Home

ଅପରାଜିତାଙ୍କୁ ଅରୂପଙ୍କ ଜବାବ: ‘ସେ ଟ୍ରେନିଂରେ ‘୫-ଟି’ ଶିଖିଥିବେ, ମୁଁ କେବଳ ପରେଡ୍‌ ଶିଖିଛି’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ସହ ଆଇଏଏସ୍‌ ପ୍ରଶିକ୍ଷଣ ସମୟରେ ଏ ସମ୍ପର୍କରେ ପଢ଼ାଯାଇଥାଏ ବୋଲି ଗୁରୁବାର ମତ ରଖିଥିଲେ ଏମ୍‌ପି ତଥା ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଏହାର ଜବାବ ରଖିଛନ୍ତି ବିଜେଡି ନେତା ତଥା…

ରେଡ୍‌ ଲେଡି : କେଶଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର

ଜୋରିକା ରିବରନିକ୍‌ଙ୍କୁ ବୋସନିଆର ଲୋକେ ରେଡ୍‌ ଲେଡି ନାମରେ ଜାଣନ୍ତି। କାରଣ ତାଙ୍କ କେଶଠାରୁ ଆରମ୍ଭ କରି ପୋଷାକ ଏପରିକି ଘରର ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର। ଜୋରିକାଙ୍କୁ ଲାଲ୍‌ ରଙ୍ଗ ବହୁ ପସନ୍ଦ। ସେ ଚାହାନ୍ତି ତାଙ୍କର ଆଖପାଖ…

ବାଗ୍‌ଦାଦି ନିଜ ଜୀବନ ବଞ୍ଚାଇବା ପାଇଁ ୬୭ ହଜାର ଡଲାରରେ କିଣିଥିଲେ ଶତ୍ରୁକୁ; ବିଶ୍ୱାସଘାତକତା କଲେ ବିଶ୍ୱସ୍ତ

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ନିଜ ଜୀବନ ବଞ୍ଚାଇବା ପାଇଁ ଶତ୍ରୁ ସଂଗଠନ ହୁର୍ଶସ ଅଲ୍‌ ଦିନ୍‌ ସଦସ୍ୟଙ୍କୁ ୬୭ ହଜାର ଡଲାରରେ କିଣିଥିଲେ। ଏହି ସଂଗଠନ ସଦସ୍ୟ ବାଗ୍‌ଦାଦିଙ୍କ ସମ୍ପର୍କିତ…

‘୫-ଟି’କୁ ପୁଣି ଅପରାଜିତାଙ୍କ କଟାକ୍ଷ: ‘ଏହା ଅଭିନବ ପଦକ୍ଷେପ ନୁହେଁ, ବହୁତ ପୁରୁଣା କଥା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ପୁଣି ଥରେ ସମାଲୋଚନା କରିଛନ୍ତି ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ। ଗୁରୁବାର ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା କଟାକ୍ଷ କରି କହିଛନ୍ତି,…

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ ଯିବାକୁ ପଡିଛି। ସୂଚନାଯୋଗ୍ୟ, ବୁଧବାର ଆଜୀବନ କାରାଦଣ୍ଡ ଭୋଗୁଥିବା ମନଦୀପ ସିଂଙ୍କ ବିବାହ ଥିଲା।…

ନିର୍ଭୟା ଗଣ ବଳାତ୍କାର: ରାଜକ୍ଷମା ଆବେଦନ ପାଇଁ ଦୋଷୀଙ୍କୁ ୭ ଦିନ ସମୟ; ଏହା ପରେ ଜାରି ହେବ କଳା ପରଓ୍ବାନା

ନୂଆଦିଲ୍ଲୀ,୩୧।୧୦: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଦୋଷୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବେ। ଏହି ନୋଟିସ୍‌ର ସମୟ ସୀମା ନଭେମ୍ବର ୪ରେ…

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସମାଧାନର ବାଟ ନ…

୧୫ ଦିନ ମଧ୍ୟରେ ଡେଙ୍ଗୁ କବଳରେ ଚାଲିଗଲା ପୂରା ପରିବାରର ଜୀବନ: କେବଳ ନବଜାତ ଶିଶୁ ଜୀବନ୍ତ

ହାଇଦ୍ରାବାଦ,୩୧।୧୦: ତେଲେଙ୍ଗାନାର ମଞ୍ଚେରିୟଲ ଜିଲାରେ ରହୁଥିବା ଏକ ପରିବାର ୧୫ଦିନ ମଧ୍ୟରେ ଡେଙ୍ଗୁ କବଳକୁ ଚାଲିଯାଇଛନ୍ତି। କଥାଟା ବିଶ୍ୱାସ ନ ହେଲେ ବି ସତ। ସୂଚନାଯୋଗ୍ୟ, ପରିବାରରେ ପ୍ରଥମେ ରାଜଗଡ୍ଡୁ(୩୦)ଙ୍କୁ ଡେଙ୍ଗୁ ହୋଇଥିଲା। ଶିକ୍ଷକ ଭାବେ କାମ କରୁଥିବା ରାଜଗଡ୍ଡୁଙ୍କୁ ଡେଙ୍ଗୁ…

କ୍ରିତିଙ୍କୁ କ’ଣ ଭଲ ଲାଗେ

ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ ବସି ଏହାକୁ ମନଭରି ଉପଭୋଗ କରନ୍ତି। କେବଳ ଅଭିନୟ ନୁହେଁ, ବକ୍ସିଂ ପ୍ରାକ୍ଟିସ୍‌ କରିବାକୁ…

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା ୫୦-୫୦ ଅଙ୍କକୁ ନେଇ ଅଡି ବସିଥିବା ବେଳେ ଭାଜପା ସରକାର ଗଠନ କରିବାକୁ ଦୃଢୋକ୍ତି…

ଜାତୀୟ ଏକତା ଦିବସ : ଦେଶର ଏକତା, ଅଖଣ୍ଡତା ଅକ୍ଷୁଣ୍ଣ ରଖିବାକୁ ଶପଥ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ପ୍ରଜ୍ଞା ପାରମିତା ଜେନାଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷା…

ଜମ୍ମୁ-କଶ୍ମୀରର ପ୍ରଥମ ନାଗରିକ ଗିରିଶ

ଶ୍ରୀନଗର,୩୧।୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ୧୯୮୫ ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶଙ୍କୁ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?