ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ମେଶିନ ସହ ଜବତ ହେଲା…
ପରଜଙ୍ଗ,୨୬ା୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ। ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ୍ ନକଲି ବିଦେଶୀ…
ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ପ୍ରଶାସନ ସଜାଗ
ଗଜପତି,୨୬ା୧୦(ଗିରିଧାରୀ ପରିଛା): ‘ସମ୍ଭାବ୍ୟ’ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳ କାକିନଡ଼ାଠାରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଜପତି ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଯାହାକୁ ନେଇ ଜିଲା ପ୍ରଶାସନ ତତ୍ପର ହୋଇଛି, ଜିଲାରେ ରହିଥିବା ବାତ୍ୟା…
ବରଗଡ଼କୁ ଲମ୍ବିଛି ଝାଡୁଦାର ନିଯୁକ୍ତି ଠକେଇର ଚେର, ଜିଲାପାଳଙ୍କୁ ଭେଟି ମହିଳା…
ବରଗଡ଼,୨୬ା୧୦(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ହାତରେ ଧରାପଡ଼ିଥିବା ଝାଡୁଦାର ନିଯୁକ୍ତି ଠକେଇର ଚେର ବରଗଡ଼ ଜିଲାକୁ ଲମ୍ବିଛି। ଶୁକ୍ରବାର ଭଟଲି ଥାନାରେ ଏଭଳି ଠକେଇ ଅଭିଯୋଗ ନେଇ ଦୁଲଣା କୁମ୍ଭାର ସମେତ ଅନେକ ମହିଳା ଏତଲା ଦେଇଛନ୍ତି।…
ବାତ୍ୟାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସବୁ ସ୍କୁଲ-କଲେଜ ଛୁଟି
ଭୁବନେଶ୍ୱର,୨୬ା୧୦: ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା। ଆନ୍ଧ୍ର ପ୍ରଦେଶର ମଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଯାହାର ପ୍ରଭାବ…
ହାଇକୋର୍ଟଙ୍କ ଐତିହାସିକ ରାୟ, ଦ୍ୱିତୀୟ ପତ୍ନୀଙ୍କ ପିଲାଙ୍କୁ ପୈତୃକ ସମ୍ପତ୍ତିରେ ମିଳିବ ଅଧିକାର
ଭୁବନେଶ୍ୱର,୨୬।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ପ୍ରଥମ ପତ୍ନୀ (ବୈଧ ବିବାହ) ଏବଂ ଦ୍ୱିତୀୟ ସ୍ତ୍ରୀ (ଅବୈଧ ବିବାହ) ଉଭୟଙ୍କ ଠାରୁ ଜନ୍ମିତ ସନ୍ତାନମାନେ ହିନ୍ଦୁ ବିବାହ ଆଇନର ଧାରା ୧୬ ଅନୁଯାୟୀ ସେମାନଙ୍କ ପିତାଙ୍କ ପୈତୃକ…
ଇନ୍ଦୋରରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ କମେଣ୍ଟ, ରାଜନୀତି ହେଲାଣି ସରଗରମ
ଇନ୍ଦୋର,୨୬।୧୦: ଗୁରୁବାର ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତାରେ ଜଣେ ବ୍ୟକ୍ତି ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ କମେଣ୍ଟ କରିଥିଲେ। ଖେଳାଳିମାନେ ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତରେ ଥିଲେ। ଅଭିଯୁକ୍ତ ମୋଟରସାଇକେଲ ଚଢ଼ି ସେମାନଙ୍କ ପାଖ ଦେଇ ଚାଲିଯିବା ବେଳେ…
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ
ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ବସ୍ ସହ ବାଇକ୍ର ମୁହାଁମୁହିଁ ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାଁ ପ୍ରଭାତ ବୈଦ୍ୟ (୪୨) ଏବଂ…
ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସବ-ଇନ୍ସପେକ୍ଟର
ମୁମ୍ବାଇ,୨୬।୧୦: ଅଧିକାରୀମାନେ କହିଛନ୍ତି ଯେ ମହାରାଷ୍ଟ୍ରର ସତାରାରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଶନିବାର ଜଣେ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ୨୯ ବର୍ଷୀୟ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ପୋଲିସ ସବ-ଇନ୍ସପେକ୍ଟର ସମେତ…
ହାତପାହାନ୍ତାରେ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା, ଅଭିଜ୍ଞ ଡାକ୍ତର ଆସି…
ଭଞ୍ଜନଗର,୨୬ା୧୦(ବାବୁଲା ପ୍ରଧାନ): ସିଲ୍କ ସିଟି ସର୍ଜନ୍ସ କ୍ଲବ ବ୍ରହ୍ମପୁର, ଭାରତୀୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖା ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ବ୍ରହ୍ମପୁର ଶାଖାର ମିଳିତ ସହଯୋଗରେ ରବିବାର ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର…
ସିଡନୀରେ କୋହଲି ଦେଖାଇଲେ ଦେଶଭକ୍ତି, Video ଦେଖି ପ୍ରଶଂସକ କରୁଛନ୍ତି ବାଃ
ସିଡନୀ,୨୬।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଦେଶଭକ୍ତି ଆଭିମୁଖ୍ୟ ଦେଖାଇ ସମସ୍ତଙ୍କ ହୃଦୟ ଜିତିଥିଲେ।…
ବିମାନ ବନ୍ଦରରେ ନାଚିଲେ ରାଷ୍ଟ୍ରପତି,ସମସ୍ତେ ଆଶ୍ଚର୍ଯ୍ୟ!
କୁଆଲାଲମପୁର,୨୬।୧୦: ମାଲେସିଆରେ ଆସିଆନ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ମାଲେସିଆ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ ପାଇଁ ଶନିବାର ମାଲେସିଆରେ ପହଞ୍ଚିଥିଲେ। ସେ ତାଙ୍କ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ…
ପାକିସ୍ତାନର ହିନମନ୍ୟତା, ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ
ନୂଆଦିଲ୍ଲୀ,୨୬।୧୦: ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବାଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେ, ଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଶହେବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ପାକିସ୍ତାନର…
Archives


