ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା
ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରି ବେପରୁଆ ଯାନ ଚାଳନା ଉପରେ ଗୁରୁତ୍ୱ ଦେଇ କଟକଣା ଲାଗିବ ପାଇଁ ନିର୍ଦ୍ଦେଶ…
ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ
କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ଯୁବତୀ ଜଣଙ୍କ ହେଉଛନ୍ତି ହରିୟାଣା ମଓ୍ବୋତ୍ ଜିଲାର ଶାମିଆ ଆର୍ଜୋ। ରିପୋର୍ଟ ମୁତାବକ,…
ସୌଭାଗ୍ୟଙ୍କୁ ଆଇରନ ମ୍ୟାନ ଟାଇଟଲ
କଟକ ଅଫିସ,୩୧ା୭-ଓଡ଼ିଶାର ସୌଭାଗ୍ୟ କୁମାର ରଥ ଆଇରନ ମ୍ୟାନ ଟାଇଟଲ ହାସଲ କରିଛନ୍ତି। ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆଇରନ ମ୍ୟାନ ପ୍ରତିଯୋଗିତାର ସବୁ ରାଉଣ୍ଡକୁ ସଫଳତାର ସହ ଶେଷ କରି ସୌଭାଗ୍ୟ ଏହି କୃତୀତ୍ୱ ଅର୍ଜନ କରିଛନ୍ତି । ପୂର୍ବରୁ ସିଦ୍ଧାର୍ଥ…
ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀଙ୍କୁ ବ୍ରୋଞ୍ଜ
କଟକ ଅଫିସ,୩୧ା୭-ଇଟାଲୀର ଟୋରିନୋ ସହରରେ ଚାଲିଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଅନ୍ତର୍ଜାତୀୟ ଆଥଲେଟ୍ ପାର୍ବତୀ ସେଠୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଶଟପୁଟ ଫାଇନାଲରେ ୧୦.୧୬ ମିଟର ଦୂରତାକୁ ଫିଙ୍ଗି ପାର୍ବତୀ ବ୍ରୋଞ୍ଜ ପଦକ ଜିତିଥିଲେ ।…
ଭେନୁଗୋପାଳ ରାଓଙ୍କ ଅବସର
ମୁମ୍ବାଇ, ୩୧।୭(ପି.ଟି.)-ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆନ୍ଧ୍ର ପ୍ରଦେଶ ଦଳର ଅଧିନାୟକ ଓ୍ବାଇ. ଭେନୁଗୋପାଳ ରାଓ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଭାରତ ପକ୍ଷରୁ ୧୬ଟି ଏକଦିବସୀୟ ଅନ୍ତର୍ଜାତୀୟ ଏବଂ ୬୫ଟି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ମ୍ୟାଚ…
ଡେଭିସ୍ କପ୍: ସୁରକ୍ଷା ପ୍ରତିଶ୍ରୁତି ଚାହିଁଲେ ଭାରତୀୟ ଖେଳାଳି
ନୂଆଦିଲ୍ଲୀ, ୩୧ା୭ (ପି.ଟି.)-ଡେଭିସ୍ କପ୍ ଖେଳିବା ଲାଗି ଭାରତୀୟ ଟେନିସ୍ ଖେଳାଳିମାନେ ପାକିସ୍ତାନ ଯିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମାତ୍ର ଇସ୍ଲାମାବାଦରେ ପହଞ୍ଚିବା ପୂର୍ବରୁ ସେମାନେ ସମସ୍ତ ପ୍ରକାର ସୁରକ୍ଷାଜନିତ ପ୍ରତିଶ୍ରୁତି ଚାହିଁଛନ୍ତି। ପାକିସ୍ତାନ ରାଜଧାନୀ ସହରରେ ଡେଭିସ୍ କପ୍…
