Home

୫ ଦିନ ପରେ ବାଜିବ ରେଭେନ୍‌ଶା ରେଡ଼ିଓ: କଟକ ଶୁଣୁଥିଲା, ଏବେ ଭୁବନେଶ୍ୱର ଶୁଣିବ

କଟକ ଅଫିସ,୩୦ା୬: ଆଉ ୫ ଦିନ ପରେ ବାଜିବ ରେଭେନ୍‌ଶା ରେଡିଓ। ୪ବର୍ଷ ଧରି ଖତ ହୋଇ ପଡ଼ିବା ପରେ ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁନଃକାର୍ଯ୍ୟକ୍ଷମ କରିବାର ସଫଳ ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ କଟକବାସୀ ନୁହେଁ ଏଥର ରେଭେନ୍‌ଶା ରେଡିଓର…

ରଥଯାତ୍ରାକୁ ଆଉ ୪ଦିନ ବାକି: ଅଶାନ୍ତ ହେଲା ପୁରୀ ସହର; ତେଜରାତି ଦୋକାନୀଙ୍କୁ ଗୁଳିମାଡ଼

ପୁରୀ ଅଫିସ,୩୦ା୬: ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ…

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଚାର୍ଜଶିଟ୍‌ରେ ମୃତ ପେହଲୁଙ୍କ ନାଁ ଥିବା କୁହାଯାଉଥିବାବେଳେ…

୨୬ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ। ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ…

୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର

ଲଣ୍ଡନ,୩୦ା୬(ଆଇଏଏନ୍‌ଏସ୍‌): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍‌ ଅଲ୍‌ ହୁସେନ୍‌ ୩୧ ନିୟୁତ ପାଉଣ୍ଡ ଓ ନିଜର ଦୁଇ ପିଲାଙ୍କୁ ଧରି ୟୁନାଇଟେଡ ଆରବ ଏମିରେଟ୍ସ…

ମାର୍କ ଟୁଲିଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ଲଣ୍ଡନ,୩୦ା୬(ପି.ଟି.):ବିଶିଷ୍ଟ ବ୍ରିଟେନ ଖବରଦାତା ସାର୍‌ ମାର୍କ ଟୁଲିଙ୍କୁ ବ୍ରିଟିଶ-ଭାରତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଜୀବନବ୍ୟାପୀ ସଫଳତା ପୁରସ୍କାର’ ମିଳିଛି। ଟୁଲି ବିବିସିର ପୂର୍ବତନ ବ୍ୟୁରୋ ଚିଫ୍‌ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଭାରତରେ ରହି ସେ ତାଙ୍କ କର୍ମ ସୁଚାରୁ…

ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ଙ୍କ ପରଲୋକ

ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍‌ସର ପୀଡିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ପରିବାର ପକ୍ଷରୁ କୁହାଯାଇଛି। କିମ୍ବଦନ୍ତୀ ନିର୍ଦ୍ଦେଶକ ହରିହରନ୍‌ଙ୍କ ସହିତ ସେ…

କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲା : ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା

ଚଣ୍ଡିଗଡ଼, ୩୦ା୬ (ପି.ଟି.): ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲାରେ ଶନିବାର ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର କୌଶଲ୍‌ଙ୍କ ସ୍ତ୍ରୀ ରୋଶ୍‌ନୀ ଓ ତାଙ୍କ ଚାକର ନରେଶ ଅଛନ୍ତି । ରୋଶ୍‌ନୀ ଓ ନରେଶ…

ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନାରେ ମନମୁଖି କାର୍ଯ୍ୟ: ଖାଲିପଡ଼ିଛି ୩୬ ଅଧ୍ୟାପିକା ଅଧ୍ୟାପକ ପଦବୀ; ୮୦ ପରିବର୍ତ୍ତେ ଅଛନ୍ତି ୪୪

ଯାଜପୁରରୋଡ,୩୦ା୬(ନି.ପ୍ର.)- ଯାଜପୁରରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦିନରେ ଏହି ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୁନାମ ଅର୍ଜନ କରିଥିଲା। ଏହି ମହାବିଦ୍ୟାଳୟ ୧୯୬୬ରେ ପ୍ରତିଷ୍ଠା ହୋଇଥିଲା।…

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍‌ମାନ ଯୁବକଙ୍କୁ ମାଡ଼

କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ ଜଣକ ଏହା ନ କହିବାରୁ ତାଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ପୋଲିସ କହିଛି।…

ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ ଜୋତା ଫିଙ୍ଗିଛନ୍ତି। ଜିଲା ସେସନ୍ସ ଜଜ୍‌୍‌ ରାଜେଶ ଗୁପ୍ତାଙ୍କ କୋର୍ଟରେ ଶୁକ୍ରବାର ଏହି ଶୁଣାଣି…

ପ୍ୟାରିସ୍‌ ଜଳବାୟୁ ଚୁକ୍ତି: ଆମେରିକା ବ୍ୟତୀତ ସବୁ ଜି୨୦ ରାଷ୍ଟ୍ରଙ୍କ ସମର୍ଥନ

ଓସାକା,୩୦ା୬(ପି.ଟି): ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଶନିବାର ଜି-୨୦ ରାଷ୍ଟ୍ରଗୋଷ୍ଠୀର ୧୯ ସଦସ୍ୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। କେବଳ ଆମେରିକା ଏହାକୁ ସମର୍ଥନ କରିନାହିଁ। ଜାପାନର ଓସାକା ସହରରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri