ଟ୍ରମ୍ପ-ଜେଲେନସ୍କିଙ୍କ ଲଢେଇ ଦେଖି ମଜା ନେଉଛି ରୁଷିଆ!
ଓ୍ବାଶିଂଟନ,୧।୩: ଆମେରିକାରେ ପହଞ୍ଚିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କ୍ୟାମେରା ସାମ୍ନାରେ ଏକ ଉଷ୍ମ ବିତର୍କ ଦେଖିବାକୁ ମିଳିଥିଲା। ରୁଷିଆ ସହିତ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବାକୁ ଆସିଥିବା ଜେଲେନସ୍କି ଟ୍ରମ୍ପଙ୍କ ସହ…
ମୋହନ ସରକାରଙ୍କ ବଡ଼ ହୋଲି ଭେଟି, ପାଚିକାଙ୍କୁ ମିଳିବ ଲକ୍ଷେ ଟଙ୍କା…
ଭୁବନେଶ୍ୱର,୧।୩: ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ର୍ନିମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ…
ଆପଣଙ୍କ ମୁଣ୍ଡରେ ଯଦି ବୋମା ପଡେ ତା’ହେଲେ କ’ଣ ହେବ, ଜେଲେନସ୍କିଙ୍କ ସହ ପ୍ରେସ କନଫରେନ୍ସ ସମୟରେ କାହିଁକି ଏମିତି କହିଲେ ଟ୍ରମ୍ପ
ଓ୍ବାଶିଂଟନ,୧।୩: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକୁ ନେଇ ଏବେ ସାରା ବିଶ୍ୱରେ ଆଲୋଚନା ହେଉଛି। ପ୍ରକୃତରେ, ଆମେରିକାରେ ପହଞ୍ଚିଥିବା ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ସହ ଖୁବ୍ ବିତର୍କ କରିଥିଲେ। ରୁଷିଆ ସହିତ ଯୁଦ୍ଧ…
Chamoli Glacier Burst: ଚମୋଲି ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ, ୪୯ ଜଣଙ୍କର ଚାଲିଛି ଚିକିତ୍ସା, ୫ ଏବେବି ନିଖୋଜ
ଡେରାଡୁନ,୧।୩: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଦୁର୍ଘଟଣାରେ ୫୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ୫୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ବାକି ସମସ୍ତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟ ୫ଜଣଙ୍କୁ ଖୋଜା ଚାଲିଛି। ଶୁକ୍ରବାର ଉତ୍ତରାଖଣ୍ଡର ମାନାରେ…
ଇଂଲିଶ ଆମେରିକାର ସରକାରୀ ଭାଷା ହେବ
ଓ୍ବାଶିଂଟନ,୧।୩:ଆମେରିକାରେ ସଂଘୀୟ ସ୍ତରରେ କୌଣସି ଭାଷାକୁ ସରକାରୀ ମାନ୍ୟତା ଦିଆଯାଇ ନାହିଁ। ଇଂଲିଶକୁ ବହୁଳ ଭାବେ ବ୍ୟବହାର କରାଯାଉଥିବାବେଳେ ଏହାକୁ ସରକାରୀ ଭାଷା ମାନ୍ୟତା ଦେବା ପାଇଁ ଅନେକ ରାଜ୍ୟରେ ଦାବି ଉଠୁଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖୁବ୍ଶୀଘ୍ର ଏ ସଂକ୍ରାନ୍ତ…
୧୨୫ ବର୍ଷର ରେକର୍ଡ ଭାଙ୍ଗିଲା: ସବୁଠୁ ଉତ୍ତପ୍ତ ଫେବୃଆରୀ ମାସ
ନୂଆଦିଲ୍ଲୀ,୧।୩: ସାରା ଦେଶରେ ରେକର୍ଡ ଭାଙ୍ଗିଛି ଚଳିତବର୍ଷ ଫେବୃଆରୀ ମାସ ତାପମାତ୍ରା। ୧୯୦୧ ମସିହାରେ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉତ୍ତପ୍ତ ଫେବୃଆରୀ ମାସ ଥିଲା। ଏହାର ଅର୍ଥ ହେଉଛି ଏହା ଗତ ୧୨୫ ବର୍ଷ…
