‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା
ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ ସିନେମା ଦୋସ୍ତାନା-୨ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କାର୍ତ୍ତିକ…
ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍
କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ତେବେ ଶିଶୁଙ୍କୁ ଘରେ ଭିତରେ ରଖି ବାହାରୁ ତାଲା ପକାଇ ମା’…
ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା ରାୟ ପ୍ରକାଶ : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଖଲିକୋଟ, ୨୭ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଖଲିକୋଟର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଖଲିକୋଟ ଏଡିଜେ ଶ୍ରୀନିବାସ ପ୍ରତିହାରୀ ୩୦୨/୧୨୦ ବି ଦଫା ସହିତ ବିଭିନ୍ନ ଦଫାରେ ମୁଖ୍ୟ ଅଭିଯୁକ୍ତ ଶ୍ୟାମସୁନ୍ଦର ପୃଷ୍ଟି,…
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ
ମାଞ୍ଚେଷ୍ଟର, ୨୭।୬:ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ ପର୍ଯ୍ୟାୟ ମ୍ୟାଚରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ…
ନୀରବ ମୋଦିଙ୍କ ୪ ସୁଇସ୍ ବ୍ୟାଙ୍କ ଖାତା ଅଚଳ: ଥିଲା ୨୮୩ କୋଟି ଜମା
ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି ଦିଆଯାଇଛି। ଏଥିରେ ୨୮୩.୧୬ କୋଟି ଟଙ୍କା ଜମା ଥିବା କୁହାଯାଉଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ…
ପାକିସ୍ତାନ ଜିତିବା ଖୁସିରେ ଟୁଇଟ୍ କରି ଟ୍ରୋଲ୍ ହେଲେ ସାନିଆ
ବର୍ମିଂହାମ,୨୭।୬:ଚଳିତ ବିଶ୍ୱକପର ୩୩ତମ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି। ପାକିସ୍ତାନ ବିଜୟରେ ଖୁସି ବ୍ୟକ୍ତ କରି ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଟୁଇଟ୍ କରି ପାକିସ୍ତାନ ଦଳକୁ ଅଭିନନ୍ଦନ…
ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍
ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍ ହେବ ବୋଲି ସେ ଘୋଷଣା କରିଛନ୍ତି। ରାଜ୍ୟର ଯୁବବର୍ଗ, ମହିଳା ଏବଂ ଚାଷୀଙ୍କ ସମସ୍ୟାକୁ ତାଙ୍କ…
ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ ସମୟ ବିତାଉ ଥାଆନ୍ତୁ। ଏହି ସବୁ ଭିତରେ ମଧ୍ୟ ସେ ଜିମ୍ ପାଇଁ ସମୟ…
ଝିଅ ସହ ଫଟୋ ଶେୟାର କଲେ ଅମିତାଭ: କହିଲେ, ଜଣାପଡ଼ିଲାନି କେତେ ଶୀଘ୍ର ହୋଇଗଲା ବଡ଼
ମୁମ୍ବାଇ: ବଲିଉଡ୍ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ନିଜର କିଛି ନା କିଛି ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି। ଝିଅ ଶ୍ୱେତା ବଚ୍ଚନଙ୍କ ସହ ତାଙ୍କର ସ୍ପେଶିଆଲ ବଣ୍ଡିଂ ରହିଛି। ତେବେ ଏହାରି ଭିତରେ…
ବଜେଟ୍ ପୂର୍ବରୁ ମନମୋହନଙ୍କୁ ଭେଟିଲେ ସୀଥାରମଣ
ନୂଆଦିଲ୍ଲୀ,୨୭।୬: ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ତାଙ୍କ ବାସ ଭବନରେ ଗୁରୁବାର ସାକ୍ଷାତ୍ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍କାର ବୋଲି କୁହାଯାଉଛି। ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସୀଥାରମଣ…
କୁଲଗାମ୍ରେ ବିସ୍ଫୋରଣ: ଜଣେ ମୃତ
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ୍ରେ ଗୁରୁବାର ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚୁଡେର ଗାଁରେ ଏକ ଦୋକାନ ଘରେ ଏହି ବିସ୍ଫୋରଣ…
୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ
ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ ଇଂଲଣ୍ଡରେ ବିଭିନ୍ନ ଯାଗା ବୁଲି ମଜା ମଧ୍ୟ ଉଠାଉଛନ୍ତି। ବୁଧବାର ୧୧୯ବର୍ଷ ପୁରୁଣା ଗାଡି…
Archives


