ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ
ବଲାଙ୍ଗିର, ୨୩।୦୫(ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଜିଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଆଜି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ…
ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ
ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ…
ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ
ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ।…
ଭାଗଲପୁରରୁ ଦିଲ୍ଲୀ ଯିବ ସ୍ବତନ୍ତ୍ର ଆମ୍ବ, ସ୍ବାଦ ଚାଖିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ଭାଗଲପୁର,୨୩।୫: ଚଳିତ ବର୍ଷ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଦୁଇ ଚୂର୍ଣ୍ଣ ନୁହେଁ ବରଂ ଚମତ୍କାର ଜର୍ଦାଳୁ ଆମ୍ବ ଗ୍ରହଣ କରିବେ। ଏଥିପାଇଁ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ତଥାପି, ବିହାର ଭବନରୁ ଆମ୍ବ ଚାହିଦାକୁ ନେଇ…
ନାତିର ଜନ୍ମଦିନରେ ମନ୍ଦିର ଯିବା ପାଇଁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଜେଜେ-ନାତି
ପାଟଣା,୨୩ା୫(ବୀରକିଶୋର ଦାଶ): ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେଜେବାପା ବାସୁଦେବ ମହାନ୍ତ ଏବଂ ୯ ବର୍ଷର ନାତି ଦିବ୍ୟାଂଶୁ । କେନ୍ଦୁଝର…
ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରା ପାଇଁ ମିଳିବ ଆର୍ଥିକ ସହାୟତା
ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ଦିଆଯିବ। ଦେବୋତ୍ତର ଆୟୋଗ…
ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ, ଆକାଶରେ ଚକ୍କର କାଟିଲା ଭାରତୀୟ ଏମ୍ପିଙ୍କ ବିମାନ
ମସ୍କୋ,୨୩।୫: ରୁଷିଆର ମସ୍କୋ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ମସ୍କୋ ବିମାନବନ୍ଦରରେ ୟୁକ୍ରେନରୁ ହୋଇଥିବା ଡ୍ରୋନ ଆକ୍ରମଣ ହଇଚଇ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ମସ୍କୋ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ ସେତେବେଳେ ଘଟିଥିଲା ଯେତେବେଳେ ଭାରତୀୟ ପ୍ରତିନିଧିମଣ୍ଡଳୀକୁ…
ଖୋଲିଲା ପାକିସ୍ତାନ ମିଛ ଦାବିର ବଡ଼ ଗୁମର, ସାଂସଦ କହିଲେ-ଭାରତରୁ ବୋମା କି ଲୋକ ପାକିସ୍ତାନ ଆକ୍ରମଣ ପାଇଁ ଆସୁନାହାଁନ୍ତି
ଇସଲାମାବାଦ,୨୩।୫: ଭାରତର ‘ଅପରେଶନ ସିନ୍ଦୂର’ ପରେ ପାକିସ୍ତାନ ସାଂସଦ ଉମର ଫାରୁକ ଦେଶର ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଉପରେ ସାର୍ବଜନୀନ ଭାବରେ ବର୍ଷିଛନ୍ତି। ସେ ବେଲୁଚିସ୍ତାନ ସମ୍ପର୍କରେ ତାଙ୍କ ସରକାରର ପର୍ଦ୍ଦାଫାସ ମଧ୍ୟ କରିଥିଲେ। ସେ କହିଥିଲେ ଯେ ଭାରତରୁ…
ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଜବରଦଖଲ ଉଚ୍ଛେଦ
ପାଟଣା,୨୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ ପାଇଁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ୨ଟି ଜେସିବି ସାହାଯ୍ୟରେ ବେଆଇନ ନିର୍ମାଣକୁ ଭଙ୍ଗା କାର୍ଯ୍ୟ ଚାଲିଛି। ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା…
ପ୍ରିୟଙ୍କାଙ୍କ ସହ ଜ୍ୟୋତି ବୁଲିଥିଲେ କୋଣାର୍କ-ଚିଲିକା, କେଉଁ ହୋଟେଲରେ କାହା ସହ…
ପୁରୀ,୨୩ା୫(ଅଜିତ୍ କୁମାର ମହାନ୍ତି): ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ୍ ଘଟଣାର ତଦନ୍ତ ଗୁରୁବାର ୬ଷ୍ଠଦିନରେ ପହଞ୍ଚତ୍ଛି। ଜ୍ୟୋତି ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରହିଛି, ଆୟର ସୂତ୍ର, ବାହାରୁ କେଉଁଠୁ…
‘ମୁନିରଙ୍କୁ ରାଜା କରିଦିଅନ୍ତୁ, ସେ କେବଳ ଜଙ୍ଗଲର ରାଜା ହୋଇପାରିବେ’, ଫିଲ୍ଡ ମାର୍ଶାଲ ପଦୋନ୍ନତିକୁ ନେଇ କାହିଁକି ଏମିତି କହିଲେ ଇମ୍ରାନ, ଜାଣନ୍ତୁ…
ଇସଲାମାବାଦ,୨୩।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାଙ୍କୁ ‘ଫିଲ୍ଡ ମାର୍ଶାଲ’ ବଦଳରେ ‘ରାଜା’ ଉପାଧି ଦେବା ଉଚିତ ଥିଲା କାରଣ ପାକିସ୍ତାନରେ ବର୍ତ୍ତମାନ ଜଙ୍ଗଲ ରାଜ ଚାଲିଛି…
୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ: ମାଡ଼ିବସିଲା ଭିଜିଲାନ୍ସ
ବାରିପଦା,୨୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନା ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା…
Archives