ଫେରିଗଲେ ନଡ୍ଡା: ରାଜ୍ୟ ସଭାପତି ଘୋଷଣା ନେଇ ବଢୁଛି ଚର୍ଚ୍ଚା
ଭୁବନେଶ୍ୱର, ୧।୩(ସୁନିତ୍ ମିଶ୍ର):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ପ୍ରାୟ ଏକ ଘଣ୍ଟା ଧରି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା…
ଗୋପୀନାଥ ମନ୍ଦିରରୁ ଚୋରି: ମୁଖା ପିନ୍ଧି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
ନୟାଗଡ଼,୧।୩(ଲୋକନାଥ ମିଶ୍ର):ନୟାଗଡ଼ ଜଗନ୍ନାଥ ମନ୍ଦିରର ଚୋରିର ପର୍ଦ୍ଦାଫାସ ହୋଇ ନ ଥିବାବେଳେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ଅଜଣା ଦୁର୍ବୃତ୍ତ ମୁଖା ପିନ୍ଧି ମନ୍ଦିରରେ ପଶି ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି…
କୋହଲିଙ୍କୁ ନେଇ ଏମିତି କହିଦେଲେ କେଏଲ ରାହୁଲ: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧।୩: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ ମ୍ୟାଚ ପୂର୍ବରୁ କେଏଲ ରାହୁଲ ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମହମ୍ମଦ ଶାମି ଏବଂ ରୋହିତ ଶର୍ମାଙ୍କ ଫିଟନେସରେ କୌଣସି ସମସ୍ୟା…
ଆପ୍ ଅଫିସ୍ରେ ପଡ଼ିଲା ତାଲା: ୪ ମାସ ହେବ ଭଡ଼ା ନ ଦେବାରୁ…
ଭୋପାଳ,୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଏହି ପରାଜୟର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଥିବା ଆପ ପାର୍ଟି କାର୍ଯ୍ୟାଳୟରେ ତାଲା…
Video:ନଦୀରେ ଗାଧୋଉଥିଲେ, ହଠାତ୍ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ
ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଜଳ ଆବଶ୍ୟକତା ପାଇଁ ନଦୀ ଏବଂ ହ୍ରଦ ଉପରେ ନିର୍ଭର କରୁଥିଲେ ଏବଂ ସେଠାକୁ ଗାଧୋଇବା ପାଇଁ ଯାଉଥିଲେ। କିନ୍ତୁ ଏବେ ଏହା କମିବାରେ ଲାଗିଛି। କାରଣ ଆଜିକାଲି ଘରେ ଘରେ ନଳକୂପ ବ୍ୟବସ୍ଥା…
Trump-Zelensky Clash: ଗୋଟିଏ କୋଠରୀରେ ଜେଲେନସ୍କି-ଟ୍ରମ୍ପ ମୁହାଁମୁହିଁ, ଆଗକୁ ମହାଯୁଦ୍ଧ!
ଓ୍ବାଶିଂଟନ୍,୧।୩:ମୁହାଁମୁହିଁ ହୋଇଛନ୍ତି ଜେଲେନସ୍କି-ଟ୍ରମ୍ପ। ଆମେରିକାରେ ଓଭାଲ ଅଫିସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଉଷ୍ମ ବିତର୍କ ହୋଇଛି। ଝଗଡା ପରେ ଜେଲେନସ୍କି ହୱାଇଟ ହାଉସରୁ ବାହାରି ଆସିଥିଲେ। ୟୁକ୍ରେନର ଲୋକମାନେ ଜେଲେନସ୍କିଙ୍କ…
Archives


