Home

ସମିତି ସଭ୍ୟାଙ୍କ ଘର ପୋଡ଼ି, ବିରୋଧୀଙ୍କୁ ଆକ୍ରମଣ

ବାଙ୍କୀ,୨୧ା୩(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ହିଂସା ଥମିବାର ନଁା ନେଉନାହିଁ। ଶନିବାର କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ୨ ଗ୍ରାମରେ…

5 years ago

ବେଙ୍ଗାଲୁରୁରେ ପହଞ୍ଚିଲା ନବୀନଙ୍କ ମୃତ ଶରୀର

ବେଙ୍ଗାଲୁରୁ,୨୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୫ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ…

5 years ago

ସରିଲା କମିଶନିଂ: ୨୩ରେ ପୋଲିଂ ବୁଥ୍‌କୁ ଯିବ ଇଭିଏମ୍‌

ଭୁବନେଶ୍ୱର,୨୧।୩(ବ୍ୟୁରୋ): ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାରଠାରୁ ଇଭିଏମ୍‌ରେ କମିଶନିଂ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସନ୍ଧ୍ୟା…

5 years ago

ଆଇପିଏଲ୍‌ରେ ଦୁଇ ଅଲରାଣ୍ଡରଙ୍କ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେବାକୁ ୫ ଦିନ ବାକି ଅଛି। ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହି ସିଜିନ୍‌ର ପ୍ରଥମ…

5 years ago

ଏଣିକି ୮-୧୨ ସପ୍ତାହ ମଧ୍ୟରେ ଦିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୨୦।୩:ଭାରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନ୍‌ଟିଏଜିଆଇ(NTAGI) କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ଅବଧି ହ୍ରାସ…

5 years ago

ଆରଜେଡି ସହ ହାତ ମିଶାଇଲେ ଶରଦ ଯାଦବ

ପାଟନା,୨୦।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି)ର ଆରଜେଡିରେ ବିଲୟ ଘଟିଛି। ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ…

5 years ago

ଦ୍ୱିତୀୟଥର ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ

ଇମ୍ଫାଲ,୨୦।୩: ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ରବିବାର ସ୍ପଷ୍ଟ ହୋଇଛି। ମଣିପୁର ଭାଜପା ବିଧାୟକ ଦଳର ବୈଠକରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବିଧାୟକ ଦଳର…

5 years ago

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍‌ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଘରେ ଏବଂ ହୋଟେଲରେ ପଖାଳ ମଜା ଉଠାଇଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ…

5 years ago

ଜମ୍ମୁ-କଶ୍ମୀର ଘଟଣା ପାଇଁ ପାକିସ୍ତାନ ଦାୟୀ: ଆଜାଦ

ଶ୍ରୀନଗର,୨୦।୩: ବଲିଉଡ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ମନ୍ତବ୍ୟ ସାମ୍ନାକୁ ଆସୁଛି। ଜମ୍ମୁରେ…

5 years ago

ଉତ୍ତରାଖଣ୍ଡ ସରକାର ଗଠନ ନେଇ ଦିଲ୍ଲୀରେ ମାନସମନ୍ଥନ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଧାମି ଆଗରେ

ଡେରାଡୁନ,୨୦ା୩: ଉତ୍ତରାଖଣ୍ଡ ସରକାର ଗଠନ ପାଇଁ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।…

5 years ago