Home

ଅତ୍ୟଧିକ ଶାରୀରିକ ଶ୍ରମ ଭାରତୀୟ ଗ୍ରାମୀଣ ମହିଳାଙ୍କୁ କରୁଛି ରୁଗ୍‌ଣ: ସର୍ଭେ ରିପୋର୍ଟ

ଲଣ୍ଡନ,୨୭।୬: ଅତ୍ୟଧିକ ଶାରୀରିକ ଶ୍ରମ ଯୋଗୁ ଭାରତୀୟ ଗ୍ରାମୀଣ ମହିଳା ରୁଗ୍‌ଣ ହେବାରେ ଲାଗିଛନ୍ତି। ଏହା ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ଏଭଳି ମହିଳାଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟେନ୍‌ର ଇଷ୍ଟ୍‌ ଏଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ...

ମାଗଣା ଟିକେଟ୍‌ ପାଇଁ ଦଳାଚକଟା: ୧୫ ମୃତ

ଆଣ୍ଟାନାନାରିଭୋ,୨୭।୬: ମାଡାଗାସ୍କରର ମହାମାସିନା ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦଳଚକଟା ହେବାରୁ ଅତି କମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ୭୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ସ୍ବାଧିନତା ଦିବସରେ ଆୟୋଜିତ ହେବାକୁ ଥିବା ମନୋରଞ୍ଜନ...

ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: ବନ୍ଦ ହେବ କାକଟପୁର ବ୍ଲକର ୪, ଅସ୍ତରଙ୍ଗ ବ୍ଲକର ୩ ବିଦ୍ୟାଳୟ

କାକଟପୁର,୨୭।୬(ଡି.ଏନ୍‌.ଏ.): ପ୍ରାଥମିକ ବିଦ୍ୟାଳୟରେ ୧୦ରୁ କମ୍‌ ଛାତ୍ରୀଛାତ୍ର ପାଠ ପଢ଼ୁଥିଲେ, ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବନ୍ଦ କରିଦିଆଯାଇଥିବା ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି। ଏପରିକି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ଉପସ୍ଥାନ...

ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି। ଫୋକସ୍‌ ବିଜନେସ୍‌ ନେଟ୍‌ଓ୍ବାର୍କକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି।...

ବିଧାନସଭା ନୂଆ ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଗୁରୁବାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆ ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ପଦ ପାଇଁ ରଜନୀକାନ୍ତଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ...

ବ୍ୟାଗ୍‌ରୁ ମିଳିଲା ୨୧ ଦିନର ଶିଶୁକନ୍ୟା: ଆମେରିକା ପୋଲିସ ଝିଅଟିର ନାଁ ରଖିଲା ‘ଇଣ୍ଡିଆ’

ଓ୍ବାଶିଂଟନ୍‌, ୨୭।୬: ଆମେରିକାର ଜର୍ଜିଆ ସହରରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗରୁ ୨୧ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆମେରିକା ପୋଲିସ ଶିଶୁକନ୍ୟାଟିର ନାମ ‘ଇଣ୍ଡିଆ’ ରଖିଛି। ଶିଶୁଟିର ମା’ଙ୍କୁ ଖୋଜିବା ପାଇଁ ଏକ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ଏକ ଭିଡିଓ ଜରିଆରେ...

ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କଲେ ଭାରତୀୟ ଗବେଷକ

ବେଙ୍ଗାଲୁର୍‌, ୨୭।୬: ଭାରତୀୟ ଗବେଷକ ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ଏହି ଇକ୍ରୋ-ଫେଣ୍ଡଲି ଉତ୍ପାଦ ଲୁହାରେ କଳଙ୍କି ହେବାକୁ ଦେଇ ନ ଥାଏ ବୋଲି ଗବେଷକ ସୂଚନା ଦେଇଛନ୍ତି। ଥିରୁଭାନନ୍ତପୁରମ୍‌ ସ୍ଥିତ ରାଷ୍ଟ୍ରୀୟ ଅନ୍ତର୍ବିଷୟୀ ବିଜ୍ଞାନ ତଥା...

