଣା ଘଟିନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି। ହରମୁଜଠାରେ ଇରାନର ଏକ…
ଆଇସିଜେ ନିର୍ଦ୍ଦେଶ ପାଳନ କରିବ ପାକିସ୍ତାନ: କୁଳଭୂଷଣଙ୍କୁ ଭେଟି ପାରିବେ ଭାରତୀୟ ହାଇକମିଶନର
ନୂଆଦିଲ୍ଲୀ, ୧୯।୭: ଅନ୍ତର୍ଜାତୀୟ ଅଦଲାତ(ଆଇସିଜେ) କୁଲଭୂଷଣ ଯାଦବ ମାମଲାରେ ଯେଉଁ ରାୟ ଦେଇଛନ୍ତି, ତା’ହା ପାକିସ୍ତାନ ପାଳନ କରିବ। ଆଇସିଜେ ଭିଏନା କନଭେନସନର ନୀତି ଅନୁଯାୟୀ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ଅର୍ଥାତ ଭାରତୀୟ ହାଇକମିଶନର ଅଧିକାରୀ କୁଲଭୂଷଣଙ୍କୁ ଭେଟି ପାରିବେ।…
ନିଶା ବେପାରୀଙ୍କ ବେଆଇନ ଦୋକାନ ଉଚ୍ଛେଦ କରିବ ବିଡିଏ: ଡିସିପି
ଭୁବନେଶ୍ୱର, ୧୯ା୭(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସରକାରୀ ସ୍ଥାନକୁ ଜବରଦଖଲ କରି ବେଆଇନ ନିଶା କାରବାର ଚାଲୁଛି। ବିଭିନ୍ନ ଦୋକାନ ଖୋଲି ସେଥିରେ ନିଶାଦ୍ରବ୍ୟ ବ୍ୟବସାୟ କରାଯାଉଛି। ସେହି ଦୋକାନଗୁଡିକ ଚିହ୍ନଟ କରି ତାହାକୁ ଉଚ୍ଛେଦ କରିବା ପାଇଁ ବିଏମସିକୁ ଚିଠି…
ଆଇସିସି ହଲ୍ ଅଫ ଫେମ୍ରେ ସାମିଲ ହେଲେ ସଚିନ
ଲଣ୍ଡନ, ୧୯।୭: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ଆଲାନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ମହିଳା ଖେଳାଳି କ୍ୟାଥରିନ୍ ଫିଟଜପ୍ୟାଟ୍ରିକଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି।…
ଲୁଟ୍ ବେଳେ ବାଇକ୍ ପଡ଼ିଗଲା: ଲୁଟେରା ଲୁଟ୍ ସାମଗ୍ରୀ, ବାଇକ୍ ଛାଡ଼ି ଫେରାର
ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି ୮ଟାରେ ଲୁଟ୍ ବେଳେ ବାଇକ୍ରୁ ଦୁଇଜଣ ଲୁଟେରା ଖସି ପଡିଥିଲେ। ସେମାନେ ପଲସର ବାଇକ୍…
Archives


