Home

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦ରୁ ଆମରଣ ଅନଶନ

ରାଜନଗର,୭ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାର ସମସ୍ତ ପରିବାର ଭିଟାମାଟି ହରାଇବା ପରେ ଏବେ ବଗପାଟିଆଠାରେ ନୂଆ ଠିକଣାରେ ବସବାସ କରୁଛନ୍ତି।…

4 years ago

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର ବିବେଚିତ…

4 years ago

ହିନ୍ଦୀ ପକ୍ଷ ଉଦ୍‌ଯାପିତ

ଭୁବନେଶ୍ୱର,୭।୧୦:ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ର ଓଡ଼ିଶା ପରିମଣ୍ଡଳ ଭୁବନେଶ୍ୱର ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୨ର ସମାପନ ଏବଂ ପୁରସ୍କାର ପ୍ରଦାନ ସମାରୋହ ନିକଟରେ ଉଦ୍‌ଯାପିତ ହୋଇଯାଇଛି।…

4 years ago

ସାର, କୀଟନାଶକ ଦରରେ ନିୟନ୍ତ୍ରଣ ନାହିଁ

ବେଗୁନିଆ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ରାସାୟନିକ ସାର ଓ କୀଟନାଶକ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସରକାରୀ ଧାର୍ଯ୍ୟ ଦର ଠାରୁ…

4 years ago

ବିଶ୍ୱସ୍ତରୀୟ ସେବା,ସାମଗ୍ରୀ ଯୋଗାଇବ ଜୟଆଲୁକ୍କାସ୍‌

ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍‌ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର…

4 years ago

ମାଲ୍‌ ପରିବହନରେ ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ଶୀର୍ଷରେ

ଜଟଣୀ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ୨୦୨୨ ସେପ୍ଟେମ୍ବରରେ ଭାରତୀୟ ରେଳ ମଧ୍ୟରେ ମାଲ୍‌ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ଥର…

4 years ago

ଆଇପିଏସ୍‌ ଅଫିସର ପରିଚୟ ଦେଇ ୭୧ ହଜାର ଠକିନେଲେ

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଆଇପିଏସ୍‌ ଅଫିସର ପରିଚୟ ଦେଇ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ସାଇବର ଠକ ଜଣେ ଯୁବକଙ୍କଠାରୁ ୭୧ହଜାର ଟଙ୍କା ଠକି ନେଇଛନ୍ତି। ଠକାମିରେ ଶିକାର…

4 years ago

୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମନକୁ ଆସିଲାନି ରୋଷେଇ ଘର, ରାଗରେ ଲଗାଇଦେଲେ ନିଆଁ

ଏହି ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଗ ସମୟରେ କିଛି ନା କିଛି ଘଟାଇଥାନ୍ତି। ବ୍ରିଟେନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ…

4 years ago

ଖଟିଆରେ ୧କି.ମି. ବୁହା ହେଲେ ଗର୍ଭବତୀ

ରୂପସା,୭।୧୦(ଡି.ଏନ.ଏ.):ଗାଁକୁ ରାସ୍ତା ନ ଥିବାରୁ ପଶିପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକେ ଗର୍ଭବତୀଙ୍କୁ ୧ କି.ମି. ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।…

4 years ago

୫ ଦିନରେ ୪୦ରୁ ଅଧିକ ମାମଲା

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ବଢ଼ିବା ଆଶଙ୍କା କରି କମିଶନରେଟ ପୋଲିସ ପକ୍ଷରୁ ଆଗୁଆ ସତର୍କ କରାଯିବା ସହ ଅପରାଧୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ…

4 years ago