Home

୨୮ ବର୍ଷ ପରେ ମିଳୁନି ଜମିପଟ୍ଟା, ଘରଡିହ

ଭବାନୀପାଟଣା,୨୪ା୫(ଉତ୍ତମ କୁମାର ଦାଶ): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି…

ପୁଅକୁ ୧୮ହଜାରରେ ବିକିଲେ ମା’: ଏହା ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯାଜପୁର ଟାଉନ,୨୪ା୫(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ତୋଟାସାହିରେ ୭ ବର୍ଷର ନାବାଳକ ସାଇରାମ୍‌ ପରିଡ଼ାଙ୍କୁ ତାଙ୍କ ମା’ ୧୮ହଜାର ଟଙ୍କାରେ ବିକ୍ରିକରି ଦେଇଛନ୍ତି। ଏନେଇ ନାବାଳକଙ୍କ ବାପା ପ୍ରଶାନ୍ତ ପରିଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ…

ବଦଳିଲା ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ତାରିଖ, ୨୭ ନୁହେଁ …

ଭୁବନେଶ୍ୱର, ୨୩ା୫(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ସେ ଶୁକ୍ରବାର ଅନୁମୋଦନ ଦେଇଛନ୍ତି। ତେଣୁ ଛୁଟି ତାରିଖକୁ…

ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେଉଁ ତାରିଖରେ…

ଭୁବନେଶ୍ୱର, ୨୩ା୫ (ଅନୁରାଧା ମହାରଣା)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁନ୍‌ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ…

‘ଅଫିସ ପରେ ଖୋଲି ହେବ, ପ୍ରଥମେ ଜୀବନ ବଞ୍ଚାଅ’..ଭାରତର ଘନ ଘନ ଆକ୍ରମଣ ପରେ…

ନୂଆଦିଲ୍ଲୀ,୨୩।୫: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନାର ଆକ୍ରମଣ ପାକିସ୍ତାନୀ ସେନାରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ପାକିସ୍ତାନୀ ସେନାରେ ହେଉଥିବା ଆଲୋଚନାର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବେ ସାମ୍ନାକୁ ଆସିଛି। ଇଣ୍ଟରସେପ୍ଟ କଥାବାର୍ତ୍ତାରୁ ଜଣାପଡ଼ିଛି ଯେ ଅପରେଶନ ସିନ୍ଦୂର…

ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍‌ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ 

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ।  ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ ଯାଉଛି। ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)ର ପରବର୍ତ୍ତୀ ବୈଠକରେ ପାକିସ୍ତାନକୁ ପୁଣି ଥରେ…

ଇଣ୍ଡିଗୋ ବିମାନକୁ ଛାଡ଼ି ନ ଥିଲା ପାକିସ୍ତାନ, ଏବେ ମୋଦି ନେଲେ ବଡ଼ ଆକ୍ସନ !

ନୂଆଦିଲ୍ଲୀ,୨୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରେ ଅନେକ କଟକଣା ଲାଗୁ କରାଯାଇଛି। ଏବେ ପାକିସ୍ତାନୀ ବିମାନର ଏଣ୍ଟ୍ରିକୁ ୨୦୨୫ ଜୁନ ୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ, NOTAMକୁ…

ହଠାତ ଅଧିନାୟକ ବଦଳାଇଲା RCB, ଏବେ ଏହି ଖେଳାଳି…

ନୂଆଦିଲ୍ଲୀ,୨୩।୫: IPL ୨୦୨୫ର ୬୫ତମ ମ୍ୟାଚ୍‌ରେ RCB ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବଡ଼ ଖବର ଥିଲା ଯେ ଦଳ ଏହାର ଅଧିନାୟକ ପରିବର୍ତ୍ତନ କରିଛି। ରଜତ ପାଟିିଦାରଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଅଧିନାୟକ କରାଯାଇଛି।…

ବଡ଼ ଖବର: ଆଣ୍ଡାମାନ ସାଗର ଉପରେ ଆକାଶମାର୍ଗ ବନ୍ଦ, NOTAM  ଜାରି; ହେବ କି…

ନୂଆଦିଲ୍ଲୀ,୨୩।୫: ଭାରତ ଆଣ୍ଡାମାନ ସାଗରର ଏକ ର୍ନିଦ୍ଦିଷ୍ଟ ଅଞ୍ଚଳରେ ଆକାଶ ମାର୍ଗ ବନ୍ଦ କରିବାର ଘୋଷଣା କରି NOTAM ଜାରି କରିଛି। ଏହି NOTAM ୨୩ ଏବଂ ୨୪ ମଇ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଅଞ୍ଚଳଟି…

ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…

ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ…

ଆପଲକୁ ଧମକାଇଲେ ଟ୍ରମ୍ପ, ରହିଛି ଭାରତ କନେକ୍ସନ

ଓ୍ବାଶିଂଟନ,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (୨୩ ମଇ, ୨୦୨୫) ଆଇଫୋନ ନିର୍ମାତା ଆପଲକୁ ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆଇଫୋନଗୁଡ଼ିକ ଅନ୍ୟ ଦେଶରେ ତିଆରି ହୁଏ ଏବଂ ଆମେରିକାରେ ବିକ୍ରି ହୁଏ, ତେବେ କମ୍ପାନୀକୁ…

ସେଲଟର ହୋମରୁ ପୋଷ୍ୟ ଭାବେ ଗ୍ରହଣ କଲେ କୁକୁର, ପରେ କାଟି ରାନ୍ଧି ଖାଇଦେଲେ

ବେଜିଂ,୨୩।୫: ଚାଇନାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସେଠାକାର ଜଣେ ମହିଳା ଏକ ଆଶ୍ରୟସ୍ଥଳରୁ ବୁଲା କୁକୁରମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ, ଏବେ ତାଙ୍କ ବିରୋଧରେ ଏ ନେଇ ତଦନ୍ତ ଚାଲିଛି। ପ୍ରକୃତରେ, କୁକୁରଗୁଡ଼ିକୁ ନେବା ପରେ, ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri