Home

ପୁଣି ବଢିଲା ଶୀତ: ୪ ଦିନରେ ୪ ଡିଗ୍ରୀ ଖସିଲା ପାରଦ

ଦାରିଙ୍ଗବାଡି, ୧୨ /୧୧ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଏବେ ଶୀତର ସହର ଭାବେ ଜଣାଶୁଣା। ଜଳବାୟୁ ପରିବର୍ତ୍ତନ ଶୀତଳ ପବନ ବୋହିବା ସହ ଦୈନିକ ପାରଦ ତଳକୁ ତଳକୁ ଖସୁଛି । ବୁଧବାର ସକାଳ…

ମିଳୁନି ସୁନାଘାସ ନାଳିଆ: ଚିନ୍ତାରେ ବୁଣାକାର ପରିବାର

ମହାକାଳପଡ଼ା, ୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳ ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ ପ୍ରଚୁର ପରିମାଣରେ ସୁନାଘାସ ନାଳିଆ ବିଲୁପ୍ତହେବାକୁ ବସିଲାଣି। ନାଳିଆ ଏକ ଶକ୍ତ ଘାସ, ଲୁଣା ହେନ୍ତାଳ ଜଙ୍ଗଲ ଅବକ୍ଷୟ ରୋକିବାରେ ସହାୟକ ହୋଇଥାଏ।…

ମାର୍ଲବା ଘାଟିରେ ଦୁର୍ଘଟଣା: ପାହାଡ଼କୁ ଧକ୍କା ଦେଲା ମେଶିନ ବୋଝେଇ ଟ୍ରକ

ମୋହନା,୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ମଙ୍ଗଳବାର ରାତିରେ ଏକ ହିଟାଚି ମେଶିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ମୃତ ହୋଇଥିବା ସହ ଦୁଇ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍‌ଟି ପାହାଡ଼କୁ…

ନାଗ ସାପକୁ KISS କରୁଥିଲେ ଏହି ବ୍ୟକ୍ତି, ତା’ପରେ ଯାହା ଘଟିଲା ସହଜେ କରିବେନି ବିଶ୍ୱାସ: ଦେଖନ୍ତୁ VIDEO

ସାପମାନଙ୍କ ମଧ୍ୟରେ ନାଗ ନାମ ଶୁଣିଲେ ଅଧିକାଂଶ ଲୋକଙ୍କ ଶରୀର ଥରହର ହୋଇଯାଏ। ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ସାପ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।…

ଅଚାନକ ବିଗିଡ଼ିଲା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା: ଅଚେତ ଅବସ୍ଥାରେ ମିଳିଲା…

ବଲିଉଡ ଅଭିନେତା ଏବଂ ପୂର୍ବତନ ଏମ୍‌ପି ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ବିଳମ୍ବିତ ରାତିରେ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ, ଦିଗଭ୍ରଷ୍ଟ ହେବାରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଗୋବିନ୍ଦାଙ୍କୁ ଜୁହୁ ଉପନଗରୀୟ କ୍ରିଟିକେୟାର ହସ୍ପିଟାଲରେ…

ବୁକର୍‌ ପୁରସ୍କାର ଘୋଷଣା: ଏହି ବ୍ୟକ୍ତିଙ୍କୁ ମିଳିଲା…

ଲଣ୍ଡନ୍‌,୧୨ା୧୧:ହଙ୍ଗେରୀୟ-ବ୍ରିଟିଶ୍‌ ଲେଖକ ଡାଭିଡ୍‌ ଜାଲେ ଭାରତୀୟ ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍‌ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍‌’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନ୍‌ର ଓଲ୍ଡ ବିଲ୍ଡିଂସଗେଟ୍‌ରେ ୫୧ ବର୍ଷୀୟ…

୧୭ ଠିକାଦାରଙ୍କ ହାତରେ ୩୫,୦୦୦ କୋଟିର ପ୍ରକଳ୍ପ: ଚାହିଁ ରହିଛନ୍ତି ୩୨,୦୦୦ ଗାଁର ଲୋକେ

ଭୁବନେଶ୍ୱର,୧୨ା୧୧(ରବିନାରାୟଣ ଜେନା):ଓଡ଼ିଶାବାସୀଙ୍କୁ କିଭଳି ବିଶୁଦ୍ଧ ପାନୀୟଜଳ ହାତପାଆନ୍ତାରେ ମିଳିବ ସେନେଇ ରାଜ୍ୟ ସରକାରଙ୍କ ନିଦ ନାହିଁ। ପାଣି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ‘ମିଶନ ପାଓ୍ବାର’କୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ…

Delhi Blast: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣ ଦେଶକୁ ଥରାଇ ଦେଇଛି। ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 20 ରୁ ଅଧିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ର ୯.୫ ପରେ… 

ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ): ପୁଣି ବଢିଲା ଶୀତ। ତଳ ମୁହାଁ ହେଲା ତାପମାତ୍ରା। ଆଉ ଶୀତରେ ଥରୁଛି ଦାରିଙ୍ଗବାଡି। ଗତ ୩ ଦିନ ହେଲା ତାପମାତ୍ରା ଖସିବା ସହ ମଙ୍ଗଳବାର ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିବା ଯୋଗୁ ଜନଜୀବନ…

ଚମକାଇଲା ଏକଜିଟ୍‌ ପୋଲ୍‌: ଭାଜପାକୁ ଝଟ୍‌କା ଦେବେ ନୀତିଶ! ବଢିଲା ଟେନଶନ

ପାଟନା,୧୧।୧୧: ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ (୨୦୨୫) ପାଇଁ ଶେଷ ପର୍ଯ୍ୟାୟ ମତଦାନ ପରେ, ଏକଜିଟ ପୋଲ ପ୍ରକାଶ ପାଇବା ଆରମ୍ଭ ହୋଇଛି। ବିଭିନ୍ନ ଏଜେନ୍ସି ସର୍ଭେ ତଥ୍ୟ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଏହି ତଥ୍ୟଗୁଡ଼ିକୁ ବ୍ୟବହାର କରି ଏଥର…

ବିହାର ଏକଜିଟ ପୋଲ୍‌: ସବୁ ଆକଳନ ହୋଇଗଲା ଭୂଲ! ବିହାରରେ….

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ୨୦ଟି ଜିଲ୍ଲାର ୧୨୨ଟି ଆସନରେ ମତଦାନ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪% ଭୋଟର ମତଦାନ ରେକର୍ଡ କରାଯାଇଛି। ସମସ୍ତଙ୍କ ନଜର ଏବେ ଏକଜିଟ ପୋଲ ଉପରେ।…

ଦିଲ୍ଲୀ ବ୍ଲାଷ୍ଟରେ ରହିଛି ପାକିସ୍ତାନ କନେକ୍ସନ!

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବୋମା ବିସ୍ଫୋରଣର ତଦନ୍ତ ଏବେ ପାକିସ୍ତାନ-ସଂଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ର ଆଡ଼କୁ ମୁହାଁଇଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଏହି ଆକ୍ରମଣ ପଛରେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ହାତ ଥାଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?