ଭାରତରେ ତିଆରି ହୋଇଛି ବିନା ସିମେଣ୍ଟରେ ଦୁନିଆର ପ୍ରଥମ ବିଳାସପୂର୍ଣ୍ଣ ମହଲ, ଜାଣିଲେ…
ଘର, ବାଣିଜି୍ୟକ କୋଠା ଏବଂ ଉଚ୍ଚ କୋଠା ନିର୍ମାଣ ପାଇଁ ଏକ ବିଶେଷ ତଥା ଦୃଢ଼ କଂକ୍ରିଟର ଆବଶ୍ୟକ। ଯାହା ଇଟା, ପଥର, ବଜୁରି, ବାଲି, ଲୁହା ରଡ୍ ଏବଂ ସିମେଣ୍ଟ ଇତ୍ୟାଦି। ଘରକୁ ସୁଦୃଢ଼ କରିବା ପାଇଁ ସିମେଣ୍ଟ ସବୁଠାରୁ…
ପାକିସ୍ତାନ ଉପରେ ପ୍ରଥମଥର କେବେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ: ଜାଣନ୍ତୁ
ନୂଆଦିଲ୍ଲୀ,୨୨।୩: ୧୯୪୭ ମସିହାରେ ଭାରତରୁ ଅଲଗା ହେବା ପରେ ପାକିସ୍ତାନ ଏକ ନୂତନ ଦେଶ ହୋଇଥିଲା। ସେବେଠାରୁ, ଉଭୟ ଦେଶ ପରସ୍ପରର ଶତ୍ରୁ ହୋଇ ରହିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ଯୁଦ୍ଧ ମଧ୍ୟ ହୋଇଛି। ଏହି ଦୁଇ ଦେଶ…
ଅଶ୍ୱିନଙ୍କ ନାଁରେ ହେବ ରାସ୍ତା: ମିଳିଲା ଗ୍ରୀନ୍ ସିଗ୍ନାଲ୍
ଚେନ୍ନାଇ,୨୨ା୩: ଭାରତର କିମ୍ବଦନ୍ତୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେଶନ (ଜିସିସି) ଦ୍ୱାରା ସମ୍ମାନିତ କରାଯିବ। ଜିସିସି ସର୍ବସମ୍ମତି କ୍ରମେ ଓ୍ବେଷ୍ଟ ମାମ୍ବାଲାମସ୍ଥିତ ରାମାକ୍ରୀଷ୍ଣପୁରମ୍ ପ୍ରଥମ ଷ୍ଟ୍ରିଟର ନାମକୁ ଅଶ୍ୱିନଙ୍କ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଠାରେ…
ଶିଶୁକୁ ଦେଇଥିଲେ ଯୌନ ନିର୍ଯାତନା, କୋର୍ଟ ଶୁଣାଇଲେ ବଡ଼ ରାୟ
ଛତ୍ରପୁର,୨୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଥିବା ଶିଶୁ ଯୌନ ନିର୍ଯାତନା ମାମଲାରେ କୋର୍ଟ ଦ୍ୱାରା ସମ୍ପୃକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି। ଏନେଇ ସଫଳତା ମିଳିଥିବା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଗଣମାଧ୍ୟମକୁ…
ଆଇପିଏଲ୍ ଉଦ୍ଘାଟନୀର ମୁଖ୍ୟ ଆକର୍ଷଣ ଦୀଶା-ଶ୍ରେୟା
କୋଲକାତା,୨୨/୩: ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍)ର ୧୮ତମ ସଂସ୍କରଣ ଏକ ବଡ଼ ଉଦ୍ଘାଟନୀ ଉତ୍ସବ ସହିତ ଆଜି ଆରମ୍ଭ ହେବାକୁ ଯାଉଛି। ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବ ୩୫ ମିନିଟ ଧରି ଚାଲିବ। ଏ ସମ୍ପର୍କରେ କ୍ରିକେଟ ଆସୋସିଏଶନ…
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ
ଭୁବନେଶ୍ୱର,୨୨ା୩: ନୂଆ ସିଲାବସ୍ ଲାଗୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ସୂଚନା ଦେଇଛନ୍ତି। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍ ଲାଗୁ ହେବ। NEP ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ…
ନବ ଦାସଙ୍କ ହତ୍ୟାର ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା
ଭୁବନେଶ୍ୱର,୨୨ା୩: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସରୋଜ ସା’ ନାମକ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ। ତତ୍କାଳୀନ ଆଇଆଇସିଙ୍କ…
ଶାଳକାଠ ବୋଝେଇ ପିକ୍ଅପ୍ ଜବତ, ବନବିଭାଗକୁ ଦେଖି ଦୌଡ଼ିଲେ ମାଫିଆ
ଭୁବନ,୨୨ା୩(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଏକ ବେଆଇନ ଶାଳ କାଠ ସହିତ ପିକ୍ଅପ୍ ଗାଡ଼ି ଜବତ କରାଯାଇଛି। ପିକ୍ଅପ୍ ଗାଡ଼ିଟି ଟିପିଲେଇ ସଂରକ୍ଷିତ ଜଙ୍ଗଲରୁ ଶାଳଗଛ କାଠ ବୋଝେଇ କରି ଜାତୀୟ ରାଜପଥ ୫୩କୁ…
କେକେଆର୍-ଆର୍ସିବି ହୋଇଥିଲା ରୋଚକ ମୁକାବିଲା: ୧୭ ବର୍ଷ ପରେ ପ୍ରଥମଥର ଆଇପିଏଲ୍ରେ ଘଟିବ ଏମିତି…
ନୂଆଦିଲ୍ଲୀ,୨୨।୩: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ ଇତିହାସର ପ୍ରଥମ ମ୍ୟାଚରେ ମୁହଁାମୁହିଁ ହୋଇଥିଲେ। ୧୭ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ସିଜନର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।…
ତିହିଡ଼ି ବଜାରରୁ ହଟିଲା ଜବରଦଖଲ
ତିହିଡ଼ି,୨୨ା୩(ସଞ୍ଜିତ ବଳ): ତିହିଡ଼ି ବଜାରକୁ ପ୍ରଶାସନ ପକ୍ଷରୁ ଅବରୋଧ ମୁକ୍ତ କରାଯାଇଛି। ତିହିଡ଼ି ଥାନାଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ସରକାରୀ ଜାଗା ଉପରେ ଥିବା ୧୨୩ଟି ଦୋକାନକୁ ଉଚ୍ଛେଦ କରାଯାଇଛି। ଶନିବାର ସକାଳ ୯ଟାରୁ…
ଜିଲାପାଳଙ୍କ ଜନସମ୍ପର୍କ ଶିବିର: ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କଲେ ଜିଲାପାଳ
ଡୁଙ୍ଗୁରିପାଲି, ୨୨/୩ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମପଞ୍ଚାୟତ ପରିସରରେ ଶୁକ୍ରବାର ଜିଲାପାଳଙ୍କ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅନ୍ୟ ଦାସ ଯୋଗଦେଇ ଜନସାଧାରଣଙ୍କ ୪୦ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ସୁଭଦ୍ରା…
ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ
ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ବିଧି ଅନୁଯାୟୀ,…
Archives


