Home

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନ ଜଜ୍‌ ଶିଶିର କୁମାର ରଥ ଯୋଗଦେଇ…

ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ୨୬।୮: ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ ହୋଇଯାନ୍ତୁ। ଏଣିକି ଧରାପଡିଲେ ମୋଟା ଅଙ୍କରେ ଜରିମାନା ଦେବା ପଡିବ। ଏନେଇ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ବିନା ଟିକେଟରେ ଯାତ୍ରା କରୁଥିଲେ ଯାତ୍ରୀଙ୍କଠାରୁ ୫୦୦ରୁ…

ସ୍ତ୍ରୀଙ୍କଠାରୁ ବି ଏହି ଖେଳାଳିଙ୍କ ‘କିସ୍‌’ ମୋତେ ଖାସ୍‌ ଲାଗିଲା: ବେନ ଷ୍ଟୋକ୍ସ

ଲିଡ୍ସ, ୨୫ା୮:ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମ୍ୟାଚ୍‌ ପରେ ସାଥୀ ଖେଳାଳି ଜ୍ୟାକ୍‌ ଲିଚ୍‌ ଦେଇଥିବା ଚୁମ୍ବନ ସବୁଠୁ ଖାସ୍‌ ଥିଲା।…

ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗାକୁ ନେଇ କୋଏମ୍ବାଟୁର ବସ୍‌ଷ୍ଟାଣ୍ଡରେ ପଥରମାଡ଼

କୋଏମ୍ବାଟୁର,୨୬।୮: ତାମିଲନାଡୁରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିବା ପରେ ଉତ୍ତେଜନା ଥମିବାର ନାଁ ନେଉନି। ଏନେଇ ସୋମବାର କୋଏମ୍ବାଟୁରର ବସ୍‌ଷ୍ଟାଣ୍ଡରେ ଏକ ତାମିଲ ସମ୍ପ୍ରଦାୟ ପକ୍ଷରୁ ପଥରମାଡ଼ କରାଯାଇଛି। ଏହି ଘଟଣାରେ ଦୁଇଟି ବସ୍‌ର କାଚ ଭାଙ୍ଗିଯାଇଛି। ଗୋଟିଏ…

ତାଳସାରି ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ଜିଲାପାଳ, ଏସ୍‌ପିଙ୍କୁ ଘେରିଲେ ଭୋଗରାଇବାସୀ

ଭୋଗରାଇ, ୨୬।୮( ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇର ତାଳସାରି ମେରାଇନ ଥାନା ଅଧୀନ ବହୁ ଚର୍ଚ୍ଚିତ ନାବାଳିକା ଛାତ୍ରୀ ଅଶ୍ଳୀଳ ଭିଡିଓ ଭାଇରାଲ ଓ ବ୍ଲାକ୍‌ମେଲିଂ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୋଗରାଇ ବୁଦ୍ଧିଜୀବୀ ସଂଗଠନ ପକ୍ଷରୁ ସୋମବାର ଜିଲାପାଳ…

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ: ରମାଦେବୀ ବିଶ୍ୱବିଦ୍ୟାଳୟ ଗେଟ୍‌ରେ ତାଲା, ଅରୁଣଙ୍କ ଫଟୋରେ କଳା ବୋଳିଲେ ଛାତ୍ରୀ

ଭୁବନେଶ୍ୱର,୨୬।୮(ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରିବା ପ୍ରତିବାଦରେ ସୋମବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗେଟ୍‌ରେ ଛାତ୍ରୀମାନେ ତାଲା ପକାଇଛନ୍ତି। ଏଥିସହ କଲେଜ ଗେଟ୍‌ ସମ୍ମୁଖରେ ବିକ୍ଷୋଭ କରିବା ସହ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ନିର୍ବାଚନ ବନ୍ଦ ପାଇଁ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଆସନ୍ତା ୨୯ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ହେବ ବୋଲି କୁହାଯାଉଛି। ଏହି ଗସ୍ତ…

ଓ୍ବାଟରପ୍ରୁଫ୍‌ ମୋଜା

ମୋଜା, ପୁଣି ଓ୍ବାଟରପ୍ରୁଫ୍‌-ଏ କଥାକୁ ହୁଏ ତ ଅନେକେ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ହେଲେ ସେପରି ଏକ ମୋଜା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି। ଏଭଳି ମ୍ୟାଜିକ୍‌ ମୋଜାକୁ ଜାପାନର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି। ବିଶେଷଭାବରେ ବର୍ଷାଦିନେ…

ଲ୍ୟୁକେମିଆର ସହଜ ଚିକିତ୍ସା

ଲ୍ୟୁକେମିଆ ରୋଗୀଙ୍କ ପାଇଁ ଖୁସି ଖବର। ଏହି ରୋଗର ଏକ ସରଳ ଚିକିତ୍ସା ପ୍ରଣାଳୀ ନିକଟରେ ଉଦ୍ଭାବିତ ହୋଇଛି। ଦୀର୍ଘ ୫ବର୍ଷ ଗବେଷଣା କରି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏପରି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ମଣିଷ ଶରୀରରେ ଏପରି ଏକ ସ୍ବତନ୍ତ୍ର…

ପଲିଥିନ୍‌ ନ ମିଳିବାରୁ ରାଜପଥ ଅବରୋଧ କଲେ ଲୋକେ : ଗମନାଗମନ ବାଧାପ୍ରାପ୍ତ

ଲୋଇସିଂହା,୨୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗରିବ, ଅସହାୟମାନଙ୍କୁ ମାଗଣା ପଲିଥିନ୍‌ ନ ମିଳିବାରୁ ସେମାନେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ରାଜପଥ ସୋମବାର ଅବରୋଧ କରିଛନ୍ତି। ପଲିଥିନ୍‌ ବଣ୍ଟନ ପାଇଁ ତହସିଲ ପକ୍ଷରୁ ସୋମବାରକୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର…

ପି.ଭି. ସିନ୍ଧୁଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ

ବଲିଉଡରେ ଏବେ ବାଓପିକ୍‌ ଟ୍ରେଣ୍ଡ୍‌ ଚାଲିଛି। ବିଭିନ୍ନ ସେଲିବ୍ରିଟିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ। ନିକଟରେ ଅନେକ ଖେଳାଳିଙ୍କ ଜୀବନୀକୁ ନେଇ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଛି। ଏବେ ଏହି ରେସ୍‌ରେ ସାମିଲ ହେବାକୁ ଯାଉଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି…

ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଞ୍ଚଳିକ ପରିବହନ ଅଫିସ ନିକଟରେ ଥିବା ମୋବାଇଲ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍‌ ଚୋରି ହୋଇଛି। ଏ ନେଇ ସୋମବାର ଟାଉନ ଥାନାରେ ଦୋକାନ ମାଲିକ ଭାଗବତ ପ୍ରଧାନ(୩୫) ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?