ନ୍ୟୁୟର୍କ,୧୦ା୧୨: ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କ ଭାରତୀୟ ବଂଶୋଦ୍ଭବ ସୁସ୍ମିତା ଶୁକ୍ଳାଙ୍କୁ ପ୍ରଥମ ଉପାଧ୍ୟକ୍ଷ (ଭିପି) ଏବଂ ମୁଖ୍ୟ ଅପରେଟିଂ ଅଫିସର ଭାବେ ନିଯୁକ୍ତି ଦେଇଛି। ୫୪…
ଜାକର୍ତ୍ତା,୧୦ା୧୨: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି।…
ଓ୍ବାଶିଂଟନ/ମସ୍କୋ,୧୦ା୧୨: ରୁଷିଆ ଜେଲରୁ ମୁକୁଳିବା ପରେ ଆମେରିକାର ବାସ୍କେଟବଲ୍ ଷ୍ଟାର ବ୍ରିଟ୍ନି ଗ୍ରାଇନର ଶୁକ୍ରବାର ସକାଳେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୦ ମାସ ତଳେ ଗ୍ରାଇନରଙ୍କ ନିକଟରୁ…
ନୂଆଦିଲ୍ଲୀ,୧୦ା୧୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍ରେ ପାଠ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ସ୍ବଦେଶକୁ ଫେରିଆସିଥିଲେ। କିନ୍ତୁ ଏବେ ବି ସେଠାରେ ପ୍ରାୟ ୧,୧୦୦ ଜଣ ଭାରତୀୟ ଛାତ୍ରୀଛାତ୍ର…
ଲିମା,୧୦ା୧୨: ପେରୁରେ ପୂର୍ବରୁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ଅନ୍ୟ ନେତାମାନେ ୫ ବର୍ଷ ଶାସନ କାଳ ପୂରଣ କରିପାରି ନ ଥିବାରୁ ଦେଶରେ ରାଜନୈତିକ ଅସ୍ଥିରତା…
ଢାକା,୧୦।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଶନିବାର ଖେଳାଯିବ। ବାଲଂଦେଶ ୨ ମ୍ୟାଚ୍ ଜିତି ପୂର୍ବରୁ ସିରିଜ୍…
ଚେନ୍ନାଇ, ୯।୧୨: ସୁନା-ରୂପା-ଡ୍ରଗ୍ସ ଆଦି ଚୋରା ଚାଲାଣ ବିଷୟରେ ଶୁଣିଥାଇପାରନ୍ତି। ହେଲେ ଚେନ୍ନାଇ ବିମାନବନ୍ଦରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି…
ଡେରାଡୁନ,୯।୧୨: ଜୀବନରେ ମାତୃଭୂମି, ମାତୃଭାଷା ଏବଂ ମା’ର ଗୁରୁତ୍ୱ ଅଧିକ। ଯାହାଙ୍କ ପାଖରେ ମମତା ନାହିଁ, ତାଙ୍କୁ ଜ୍ଞାନୀ ବୋଲି କହିଲେ, ଅଜ୍ଞ କିଏ ହେବ। ଏଣୁ…
ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ସେ ପ୍ରମୁଖ ୧୯ ରାଷ୍ଟ୍ର ଓ…
ବରଗଡ଼ ଅଫିସ୍,୯।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଏହା ଚାଲିବ। ଚଳିତ ବର୍ଷ ଧନୁଯାତ୍ରା…