ଧରାପଡ଼ିଲେ ଡକାୟତ, ବନ୍ଧୁକ ଓ ଭୁଜାଲି ଜବତ
ତିହିଡ଼ି,୨୫ା୫(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରୁ ତିହିଡ଼ି ପୋଲିସ ଶୁକ୍ରବାର ରାତିରେ ଜଣେ ଡକାୟତଙ୍କୁ ଧରିଛି। ସେହି ଡକାୟତଙ୍କ ନାଁ ଦୀପକ ନାୟକ ଓରଫ କାଳିଆ। ପୋଲିସ ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଭୁଜାଲି ଜବତ…
ଫିଲ୍ମ ଅପେକ୍ଷା ରିଲେସନଶିପ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି
ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ ଉଭୟ ଉଭୟଙ୍କ ପାଇଁ ସେତିକି ନିକଟତର ହେଲେଣି। ରଣବୀରଙ୍କ ମାତା ନୀତୁ କପୁର ଆଲିଆଙ୍କୁ…
ପ୍ରଥମଥର ରାଜନୀତିରେ ପାଦ ଦେଇ ବାଜି ମାରିଲେ ଏହି ଦୁଇ ଅଭିନେତ୍ରୀ
କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଏଥର ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଅଭିନେତା ପ୍ରଥମଥର ରାଜନୀତିରେ ପାଦ ଥାପି ନିର୍ବାଚନ ଲଢ଼ି ବିଜୟ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ…
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ସଲମାନ୍
୧୭ତମ ସାଧାରଣ ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିଛି। ସମଗ୍ର ଦେଶବାସୀ ଭାଜପାର ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ର ଅଭିନେତା ଅଭିନେତ୍ରୀମାନେ। ପୂର୍ବରୁ ଅଜୟ ଦେବଗନ, ସୋଫି ଚୌଧୁରୀ, ବରୁଣ…
ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା
ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ପ୍ରଥମ ଥର ଲାଗି କଂଗ୍ରେସ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛି। ଏଣୁ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି…
ବଧୂହତ୍ୟା ଅଭିଯୋଗ
ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେଇଥିବା ନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୮୧/୧୯)…
ରାହୁଲଙ୍କ ଚୌକିଦାର, ରାଫାଲ ସ୍ଲୋଗାନ ବିଫଳ: ୨୦୧୪ ତୁଳନାରେ ୧୧ଟି ଅଧିକ ଆସନରେ ଜିତିବ କଂଗ୍ରେସ
ନୂଆଦିଲ୍ଲୀ,୨୩ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ଏବଂ ରାଫାଲ ସ୍ଲୋଗାନ ବିଫଳ ହୋଇଛି। ନ୍ୟାୟ ଯୋଜନା ମଧ୍ୟ ଦଳ ପାଇଁ ଭୋଟ ସଂଗ୍ରହ କରିବାରେ ବିଫଳ ହୋଇଛି। ସବୁଠୁ ବଡ଼ କଥା ହେଲା ୬ ମାସ ପୂର୍ବେ ତିନୋଟି ପ୍ରମୁଖ…
ପାଲଲହଡ଼ାରେ ମୁକେଶ ପାଲ ବିଜୟୀ
ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭୋଟ ଗଣତି ଶେଷ ହୋଇଛି। ବିଜେଡିର ମୁକେଶ ପାଲ ୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି।
ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ ଥର…
ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ
ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ ବିଧାନସଭା ଏବଂ ଲୋକ ସଭାରେ ବିଜେଡି ବିରୋଧୀ ଭାଜପା ଏବଂ କଂଗ୍ରେସଠାରୁ ଢେର୍ ଆଗୁଆ…
ଓଡ଼ିଶା ବିଧାନସଭା ଟ୍ରେଣ୍ଡ୍: ବିଜେଡି ୭୫, ଭାଜପା ୨୩, କଂଗ୍ରେସ ୯ଟି ଆସନରେ ଆଗୁଆ
ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୧୦୮ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ୭୫ଟି ଆସନରେ ବିଜେଡି ଆଗରେ ରହିଥିବାବେଳେ ଭାଜପା ୨୩ଟି, କଂଗ୍ରେସ ୯ଟି ଏବଂ ଅନ୍ୟାନ୍ୟ…
ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍: ବିଜେଡି ୯, ଭାଜପା ୬ରେ ଆଗୁଆ
ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି। ଏଥିରେ ୯ଟି ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ଭାଜପା ୬ଟିରେ ଆଗରେ ରହିଛି।…
Archives