ମମତାଙ୍କୁ ସାଥ୍‌ ଦେବନାହିଁ କଂଗ୍ରେସ-ସିପିଏମ୍‌

କୋଲକାତା, ୨୭।୬: ପଶ୍ଚିମବଙ୍ଗରେ ଭାଜପାକୁ ମାତ୍‌ ଦେବା ପାଇଁ ମମତା ବିପକ୍ଷ ଦଳର ସହଯୋଗ ଲୋଡିଛନ୍ତି। କିନ୍ତୁ କଂଗ୍ରେସ ଏବଂ ସିପିଏମ୍‌ ଏଥିରେ ମମତାଙ୍କୁ ସହଯୋଗ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳ କେଶରୀ ନାଥ...

ଅସ୍ତ୍ରଶସ୍ତ୍ର ଭାଗବଣ୍ଟାକୁ ନେଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗ୍ୟାଙ୍ଗଓ୍ବାର୍‌: ଜଣେ ମୃତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରରେ ଦୁଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗ୍ୟାଙ୍ଗଓ୍ବାର୍‌ ହୋଇଛି। ଅସ୍ତ୍ରଶସ୍ତ୍ର ଭାଗବଣ୍ଟାକୁ ନେଇ ଏପରି ହୋଇଥିବା କୁହାଯାଉଛି। ସ୍ଥାନୀୟ ବାଘମା ବିଜ୍‌ବେହାରଠାରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୫ରୁ ୬ ଜଣ ଏବଂ ଅସାଂର୍‌ ଗଜବନ୍‌ ଉଲ୍‌ ହିନ୍ଦ୍‌ ଆତଙ୍କବାଦୀ ସଂଗଠନର...

ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ:ଆୟତୁଲ୍ଲା

ତେହେରାନ,୨୭ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଆମେରିକା ସେନାର ଏକ ଡ୍ରୋନକୁ ଇରାନ ପକ୍ଷରୁ ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି...

ଗୋଦ୍‌ରେଜ୍‌ ପରିବାରରେ ହେବ ସମ୍ପତ୍ତି ଭାଗବଣ୍ଟା: ୨୦ ହଜାର କୋଟି ଜମି ବିବାଦ

ନୂଆଦିଲ୍ଲୀ,୨୭।୬: ଦେଶର ଜଣାଶୁଣା ଶିଳ୍ପପତି ଗୋଦ୍‌ରେଜ୍‌ ପରିବାରରେ ଖୁବ୍‌ଶୀଘ୍ର ସମ୍ପତ୍ତି ଭାଗବଣ୍ଟା କରାଯିବ। ପରିବାରରେ ୨୦ ହଜାର କୋଟି ଟଙ୍କାର ଜମି ନେଇ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି। ମୁମ୍ବାଇର ସର୍ବାଧିକ ଜମି ଏହି ଶିଳ୍ପପତି ପରିବାର ପାଖରେ ରହିଛି।...

ନଦୀ କୂଳରୁ ମିଳିଲା ଶରଣାର୍ଥୀ ବାପ-ଝିଅଙ୍କ ମୃତଦେହ: ଫଟୋ ଭାଇରାଲ

ନ୍ୟୁୟର୍କ, ୨୬।୬: ୨୦୧୫ରେ ସିରିଆର ଶରଣାର୍ଥୀ ଶିଶୁ ଆଲନ କୁର୍ଦ୍ଦି ସମୁଦ୍ରକୂଳରେ ପଡିଥିବାର ଦୃଶ୍ୟ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ସେମିତି ଏକ ହୃଦୟବିଦାରକ ଚିତ୍ର ପୁଣିଥରେ ଭାଇରାଲ ହୋଇଛି। ଆମେରିକା ପାଖରେ ଥିବା ଏକ ଦେଶ ଇଆଇ ସାଲଭେଡୋର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri