ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ
ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି ସଦସ୍ୟ ରାଷ୍ଟ୍ରର ବାଣିଜି୍ୟକ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କଳା...
ଭାରତ ସପକ୍ଷରେ ୫୫ ରାଷ୍ଟ୍ର
ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି। ଏହି ଆସନ ଲାଗି ସଦସ୍ୟତା ଅବଧି ୨ ବର୍ଷ। ଆସନ୍ତାବର୍ଷ...
ଧଳାବାଘ ‘ସମ୍ରାଟ’ ଅସୁସ୍ଥ
ବାରଙ୍ଗ,୨୭ା୬(ଡି.ଏନ୍.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳାବାଘ ସମ୍ରାଟ ଅସୁସ୍ଥ ହୋଇପଡ଼ିଛି। ତା’ର ପିଠି ବଙ୍କା ହୋଇରହିବା ସହ ସେ ଛୋଟେଇ ଛୋଟେଇ ଚାଲୁଛି। ଗତ ୩ମାସ ଧରି ଏହାର ନିରାକରଣ ଲାଗି ଡାକ୍ତରମାନେ ପ୍ରଚେଷ୍ଟା କରିଆସୁଥିଲେ ମଧ୍ୟ...
ସବୁ କଏନ୍ର ବୈଧତା ରହିଛି:ଆର୍ବିଆଇ
ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା ଅଗ୍ରାହ୍ୟ ପ୍ରକାଶ ନ କରନ୍ତୁ ବୋଲି ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା...
କୂଟନୈତିକ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ
ନୂଆଦିଲ୍ଲୀ,୨୭ା୬: ଆମେରିକା ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ ବୁଧବାର ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି। ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବୃଦ୍ଧି, ବାଣିଜି୍ୟକ କଟକଣା ହ୍ରାସ ଓ...
ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ବୈଠକ: ଫନୀ ପୁନରୁଦ୍ଧାର କାର୍ଯ୍ୟର ଟଙ୍କା ମିଳୁନି
ଭୁବନେଶ୍ୱର, ୨୭ା୬(ବ୍ୟୁରୋ): ଭୁବନେଶ୍ୱର କଣ୍ଟ୍ରାକ୍ଟର ଆସୋସିଏଶନ ତରଫରୁ ବୁଧବାର ଏକ ହୋଟେଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏସନ ସଭାପତି ଜଗଦୀଶ ପାତ୍ର, ଉପସଭାପତି ଚିନ୍ମୟ ସୱାଇଁ, ସମ୍ପାଦକ ବିଭୁତି ଭୂଷଣ ଜେନାଙ୍କ ସମେତ ପିଏଚ ଏବଂ...
ଗୃହରେ ଭିଡ଼ହିଂସା, ଶିଶୁମୃତ୍ୟୁ ତାତି
ନୂଆଦିଲ୍ଲୀ,୨୭ା୬(ପି.ଟି./ଆଇଏଏନ୍ଏସ୍): ଭାଜପା ଶାସିତ ଝାଡ଼ଖଣ୍ଡସ୍ଥିତ ଷଢ଼େଇକଳା-ଖରସୁଆଁ ଜିଲାର ମୁସ୍ଲିମ୍ ଯୁବକ ତବ୍ରେଜ୍ ଅନ୍ସାରୀଙ୍କୁ ଚୋରି ସନ୍ଦେହରେ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ ପିଟିପିଟି ମାରିଦେବା ଘଟଣାକୁ ନେଇ ବିବାଦ ଥମୁନାହିଁ। ଏହି ଭିଡ଼ହିଂସାର ତାତି ବୁଧବାର...
ଆଲୁମିନିୟମ ପାର୍କ କ୍ଷତିଗ୍ରସ୍ତଙ୍କ ଜରୁରୀ ବୈଠକ : ଗ୍ରହଣ କରିବେ ଆନ୍ଦୋଳନାତ୍ମକ ପନ୍ଥା
ବଅଁରପାଳ, ୨୭।୬ (ଡି.ଏନ୍.ଏ.) – ଆଲୁମିନିୟମ ପାର୍କ ପାଇଁ ଅଧିଗ୍ରହଣ କରାଯାଇଥିବା ଗୋଚର ଜମି ବଦଳରେ ଇଡ୍କୋ କର୍ତ୍ତୃପକ୍ଷ ଏଯାଏ ଅନ୍ୟତ୍ର ଜମି ଦେବାକୁ ପଦକ୍ଷେପ ନେଇ ନ ଥିବାରୁ ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମବାସୀ ଓ ଏହି ଗ୍ରାମ...
ବିବାଦରେ ଅରେଞ୍ଜ ଜର୍ସି
ମାଞ୍ଚେଷ୍ଟର, ୨୭।୬(ପି.ଟି.)- ଚଳିତ ବିଶ୍ୱକପ୍ରେ ଜୁନ ୩୦ରେ ଖେଳାଯିବାକୁ ଥିବା ଏକ ମ୍ୟାଚ୍ରେ ଭାରତ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ଏହି ମ୍ୟାଚ୍ ପୂର୍ବରୁ ଏବେ ଏକ ବିବାଦ ଦେଖିବାକୁ ହୋଇଛି। ଏହି ମ୍ୟାଚ୍ରେ ଭାରତୀୟ...
ସରକାରଙ୍କ ନିୟମକୁ ବେଖାତିର: ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର
ନରାଜ,୨୭ା୬(ଡି.ଏନ୍.ଏ.): ଅକ୍ଟୋବର ୨୦୧୮ରେ ସରକାର ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ। ହେଲେ ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ବ୍ୟବହାର ଓ ବିକ୍ରି ହେଉଥିବା ଦେଖିବାକୁ ମିଳଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ...
ଏନ୍ଆର୍ସିରୁ ଆଉ ଲକ୍ଷେ ବାଦ୍ ପଡ଼ିଲେ
ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ ପ୍ରକାଶିତ ଏନ୍ଆର୍ସି ଚିଠାରୁ ଆସାମର ୪୦ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯାଇଥିବାବେଳେ ଏହାକୁ...
କୃଷକଙ୍କ ସଂଖ୍ୟା ଜାଣିନାହାନ୍ତି ସରକାର
ଭୁବନେଶ୍ୱର,୨୭।୬(ବ୍ୟୁରୋ): କୃଷକଙ୍କ ସଂଖ୍ୟାକୁ ନେଇ ବୁଧବାର ବିଧାନସଭା ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ। ୨୦୧୦ରୁ ଏପର୍ଯ୍ୟସ୍ତ ରାଜ୍ୟରେ କେତେ ଚାଷୀ ଅଛନ୍ତି ଓ କେତେ କମିଛନ୍ତି ତା’ର ଜବାବ...
Archives


