ଶ୍ରେଣୀଗୃହ ବିପଦସଙ୍କୁଳ, ଭୟଭୀତ ଅବସ୍ଥାରେ ଛାତ୍ରୀଛାତ୍ର
ଜମନକିରା,୩୧।୭(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ କଟଙ୍ଗପାଣି ପଞ୍ଚାୟତ ସରେଇ ଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶେଣୀଗୃହ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ, ସରପଞ୍ଚ, ପରିଚାଳନା କମିଟି ଏବଂ ଗ୍ରାମବାସୀ ବାରମ୍ବାର…
ଉନ୍ନାଓ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ସିବିଆଇ ଟିମ୍
ରାଏବରେଲି,୩୧।୭: ଏକ କାର୍ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାର ଯାଞ୍ଚ୍ ପାଇଁ ସିବିଆଇ ୧୨ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଗିରଫ ଟ୍ରକ୍ ଡ୍ରାଇଭର୍ ଏବଂ କ୍ଲିନ୍ରଙ୍କୁ ପଚରାଉଚୁରା…
ଓଲଟିଲା ପଥର ବୋଝେଇ ହାଇଓ୍ବା, ବର୍ତ୍ତିଲେ ଡ୍ରାଇଭର
ହାଟଡିହି,୩୧।୭(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିଆଡ଼ିମାଳିଆଠାରେ ମଙ୍ଗଳବାର ରାତିରେ ଏକ ହାଇୱା ଭାରସାମ୍ୟ ହରାଇ ଓଲଟିପଡ଼ିଛି ା ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ା ଖବରରୁ…
ଯୁବରାଜ ସିଂଙ୍କ ଭଉଣୀ ରିତିକାଙ୍କୁ କେମିତି ପ୍ରେମ କରି ବସିଥିଲେ ରୋହିତ୍ ଶର୍ମା
ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ଯଦିଓ ରିତିକା ଯୁବିଙ୍କ ନିଜ ଭଉଣୀ ନୁହନ୍ତି।…
ବିଦ୍ୟୁତ ବିଭାଗର ମନମାନି : ବିନା ସୂଚନାରେ ସଂଯୋଗ ବିଚ୍ଛିନ୍ନ, ଉପଭୋକ୍ତା ମହଲରେ ଅସନ୍ତୋଷ
ଆନନ୍ଦପୁର,୩୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବିଦ୍ୟୁତ୍ ବିଭାଗର ମନମାନି ଯୋଗୁ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ବିନା ସୂଚନାରେ ବାରମ୍ବାର ବିଦ୍ୟୁତ୍ କାଟ, ସାମାନ୍ୟ ପତ୍ର ହଲିଲେ ଲାଇନ୍ ସଂଯୋଗ ବିଚ୍ଛିନ୍ନ ପରେ ଏବେ ବିଲ୍ ଉପଭୋକ୍ତାଙ୍କ…
ବଡ଼ଭାଇଙ୍କ ଭୁଜାଲି ଚୋଟରେ ସାନଭାଇଙ୍କ ଜୀବନଗଲା
ଅତାବିରା,୩୧।୭(ଡି.ଏନ୍.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ତଲାକଟା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଅଜୟ ଲାକ୍ରା (୩୫)ଙ୍କୁ ତାଙ୍କ ବଡ଼ଭାଇ ଫକୀର ଲାକ୍ରା ଏକ ଭୁଜାଲିରେ ଆକ୍ରମଣ କରିବାରୁ ତାଙ୍କର…
ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ
ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି ଷୋହଳ ବୟସୀଙ୍କଠାରୁ କମ୍ ଦେଖା ଯାଉନାହାନ୍ତି। କହିବା କଥା ହେଲା ସ୍କୁଲ ଯାଉଥିବା ସମୟରେ…
ବିବାହର ଗୋଟିଏ ମାସ ପରେ ସୁସ୍ମିତାଙ୍କ ଭାଇ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ !
ମୁମ୍ବାଇ: ବିବାହର ଏକ ମାସ ପରେ ସମ୍ପର୍କରେ ଫାଟ। ଏଭଳି କିଛି ଘଟିଛି ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ମଧ୍ୟରେ। ବିବାହର ମାତ୍ର ଗୋଟିଏ ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି…
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସିସିଡିର କାମଚଳା ଅଧ୍ୟକ୍ଷ ହେଲେ ଏସ୍.ଭି. ରଙ୍ଗନାଥ
ବେଙ୍ଗାଲୁରୁ,୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିବା ପରେ ଚାରିଆଡେ ବିଷାଦର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍.ଭି. ରଙ୍ଗନାଥଙ୍କୁ ସିସିଡିର କାମଚଳା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଏହାସହ ନୀତିନ ବାଗମାନେଙ୍କୁ ଅନ୍ତରୀଣ ଚିଫ୍…
ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍, ବ୍ରେସଲେଟ୍ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି…
ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
କୋରୁକୋଣ୍ଡା,୩୧।୭(ଡି.ଏନ୍.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷାରେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ,…
କ୍ରିକେଟ୍ ଦୁର୍ନୀତି ମାମଲା: ଫାରୁକ୍ ଅବଦୁଲ୍ଲାଙ୍କୁ ଇଡି ପକ୍ଷରୁ ଜେରା
ଚଣ୍ଡିଗଡ, ୩୧।୭: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ଇଡି ଏହି ଜେରା କରିଛି। ବୁଧବାର ଫାରୁକଙ୍କ ଚଣ୍ଡିଗଡସ୍ଥିତ କାର୍ଯ୍ୟାଳୟରେ ଇଡି…
Archives


