କରୋନା ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପ, ପୁଅଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,୨୩।୪(ଡି.ଏନ୍.ଏ.): ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୨ଜଣ ଗିରଫ କରି କୋର୍ଟ…
ଶ୍ରୀକ୍ଷେତ୍ରରେ ଚାପ କାମ ଆରମ୍ଭ: କେବଳ ମହାପ୍ରଭୁଙ୍କୁ ଅପେକ୍ଷା
ପୁରୀ ଅଫିସ,୨୩ା୪: ଆସନ୍ତା ୨୬ ତାରିଖରେ ଚନ୍ଦନଯାତ୍ରା। ଏହି ଅବସରରେ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ମିଶି ୨୧ ଦିନ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ଏଥିପାଇଁ ଗୁରୁବାରଠାରୁ ଚାପ କାମ ଆରମ୍ଭ ହୋଇଛି। କେବଳ…
କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଉତ୍ତରାଧିକାରୀ ଦୌଡ଼ରେ ଭଉଣୀ ଆଗରେ
ସିଓଲ୍,୨୩।୪: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କର ହୋଇଥିବା ଏକ ଅପରେଶନ୍ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କିମ୍ଙ୍କୁ ନେଇ ଖବର ପ୍ରଚାର ହେବାପରେ ଏବେ ତାଙ୍କ…
କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର
ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି ୫୦ ହଜାର ଭେଣ୍ଟିଲେଟର ରହିଛି। କରୋନା ମୁକାବିଲା ଲାଗି ୧୦ ଲକ୍ଷ ଭେଣ୍ଟିଲେଟରର ଆବଶ୍ୟକତା…
ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ
ଛତ୍ରପୁର,୨୩ା୪(ଡି.ଏନ୍.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି ସୁନିଶ୍ଚିତ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କଠାରୁ ୧ ହଜାର ଟଙ୍କା ଜରିମାନା…
ଲକ୍ଡାଉନ ସ୍ଥିତି ଯାଞ୍ଚ କରିବା ସହ ସଚେତନ କଲେ ଏସ୍ପି
ପଦ୍ମପୁର,୨୩।୪(ଡି.ଏନ୍.ଏ.): ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ ଅଞ୍ଚଳରୁ କାହାରିକୁ ପ୍ରବେଶ…
ମୋଗା ଜିଲା ହେଲା କରୋନା ମୁକ୍ତ
ମୋଗା,୨୩।୪: ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଗା ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୪ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଏହି ଜିଲା କରୋନା ମୁକ୍ତ ହୋଇଛି ବୋଲି ଗୁରୁବାର ଘୋଷଣା କରିଛନ୍ତି…
କୋରାପୁଟ ଗସ୍ତରେ ୫ଟି ସଚିବ
ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୫ଟି ସଚିବ ବିଭିନ୍ନ ଜିଲାର କୋଭିଡ ହସ୍ପିଟାଲକୁ…
ଆମେରିକାରେ ମଣିଷଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପିଲା କରୋନା: ୨ ବିଲେଇ ପଜିଟିଭ୍
ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ନ୍ୟୁୟର୍କ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ବି…
ଠିକ। ଶ୍ରମିକଙ୍କୁ ସିଆଇଏସ୍ଏଫ୍ର ଦୁର୍ବ୍ୟବହାର: ନ।ଲକୋ ସ୍ମେଲଟରରେ ଉତ୍ତେଜନା
ବଅଁରପାଳ,୨୩।୪(ଡି.ଏନ୍.ଏ): ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଠିକା ଶ୍ରମିକଙ୍କୁ ସିଆଇଏସ୍ଏଫ୍ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଉଛି। ଗୁରୁବାର ସକାଳେ ବିନୟ ପରିଡ଼ା ନାମକ ଜଣେ ଠିକା ଶ୍ରମିକ ପ୍ଲାଣ୍ଟରୁ ବାହାରୁଥିବା ବେଳେ ସିଆଇଏସ୍ଏଫ୍ର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼…
୧୫୪ କୋଟି ପିଲାଙ୍କ ପାଠପଢ଼ା ପ୍ରଭାବିତ
ଜାତିସଂଘ,୨୩ା୪: କୋଭିଡ୍-୧୯ ସଂକ୍ରମଣ ଯୋଗୁ ବିଶ୍ୱବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ୧୫୪ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏପରି ହେଲେ ଆଗାମୀ ଦିନରେ ଅନେକ ଛାତ୍ରୀ ପାଠପଢ଼ାରେ ଡୋରି ବାନ୍ଧିପାରନ୍ତି। ଏହା ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବୃଦ୍ଧି…
କରୋନା ପଢ଼ାଇବ ସମାନୁଭୂତିର ଗଣିତ
ନୂଆଦିଲ୍ଲୀ,୨୩ା୪: ଆମେ ସମସ୍ତେ ଏକ। ବର୍ତ୍ତମାନର କୋଭିଡ୍-୧୯ ମହାମାରୀ ଏ ବିଷୟକୁ ସିଦ୍ଧ କରିବା ଲାଗି ସଚେତନତା ଜଗାଉଛି। ଏହି ସଙ୍କଟ ଟଳିଯିବା ପରେ ସମାନୁଭୂତି, ଅନୁକମ୍ପା ଓ ଦୟାଭାବ ଆଦି ସକାରାତ୍ମକ ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବା ଉଚିତ। କାରଣ…
Archives


