ଅମିତ ଶାହାଙ୍କ ଘୋଷଣା- ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀମୁକ୍ତ ହେବ ଭାରତ
ନୂଆଦିଲ୍ଲୀ,୨୦।୩: ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ବିଜାପୁର-ଦନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ୨୨ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ଭାରତକୁ ମାଓବାଦୀମୁକ୍ତ କରିବା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି।…
ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି: ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ
ଛତ୍ରପୁର,୨୦।୩(ଦିଲ୍ଲୀପ ସାମଲ): ନିର୍ବାଚନ କମିଶନ ପକ୍ଷରୁ ନିଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି, ତେଣୁ ଜିଲ୍ଲା ର୍ନିବାଚନ କାର୍ଯ୍ୟାଳୟ ଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ନିଭୁଲ ଭୋଟର ତାଲିକା ପ୍ରସ୍ତୁତି ଚଳାଇ ଥିବାବେଳେ ଜିଲାସ୍ତରରେ ଏହାର ବାରମ୍ବାର…
ବସ୍ଷ୍ଟାଣ୍ଡରେ ଶୋଇଥିଲେ, ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍
ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)- ବସ୍ଷ୍ଟାଣ୍ଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଦର…
ଆରଜେଡି ବିଧାୟକଙ୍କ ଉପରେ ରାଗିଲେ ନୀତୀଶ, କଲେ ଏମିତି ଦାବି
ପାଟନା,୨୦।୩: ପ୍ରଶ୍ନକାଳରେ, ବିଧାନସଭାରେ ଆରଜେଡି ବିଧାୟକ କୁମାର କୃଷ୍ଣ ମୋହନ ଓରଫ ସୁଧାୟ ଯାଦବଙ୍କୁ ମୋବାଇଲରେ ପ୍ରଶ୍ନ ପଢ଼ୁଥିବାର ଦେଖି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଗି ଯାଇଥିଲେ। ନିଜ ଆସନରୁ ଠିଆ ହୋଇ ସେ ବିଧାନସଭା ବାଚସ୍ପତି ନନ୍ଦ କିଶୋର…
ନିଜକୁ ଗୁଳି ମାରିଲେ ପୂର୍ବତନ ବିଧାୟକ: ସରକାରୀ ବଙ୍ଗଳାରେ ନେଲେ ଚରମ ପଦକ୍ଷେପ
ଶ୍ରୀନଗର,୨୦।୩: ଜମ୍ମୁ-କଶ୍ମୀରର ପୂର୍ବତନ ଭାଜପା ବିଧାୟକ ଫକିର ମହମ୍ମଦ ଖାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଫକୀର ମହମ୍ମଦଙ୍କୁ ଜମ୍ମୁ ଓ କଶ୍ମୀର ଭାଜପାର…
ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ
ଭୁବନେଶ୍ୱର,୨୦।୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି।…
ଏହି କୁକୁରର ଦାମ୍ ଜାଣିଲେ ପାଦତଳୁ ଖସିଯିବ ମାଟି, ମାଲିକ କୁହନ୍ତି…
ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି କୁକୁରର ଦାମ୍ ଜାଣିଲେ ପାଦତଳୁ ମାଟି ଖସିଯିବ। ତେବେ ଏହି କୁକୁରର ଦାମ୍ ୫.୭ ନିୟୁତ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୫୦ କୋଟି…
‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍ରେ ଛାଡ଼’
ଭୁବନେଶ୍ୱର,୨୦।୩: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ବୁଧବାର ତାଙ୍କ ପତ୍ନୀ ମୀନତି ଦାସ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏବେ ସରକାରଙ୍କୁ…
ଓଡ଼ିଶାରେ ରହିଛି ଭରପୂର ସୁନା; ବିଧାନସଭାରେ ଉତ୍ତର ରଖି ଖଣି ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୦।୩: ଓଡ଼ିଶାରେ ଭରପୂର ସୁନା ରହିଛି। ଦେବଗଡ଼, କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଏବଂ ବୌଦ୍ଧ ଜିଲାରେ ବି ସୁନା ଖଣି ରହିଛି। ସେହିଭଳି ମୟୂରଭଞ୍ଜ ଜିଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଏବଂ…
ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…
ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ସଠିକ୍ ଅଭ୍ୟାସ ଗ୍ରହଣ କରା ନ ଯାଏ ତେବେ ଏହା କେବଳ ଗୋଟିଏ ନୁହେଁ…
କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି
କଟକ,୨୦।୩: ବିଭିନ୍ନ ବାଟାଲିଆନରେ କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ଗୁରୁବାର ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ଅସମାପ୍ତ ରହିଛି। ମାର୍ଚ୍ଚ ୨୪ ଅର୍ଥାତ୍ ଆସନ୍ତା ସୋମବାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ…
ଖୁବ୍ଶୀଘ୍ର Pi Coinରୁ କରିପାରିବେ ଶପିଂ! ଆମାଜନ୍, Ebay ଏବଂ Apple Pay ଉପରେ କରିପାରିବେ ଖର୍ଚ୍ଚ
ନୂଆଦିଲ୍ଲୀ,୨୦।୩: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି Pi Networkର Pi Coin। ଏହି କଏନ ସମ୍ପର୍କରେ ନୂତନ ଅପଡେଟ୍ ସାମ୍ନାକୁ ଆସୁଛି। ଏହି ସମୟରେ ପିଆଇ କଏନ୍ ମାଧ୍ୟମରେ ପେମେଣ୍ଟ ଉପରେ ଏକ ନୂତନ ରିପୋର୍ଟ ମଧ୍ୟ ସାମ୍ନାକୁ…
Archives


