ରଦ୍ଦି କାଗଜ
ଭାରତରେ ଗବେଷଣା ସ୍ତର କିଭଳି ରହିଛି ତାହାର ଏକ ନମୁନା ଏବେ ଦେଖିବାକୁ ମିଳିଛି। ଗତ ୪ ମାସ ତଳେ ଇଣ୍ଡିଆନ୍ ଏକାଡେମୀ ଅଫ୍ ସାଇନ୍ସର ପୂର୍ବତନ ସଭାପତି ପାର୍ଥ ମଜୁମଦାର, ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏଚ୍. ଏ. ରଙ୍ଗନାଥ,…
ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା
ବରଗଡ଼,୧୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଜମୁର୍ଡା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳ ବୋଲି ସୂଚନା ମିଳିଛି। ୨ଦିନ ତଳେ ଅତିବିରା ଥାନା ଗୋଡଭଗା…
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନ ୨୪ ଯାଏ ବଢ଼ିଲା
ଭୁବନେଶ୍ୱର,୧୪ା୧୦(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା ଏବଂ ଗୋପବନ୍ଧୁ ଶିକ୍ଷା ସହାୟତା…
ବିଦେଶ ମାଟିରେ ମୋଦିଙ୍କୁ ପ୍ରଶଂସା କରୁଥିଲେ ଟ୍ରମ୍ପ, ପଛରେ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ଆଉ ତା’ପରେ ଘଟିଲା
ଓ୍ବାଶିଂଟନ୍,୧୪।୧୦:ମିଶରର ଶାର୍ମ ଏଲ-ଶେଖରେ ଗାଜା ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିବା ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ଅଧ ଘଣ୍ଟାର ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତି ସତ୍ତ୍ୱେ ସେ ଭାରତକୁ ଏକ ମହାନ ଦେଶ ଭାବରେ ପ୍ରଶଂସା କରିଥିଲେ…
ମରଣାନ୍ତକ ଆକ୍ରମଣ ଘଟଣା: ଜେଲ ଗଲେ ମା’ ପୁଅ
ଦିଗପହଣ୍ଡି,୧୩।୧୦,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ନରେନ୍ଦ୍ରପୁର ଗ୍ରାମର ପି. କୁରି ରେଡ୍ଡୀ ଏବଂ ତାଙ୍କ…
ସିଙ୍ଗଡ଼ା ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, ଏହି ମାରାତ୍ମକ ରୋଗକୁ ଆଣୁଛି ଟାଣି
ନୂଆଦିଲ୍ଲୀ: ଯଦି ଆପଣ ଭାରତରେ, ବିଶେଷକରି ଉତ୍ତର ଭାରତରେ ଲୋକମାନଙ୍କୁ ପଚାରନ୍ତି ଯେ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ ଫୁଡ କ’ଣ, ତେବେ ଉତ୍ତର ସମ୍ଭବତଃ ସମୋସା ହେବ। ଏହା ଏକ ଷ୍ଟ୍ରିଟ ଫୁଡ ଯାହାକୁ ଆପଣ ଦିନ କିମ୍ବା ରାତିରେ ଯେକୌଣସି…
ଭାରତ-ଚାଇନା ସହ କାହିଁକି ସମ୍ପର୍କ ବଢାଉଛି କାନାଡା? ଟ୍ରମ୍ପଙ୍କ ଟାରିଫ ଓ୍ବାର ଭିତରେ ନେଲା ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୧୦: କାନାଡା ଏବେ ଚାଇନା ଏବଂ ଭାରତ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ କାମ କରୁଛି, ଯେତେବେଳେ ଆମେରିକା ସହିତ ଏହାର ବାଣିଜ୍ୟ ସମ୍ପର୍କ ଏକ ବିପଦପୂର୍ଣ୍ଣ ସ୍ଥିତିରେ ଅଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଚାଇନା ଉପରେ…
ଅର୍ଥଶାସ୍ତ୍ରରେ ୩ଜଣଙ୍କୁ ନୋବେଲ
ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ବର୍ଷ, ଜୋଏଲ ମୋର୍କି, ଫିଲିପ ଆଗିଅନ ଏବଂ ପିଟର୍ ହାୱିଟଙ୍କୁ…
ନେତାନ୍ୟାହୁଙ୍କ ସ୍ବାଗତରେ ଗଦଗଦ ହେଲେ ଟ୍ରମ୍ପ, କାହିଁକି ଟ୍ରମ୍ପଙ୍କୁ ଏମିତି ସ୍ବାଗତ କଲେ ନେତାନ୍ୟାହୁ? ଜାଣନ୍ତୁ…
ଇସ୍ରାଏଲ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ…
ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିଲେ, ଧକ୍କା ଦେଲା ଅଜଣା ଟ୍ରକ୍: ଆଉ ତା’ପରେ…
ଖଲ୍ଲିକୋଟ,୧୩।୧୦(ପ୍ରଶାନ୍ତ କୁମାର ମିଶ୍ର): ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ରାସ୍ତା କଡରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିରହିଥିବା ଏକ ଟ୍ରକକୁ ପାସ କରୁଥିବା ବେଳେ ପଛପଟୁ ଆସୁଥିବା ଆଉ ଏକ ଟ୍ରକ ଦ୍ରୁତଗତିରେ ବୋଲେରୋକୁ…
ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ବାନ୍ଧିଲା ବନବିଭାଗ: ଘରୁ ମିଳିଲା ଏସବୁ ଜିନିଷ…
ଦେବଗଡ,୧୩।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ତାଙ୍କୁ ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କରାଯାଇଛି। ଘରୁ ହରିଣ ଛାଲ ଓ ମୟୂର ପକ୍ଷୀ ମିଳିବାରୁ ତାଙ୍କୁ ଗିରଫ…
ଦୁର୍ଗାପୁର ପୀଡ଼ିତାଙ୍କ କଥା ଶୁଣି ଭୟ କଲେଣି ପିତା, ଏପଟେ କିଏ କହୁଛି ମିଛ ମୁଖ୍ୟମନ୍ତ୍ରୀ ନା ପୋଲିସ?
ଦୁର୍ଗାପୁର,୧୩।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ଘଟଣା ଆଜିକାଲି ଖବରର ଶିରୋନାମା ପାଲଟିଛି। ପୀଡିତାଙ୍କ ବାପା ତାଙ୍କ ଝିଅର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ‘ମୋ ଝିଅର ଜୀବନ ବିପଦରେ ଅଛି। ତାକୁ…
Archives