ଗତ ଦଶନ୍ଧିରେ ଭାରତୀୟ ଫୁଟବଲ ଉନ୍ନତି କରିଛି: ଛେତ୍ରୀ
ନୂଆଦିଲ୍ଲୀ, ୩୧।୭(ପି.ଟି.)- ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଉନ୍ନତି ହୋଇଛି ବୋଲି ତାରକା ଫୁଟବଲର ସୁନୀଲ ଛେତ୍ରୀ କହିଛନ୍ତି। ତେବେ ଅନ୍ୟ ଶକ୍ତିଶାଳୀ ଏସୀୟ ଦେଶ ତୁଳନାରେ ଭାରତ ପଛରେ ରହିଛି। ଖାସ୍ କରି ତୃଣମୂଳ ସ୍ତରରେ ଓ…
ପୃଥ୍ବୀ ଡୋପ୍ ଟେଷ୍ଟରେ ବିଫଳ: ୮ ମାସ ବାସନ୍ଦ
ନୂଆଦିଲ୍ଲୀ,୩୧।୭(ପି.ଟି.)- ଉଦୀୟମାନ ଭାରତୀୟ ଓପନର ପୃଥ୍ବୀ ଶ’ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର କ୍ରିକେଟର ସବୁ ପ୍ରକାର ଫର୍ମାଟରୁ ୮ ମାସ ପାଇଁ ବାସନ୍ଦ କରିଛି। ଗତ ସୟଦ ମୁସ୍ତାକ୍…
ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ ମିଶ୍ରଣ ଉଦ୍ୟମ
ନୂଆଦିଲ୍ଲୀ,୩୧-୭: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ଏବଂ ମହାନଗର ଟେଲିକମ୍ ନିଗମ ଲିିମିଟେଡ(ଏମ୍ଟିଏନ୍ଏଲ୍)କୁ ମିଶାଇ ଦେବା ଲାଗି ଉଦ୍ୟମ କରୁଛନ୍ତି। ଟେଲିକମ ବିଭାଗ(ଡିଓଟି) ଏ ସମ୍ପର୍କରେ ଆଗତ ପ୍ରସ୍ତାବକୁ ବିଚାର କରୁଛି। ତେବେ ଶେଷ…
କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ
ନୂଆଦିଲ୍ଲୀ,୩୧-୭: କଫି ଚେନ୍ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜାଖୋଜି କରିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ ସେ…
ଚାଇନାରୁ ଭାରତକୁ ଆସୁଛି ଜୁଏଲାରୀ କମ୍ପାନୀ
ନୂଆଦିଲ୍ଲୀ,୩୧-୭: ଆମେରିକା ସହ ଜାରି ଟ୍ରେଡ୍ ଓ୍ବାର୍ ଯୋଗୁ ଏବେ ଶୀର୍ଷ ଜୁଏଲାରୀ କମ୍ପାନୀ ନିଜର କାରଖାନାକୁ ଚାଇନାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡସଇଣ୍ଡ ବ୍ୟାଙ୍କ ସିଇଓ ରମେଶ ସୋବ୍ତୀ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଜେମ୍ସ ଆଣ୍ଡ ଜୁଏଲାରୀ କ୍ଷେତ୍ରରେ…
ଅବସର ନେଲେ ଅଜୀମ ପ୍ରେମଜୀ
ନୂଆଦିଲ୍ଲୀ,୩୧-୭: ଦୀର୍ଘ ୫୩ ବର୍ଷ ଧରି ଓ୍ବିପ୍ରୋ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଅଜିମ ପ୍ରେମଜୀ ମଙ୍ଗଳବାର ଅବସର ନେଇଛନ୍ତି। ଆଜିର ଦିନରେ ସେ ଅବସର ନେବେ ବୋଲି ପୂର୍ବରୁ ସେ ଘୋଷଣା କରିସାରିଥିଲେ। ବୁଧବାର ତାଙ୍କ ପୁତ୍ର ରିଷଦ…
Archives


