ବିନା ଟିକେଟ୍ରେ ଯାତ୍ରା କରୁଥିଲେ ୫୯ ଜଣ, ଧରା ପଡ଼ିବା ପରେ ୧୭୨୨୫ ଟଙ୍କା ହେଲା ଆଦାୟ
ନିରାକାରପୁର,୧୯ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ବିନା ଟିକେଟ୍ରେ ଟ୍ରେନରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ସହ ଷ୍ଟେଶନରେ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ବୁଧବାର ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନରେ ଟିକେଟ ଯାଞ୍ଚ ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ରେଳ…
ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍କା ଦେଲା BCCI
ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼ ଖବର…
ଆଉଟ୍ ସୋର୍ସିଂ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବି
ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ଥିବା ଆଉଟ ସୋର୍ସିଂ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ବୁଧବାର ମୁଜାଗଡ଼ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍ ପିନ୍ଧି…
କ’ଣ କହୁଛି JFK ଫାଇଲ୍? ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ହତ୍ୟା ନେଇ ହେଲା ବଡ଼ ଧରଣର ଖୁଲାସା
ଓ୍ବାଶିଂଟନ,୧୯।୩: ୧୯୬୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ୍. କେନେଡିଙ୍କୁ ଗୁଳି କରି ହତ୍ୟା ସହିତ ଜଡିତ ଗୋପନୀୟ ଦଲିଲର ୮୦,୦୦୦ ଫାଇଲ୍କୁ ମଙ୍ଗଳବାର ସନ୍ଧ୍ୟାରେ ସାର୍ବଜନୀନ କରାଯାଇଛି। ଆମେରିକାର ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ ପ୍ରଶାସନ (NARA) ର ୱେବସାଇଟରେ…
ବିଡିଓଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା
ରାଇକିଆ,୧୯ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଭାଜପା ମଣ୍ଡାସର ମଣ୍ଡଳ ତରଫରୁ କର୍ମକର୍ତ୍ତାମାନେ ରାଇକିଆ ନୂତନ ବିଡିଓ ସବ୍ୟସାଚୀ ସାହୁଙ୍କୁ ଭେଟି ସାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କାଙ୍କ ନେତୃତ୍ୱରେ ମଣ୍ଡାସର ଅଞ୍ଚଳରେ ଯେପରି ବିକାଶ ମୂଳକ କାର୍ଯ୍ୟ…
ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି
କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା, ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିଲେ କୋରାପୁଟବାସୀ। ପାଣିପାଗ ବିଭାଗ…
ଆକ୍ରମଣ-ଜାତିଆଣ ଆକ୍ଷେପ ମାମଲା: ୨ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ଶୁକଦେବ ରେଡ୍ଡୀ ଏବଂ ଦୟା ରେଡ୍ଡୀଙ୍କୁ ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେ.ନୂଆଗାଁ ଥାନା ମାମଲା ନଂ.୯୩/୨୫ ଅନୁଯାୟୀ ଜାମିନ ଆବେଦନ…
୧୭ ବର୍ଷ ପରେ ଅବସର ଘୋଷଣା କରି ଚମକାଇଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୯।୩: କ୍ରିକେଟ ଜଗତରେ ଇଂଲଣ୍ଡ କ୍ରିକେଟର ଜୋଶ କବ ଏକ ଜଣାଶୁଣା ନାମ, ଯିଏ ୧୭ ବର୍ଷ ଧରି ଘରୋଇ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସେ ତାଙ୍କ ବୃତ୍ତିଗତ କ୍ରିକେଟ କ୍ୟାରିୟରକୁ ବିଦାୟ…
କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର
ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି।…
ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ
ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଅଧ୍ୟୟନ କରିଛି। ADR ରିପୋର୍ଟ ଅନୁଯାୟୀ, ଚାରି ହଜାରରୁ…
ଖାଇବା ପରେ ୧୦ମିନିଟ୍ ପର୍ଯ୍ୟନ୍ତ ଚୋବାନ୍ତୁ ପାନପତ୍ର, ଅନେକ ସମସ୍ୟାରୁ ମିଳିବ ମୁକ୍ତି
ଅଧିକାଂଶ ଭାରତୀୟ ଖାଦ୍ୟ ପରେ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି। ତଥାପି ମିଠା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏପରି ପରିସ୍ଥିତିରେ, ସୁସ୍ଥ ଉପାୟରେ ମିଠା ପ୍ରତି ଆପଣଙ୍କର ଇଚ୍ଛାକୁ କମ୍ କରିବା ପାଇଁ, ଆପଣ ପ୍ରତ୍ୟେକ ଖାଦ୍ୟ ପରେ…
୧୭ ବର୍ଷ ପୂର୍ବେ କୋହଲିଙ୍କୁ ଚାମ୍ପିୟନ କରିଥିବା ଖେଳାଳିଜଣଙ୍କ କିଏ? IPL ୨୦୨୫ରେ ହେବେ ଅମ୍ପାୟାର
ନୂଆଦିଲ୍ଲୀ,୧୯।୩: କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ମୁକାବିଲା ସହିତ IPL ୨୦୨୫ ଆରମ୍ଭ ହେବ। ଏହି ବଡ଼ ମ୍ୟାଚ୍ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ…
Archives


