Home

ସକାଳେ ଗ୍ଲାସେ କମଳା ରସ…

ସକାଳେ ଗ୍ଲାସେ କମଳା ରସ ପିିଇଲେ ଅନେକ ଫାଇଦା ମିଳିଥାଏ । ଏଥିରେ ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’ , ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ ରହିଛି। କମଳା ରସ ଶରୀରକୁ ଫୂର୍ତ୍ତି...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗଛ ନିକଟରେ...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା ଦ୍ୱାରା କ୍ୟାନସର୍‌ରୁ ରକ୍ଷା ମିଳିଥାଏ। ଗବେଷଣା ଅନୁସାରେ, ସପ୍ତାହକୁ ଅତିକମ୍‌ରେ ୧୦ଥର ଟମାଟୋ...

ବଜେଟ ପୂର୍ବରୁ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଭେଟିବେ ନିର୍ମଳା ସୀତାରାମନ

ନୂଆଦିଲ୍ଲୀ, ୨୦।୬: ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବଜେଟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା...

ଏବେ ବି ସୁସ୍ଥ ଅଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୁମ୍ଭୀର ‘ମୁଜା’

ଆମେରିକାର ବେଲଗ୍ରେଡ ଚିଡ଼ିଆଖାନାକୁ ଆସିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୁମ୍ଭୀର ‘ମୁଜା‘। ଆଶ୍ଚର୍ଯ୍ୟର କଥା କୁମ୍ଭୀରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ନିଜ ପ୍ରଜାତିଙ୍କ ମଧ୍ୟରେ ଏହା ସବୁଠୁ ବୟସ୍କ। ବୟସ ୮୦ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସମସ୍ୟା...

କଏଦୀ ପିତାଙ୍କ ସହ ଜେଲରେ ରହୁଥିଲେ ଶିଶୁ: ଜିଲାପାଳ ବଦଳାଇଦେଲେ ଜୀବନ

ରାୟପୁର, ୨୦।୬: ଛତିଶଗଡର ବିଳାଶପୁରରେ ଜଣେ ୬ ବର୍ଷର ଝିଅ ଜୀବନ ବଦଳାଇ ଦେଇଛନ୍ତି ଜିଲାପାଳ। ଝିଅଟିର ଜନ୍ମ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ପିତା ଅପରାଧ କରି ଜେଲ ଦଣ୍ଡାଦେଶ ଭୋଗୁଥିବାବେଳେ ଝିଅଟିଏ ଯତ୍ନ ନେବାକୁ କେହି...

ପଲିଥିନ୍‌ ବଣ୍ଟନରେ ଅନିୟମିତତା : ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୨୦ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଶାନ୍ତପୁର ପଞ୍ଚାୟତରେ ଫନି ବାତ୍ୟା କ୍ଷତିଗ୍ରସ୍ତକୁ ପଲିଥିନ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନାଥାଉ କି, ଗତ ବୁଧବାର ଦୁଇ ରାଜସ୍ବ ନିରୀକ୍ଷକଙ୍କ...

ଇନ୍ଦିରା-ନେହେରୁଙ୍କ ବଂଶଜ ଯୋଗକୁ ସମ୍ମାନ ଦେଇନାହାନ୍ତି ବୋଲି ଶାସନ ଗାଦିରୁ ହଟିଲେ

ନୂଆଦିଲ୍ଲୀ, ୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଯୋଗଗୁରୁ ସ୍ବାମୀ ରାମଦେବ ନେହୁର-ଇନ୍ଦିରାଙ୍କ ବଂଶଜଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ନେହୁର ଇନ୍ଦିରାଙ୍କ ବଂଶଜ ଘରେ ଲୁଚିକି ଯୋଗ କରନ୍ତି, କିନ୍ତୁ ଯୋଗକୁ ସମ୍ମାନ ଦିଅନ୍ତି...

ହଠାତ୍‌ ମନ୍ଦିରରେ ଜଳିଗଲେ ମହିଳା: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ହୁବଳି,୨୦।୬: କର୍ନାଟକର ହୁବଳିରୁ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଉକ୍ତ ସହରରେ ଥିବା ବିଶ୍ୱନାଥ ମନ୍ଦିରରେ ଜଣେ ମହିଳା ପୂଜା କରୁଥିବା ସମୟରେ ହଠାତ୍‌ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ତାଙ୍କ ପୁରା...

ସ୍କୁଲରେ ୧୦ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ନିସ୍ତୁକ ପିଟିଲେ ଶିକ୍ଷକ: ଭିଡ଼ିଓ ଭାଇରାଲ

ଡୋଡା,୨୦।୬: ଜମ୍ମୁ-କଶ୍ମୀର ଡୋଡା ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଗୁଜର ବଖେରଓ୍ବାଲ ବାଳକ ଛାତ୍ରାବାସର ଛାତ୍ରମାନେ ୧୦ ମିନିଟ୍‌ ବିଳମ୍ବରେ ସ୍କୁଲରେ ପହଞ୍ଚିବାରୁ ସେମାନଙ୍କୁ ଶିକ୍ଷକ ନିସ୍ତୁକ ପିଟିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି।...

ଲଣ୍ଡନରେ ତୈମୁରଙ୍କୁ ୧୨ଘଣ୍ଟା ପାଇଁ ଛାଡି ମୁମ୍ବାଇ କାହିଁକି ଆସିଲେ କରୀନା

ମୁମ୍ବାଇ: ବଲିଉଡ୍‌ ବେବୋ ଏବେ ନିଜ ପରିବାରଙ୍କ ସହ ୟୁରୋପରେ ହଲିଡେ କଟାଉଛନ୍ତି। କରୀନା କପୁର, ସୈଫ ଅଲ୍ଲୀ ଖାଁ, ତୈମୁରଙ୍କ ସମେତ କରିସ୍ମା ଓ ତାଙ୍କର ୨ପିଲାଙ୍କ ସହ ଛୁଟି କଟାଉଥିବା ଫଟୋରେ ଦେଖିବାକୁ ମିଳିଛି। ହେଲେ ଏହାରି...

ଭାରତ-ପାକିସ୍ତାନ ସୀମା ମଧ୍ୟରେ ରହିଛି ବାବା ଦିଲ୍ଲୀପ୍‌ ସିଂଙ୍କ ଦରଘା: ଆସନ୍ତି ଦୁଇଦେଶର ଶ୍ରଦ୍ଧାଳୁ

ଜମ୍ମୁ,୨୦।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଜମ୍ମୁରେ ଥିବା ବାବା ଦିଲ୍ଲୀପ ସିଂଙ୍କ ଦରଘାକୁ ଉଭୟ ଦେଶର ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତିବର୍ଷ ଜୁନ୍‌ ମାସରେ ଏଠାରେ ମେଳା ବସିଥାଏ। ଚଳିତ ବର୍ଷ ଜୁନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri