Home

‘ମୁଁ ୨୦ ପ୍ରତିଶତ ରାଜନୀତି, ୮୦ ପ୍ରତିଶତ ସମାଜସେବା କରେ’-ନୀତିନ୍‌ ଗଡ୍‌କରୀ

ନୂଆଦିଲ୍ଲୀ, ୧୮।୬: ମୁଁ ୨୦ ପ୍ରତିଶତ ରାଜନୀତି, ବାକି ୮୦ ପ୍ରତିଶତ ସମାଜସେବା କରେ ବୋଲି କହିଛନ୍ତି ସଡ଼କ, ପରିବହନ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ୍‌କରୀ। ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତା ଏବଂ ସ୍ବାଧୀନତା ଆନ୍ଦୋଳନରେ ଶହୀଦ...

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌ ସିଧା ଛାତ ସହ ଧକ୍କା ହୋଇଥିଲେ। ଫଳରେ ତାଙ୍କ ହାତରେ ଥିବା ସବୁ...

ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ ଦେଇଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆସ୍ଥିତ ୟୁନିଭର୍ସିଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆର ବିଶେଷଜ୍ଞ ଦାବି କରିଛନ୍ତି,...

ଯେଉଁଠି ପୁରୁଷଙ୍କୁ ପରଦା ପଛରେ ଲୁଚି ରହିବାକୁ ପଡେ

ଶୀର୍ଷକ ପଢ଼ି ଚିନ୍ତାରେ ପଡ଼ିଯିବେଣି।କାହିଁ କେଉଁ କାଳରୁ ପୁରୁଷ ପ୍ରଧାନ ସମାଜକୁ ସମସ୍ତେ ମାନିଆସିଛନ୍ତି। ଏବେ ବି ଅଧିକାଂଶ ସ୍ଥାନରେ ପୁରୁଷଙ୍କ ଦବଦବା ରହିଆସିଛି। ମହିଳା ତ କେବଳ ନାମକୁ ମାତ୍ର ଚରିତ୍ର। ମହିଳା ଯେତେ ସଫଳତାର ପାହାଚ ଅତିକ୍ରମ...

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲଜିପି)ଏମ୍‌ପି ଚିରାଗ ପାଶଓ୍ବାନ। ଚିରାଗ ହୋଟେଲରେ ମସ୍ତି କରୁଥିବା ଭିଡିଓ ସୋସିଆଲ ମିଡିଆରେ...

ବଦଳିଲା ‘ବାୟୁ’ର ଗତିପଥ: ଆଶ୍ୱସ୍ତ ହେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ,୧୮।୬: ଗୋଟିଏ ପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ତା’ର ଗତିପଥ ବଦଳାଇ ପୁଣି ଗୁଜରାଟ ମୁହାଁ ହୋଇଥିବା ବେଳେ ଅନ୍ୟପଟେ ଏହାର ପ୍ରଭାବରେ ଦେଶର କିଛି ଅଂଶରେ ବର୍ଷା ହୋଇ ଯାଇଛି। ପ୍ରବଳ ଗ୍ରୀଷ୍ମରେ ଆଉଟୁ ପାଉଟୁ ହେଉଥିବା ରାଜଧାନୀବାସୀ...

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ୪ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ...

ବିରାଟ କୋହଲିଙ୍କ ଦରମା ଯେତିକି, ୩୨ ଜଣ ପାକିସ୍ତାନ ଖେଳାଳିଙ୍କ ଦରମା ସେତିକି

ନୂଆଦିଲ୍ଲୀ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ବୃହତ୍‌ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହଁି ପାକିସ୍ତାନ। ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିଙ୍କ ପର୍ଯ୍ୟନ୍ତ ସମେସ୍ତ ଦଳ ଉପରେ...

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ସେ...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀ ହାଣ ମୁହଁରେ ପଡ଼ିଛନ୍ତି। ସେମାନଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେଟିଭ୍‌...

କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ ଓ ପୁତୁରା ପୋଲିସ କର୍ମଚାରୀଙ୍କୁ କଲେ ଗୁଳି

ଭୋପାଳ,୧୮।୬: ମଧ୍ୟପ୍ରଦେଶ ନରସିଂହପୁର ଜିଲା ଗୋଟେଗାଓ୍ବଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପୁଅ ଏବଂ ପୁତୁରା ଗୁଳି କରିଛନ୍ତି। ମନ୍ତ୍ରୀଙ୍କ ପୁଅ ପ୍ରବଳ ପଟେଲ...

କଂଗ୍ରେସର ନୂଆ ରଣନୀତି: ଅଧିର ରଞ୍ଜନ ଚୌଧୁରୀ ଲୋକ ସଭା ନେତା ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ପକ୍ଷରୁ ଲୋକ ସଭାରେ ନେତା ପାଇଁ ପଶ୍ଚିମବଙ୍ଗର ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଏହି ପଦ ନେବାକୁ ମନା କରିବାରୁ କଂଗ୍ରେସ ବୈଠକରେ ଅଧିରଙ୍କ ନାମ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri