Home

ଅମ୍ପାୟାରଙ୍କ ଆଗରେ ହାତ ଯୋଡି ଟ୍ରୋଲ୍‌ ହେଲେ ବିରାଟ

ସାଉଥାମ୍ପ୍ଟନ,୨୩।୬:ଚଳିତ ବିଶ୍ୱକପରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚରେ ଭାରତ ୧୧ ରନ୍‌ରେ ଜିତିଥିଲେ ମଧ୍ୟ ଆଫଗାନିସ୍ତାନ ଦଳ ସମସ୍ତଙ୍କ ହୃଦୟ ଜିତିଛି।...

ମାୟାବତୀଙ୍କ ବଂଶବାଦ: ଭାଇ ପୁତୁରାଙ୍କୁ ଗୁରୁ ଦାୟିତ୍ୱ

ଲକ୍ଷ୍ନୌ,୨୩।୬: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଅଧ୍ୟକ୍ଷତାରେ ରବିବାର ଦଳୀୟ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠୀତ ହୋଇଯାଇଛି। ବୈଠକରେ ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ ମାୟାବତୀ ବଂଶବାଦକୁ ପୁଣି ଗୁରୁତ୍ୱ ଦେଇଥିବା କୁହାଯାଉଛି। ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ...

ମୋଦିଙ୍କୁ ଭେଟିବା ପାଇଁ ସଂସଦ ବାହାରେ ଅପେକ୍ଷା କରିଥିଲେ ଏହି ୮ବର୍ଷର ଝିଅ: ଜାଣନ୍ତୁ କାହିଁକି?

ଚେନ୍ନାଇ, ୨୩।୬: ଗ୍ଲୋବାଲ ଓ୍ବାର୍ମିଂ ବା ବିଶ୍ୱତାପମାନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗ୍ଲୋବାଲ ଓ୍ବାର୍ମିଂରୁ ଦେଶକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ୮ ବର୍ଷର ଲାଇସିପ୍ରିୟା କାଙ୍ଗଜୁମ। ଏକ ସନ୍ତୁଳିତ ପରିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ...

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ ଇରାନ୍‌ର ଗୁପ୍ତଚର ସଂସ୍ଥା ଉପରେ ମଧ୍ୟ ଆମେରିକା ସାଇବର ଆଟାକ୍‌ କରିଥିବା କୁହାଯାଉଛି।...

ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି ମିଳିବ। ଭାରତୀୟ ପନିପରିବା ଓ ଫଳରେ ବିଭିନ୍ନ ରସାୟନିକ ପଦାର୍ଥ ଥିବା ଅଭିଯୋଗ...

ଲିଭ୍‌ଇନ୍‌ରେ ରହୁଥିବା ଯୋଡ଼ା: ଜୀବିତ ଥିବାବେଳେ ନିର୍ଯାତନା; ମୃତ୍ୟୁପରେ ଅନ୍ତିମ ସଂସ୍କାର ମନା

ରାଞ୍ଚି,୨୩।୬: ଅର୍ଥାଭାବରୁ ବିବାହ ନ କରି ଭୋଜି ନ ଦେଇ ଲିଭ୍‌ଇନ୍‌ରେ ରହୁଥିବା ଝାଡଖଣ୍ଡର ଜନଜାତି ସମ୍ପ୍ରଦାୟଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ଏଭଳି ମହିଳାଙ୍କୁ ଏଠାରେ ସିନ୍ଦୂର ତଥା ଚୁଡି ପିନ୍ଧିବାକୁ ବାରଣ କରାଯାଇଥାଏ। ସେହିପରି ପୁରୁଷଙ୍କୁ ଗାଁର କୌଣସି...

ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ

ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ ଚିଠି ଲେଖିଥିଲେ। ଏବେ ଗୋଗୋଇ ମୋଦିଙ୍କୁ ରିମାଇଣ୍ଡର ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ...

ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ ମଧ୍ୟରେ ରୋଷେଇ କରି ଖାଇବା ପ୍ରସ୍ତୁତ କରୁଥିବାବେଳେ ଉକ୍ତଦିନ ପୁରୁଷୋତ୍ତମପୁର ତହସିଲଦାର ଅରୁଣ...

ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ

ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ ସବ୍‌ ଇନ୍ସପେକ୍ଟର ଓ ୭ ଜଣ ଏଏସ୍‌ଆଇ ରହିଛନ୍ତି। ଜିଲା ପୋଲିସ ମୁଖ୍ୟାଳୟରେ...

ଡକାୟତି ଯୋଜନା ପଣ୍ଡ : ରିଭଲଭର ଜବତ, ୩ ଗିରଫ

ଚୌଦ୍ୱାର, ୨୩ା୬(ଡି.ଏନ୍‌.ଏ.) : ଚୌଦ୍ୱାର ପୋଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ତଳବଜାର ଡେଲ୍‌ଟା...

ଦେଶ ଚାହୁଁଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ ହେଲେ ଅନୁମତି ଦେଲେନି ନେହେରୁ: ନଡ୍ଡା

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ଏହି ଅବସରରେ ନଡ୍ଡା...

ବିଜେଡି – ଭାଜପାକୁ ନରସିଂହଙ୍କ ଟାର୍ଗେଟ : ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ କଂଗ୍ରେସ ପକ୍ଷରୁ ଉଭୟ ଭାଜପା ଓ ବିଜେଡିକୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ଦଳକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri